Movie prime

ସିନ୍ଦୁର ଡବାରେ ରଖନ୍ତୁ ଏହି ଗୋଟିଏ ଜିନିଷ ସ୍ଵାମୀ ହେବେ ଧନବାନ ଦେଖନ୍ତୁ ଜିନିଷ ଟି କଣ

 
Devotional news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସମାଜରେ ଯାହା ସବୁ ଘଟଣା ଘଟୁଛି ତାହା ତ ଆପଣମାନେ ସୋସିଆଲ ମିଡିଆରେ ଦେଖୁଥିବେ । କିନ୍ତୁ ଏମିତି କିଛି ଘଟଣା ଅଛି ଯାହା ବିଷୟରେ ଆପଣମାନେ ଜାଣିବା ଉଚିତ୍ । ସୋସିଆଲ ମିଡିଆରେ ଅନେକ ପ୍ରକାରର ଜ୍ୟୋତିଷ ଶାସ୍ତ୍ର ଏବଂ ଅନେକ ପ୍ରକାରର ଅନୁଚିନ୍ତା ବିଷୟରେ ଅନେକ ପ୍ରକାରର ଖବର ଆଉ ଭଲ କଥା ମଧ୍ୟ ଜାଣିପାରିବ । ଆମ ହିନ୍ଦୁ ପରମ୍ପରାରେ ବିବାହ ପରେ ସିନ୍ଦୂର ପିନ୍ଧିବା ଉଚିତ୍ । ବିବାହରେ ମଧ୍ୟ ସିନ୍ଦୂର ଦାନ ବିଧି ରହିଛି । ଧାର୍ମିକ ମାନ୍ୟତାରେ ସିନ୍ଦୂର ଲଗାଇବା ପାଇଁ କିଛି ବିଧି ରହିଛି ।
ଯେଉଁ ମହିଳାମାନେ ଏହି ବିଧି ନମାନି ସିନ୍ଦୂର ଲଗାନ୍ତି । ଏହାଦ୍ବାରା ଅନେକ ଅସୁବିଧା ହୋଇଥାଏ । ଘର ଆଉ ପରିବାର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ସ୍ବାମୀଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ଏମିତି କିଛି ନୀତି ନିୟମ ରହିଛି ସିନ୍ଦୂର ଲଗାଇବାର । ସେହି ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିବା। ସିନ୍ଦୂର ଲଗାଇବାର ନିୟମ ସବୁ ମହିଳା ମାନିବା ଉଚିତ୍। ଏହି ନିୟମ ଗୁଡ଼ିକ ହେଉଛି ।
୧) ବିବାହିତା ମହିଳାଙ୍କୁ ସବୁବେଳେ ନିଜ ପଇସାରେ ସିନ୍ଦୂର କିଣି ଲଗାଇବା ଉଚିତ୍ । ଅନ୍ୟ ପଇସାରେ ସିନ୍ଦୂର କିଣି ଲଗାଇବା ଉଚିତ୍ ନୁହେଁ ।
୨) ବିବାହିତା ମହିଳାଙ୍କୁ ଯେ କୌଣସି ପରିସ୍ଥିତିରେ ବି ଅନ୍ୟ ମହିଳାର ସିନ୍ଦୂର ଲଗାଇବା ଉଚିତ୍ ନୁହେଁ ।
୩) ବିବାହିତା ମହିଳାମାନେ ଉପହାର ମିଳିଥିବା ସିନ୍ଦୁର ଠାରୁ ବଞ୍ଚିତ ରହିବା ଦରକାର ।
୪) ସିନ୍ଦୂର ଲଗାଇ କେବେ ଗାଧୋଇବା ଉଚିତ୍ ନୁହେଁ । ଗାଧୋଇବା ପରେ ପୂଜା ପାଠ କରିବା ପରେ ସିନ୍ଦୂର ଲଗାଇବା ଉଚିତ୍ । ଆଉ ସିନ୍ଦୂର ଲଗାଇବା ବେଳେ ସ୍ବାମୀଙ୍କର ଭଲ ଚିନ୍ତା କରି ଆଉ ମାତା ପାର୍ବତୀଙ୍କୁ ସ୍ମରଣ କରି ଲଗାଇବା ଉଚିତ୍ ।
୫) ପି-ରି-ୟ-ଡ଼ ସମୟରେ ସିନ୍ଦୂର ଲଗାଇବା ଉଚିତ୍ ନୁହେଁ । କାରଣ ଏହି ସମୟରେ ସିନ୍ଦୂର ଲଗାଇଲେ ସିନ୍ଦୁରର ଅବମାନନା ହୋଇଥାଏ । 
୬) ସିନ୍ଦୂର ତଳେ ପଡ଼ିବା ବହୁତ ଅଶୁଭ ବୋଲି ମନା ଯାଇଥାଏ। ପିଲାମାନଙ୍କ ଠାରୁ ଦୂରେଇ ରଖନ୍ତୁ ।
୭) ସିନ୍ଦୂର କାହା ସାମ୍ନାରେ ଲଗାନ୍ତୁ ନାହିଁ ।କାରଣ କାହା ସାମ୍ନାରେ ଲଗାଇବା ଦ୍ଵାରା ଆପଣଙ୍କ ସମ୍ପର୍କରେ ନଜର ଲାଗିଯାଏ । ଏବଂ ଆପଣଙ୍କ ସ୍ବାମୀଙ୍କର ପ୍ରେମ କମି ଯାଇଥାଏ ।
୮) ସିନ୍ଦୂର ଲଗାଇବା ସମୟରେ ସବୁବେଳେ ଓଢଣୀ ଦେଇ ସିନ୍ଦୂର ଲଗାନ୍ତୁ । ଶୁଖିଲା ସିନ୍ଦୂର ମୁଣ୍ଡରେ ଲଗାନ୍ତୁ ।
୯) ସିନ୍ଦୁରକୁ ଲୁଚାଇ ରଖନ୍ତୁ ନାହିଁ । ସିନ୍ଦୂରକୁ ନାକ ସିଧାରେ ଲଗାଇ ରଖନ୍ତୁ ।
୧୦) ବିବାହରେ ଲଗାଯାଇଥିବା ସିନ୍ଦୂରକୁ ବଡ ବଡ ପର୍ବରେ ଲଗାନ୍ତୁ । ସିନ୍ଦୁରରେ ପଇସା ପକାଇ ରଖନ୍ତୁ । ସବୁବେଳେ ଆପଣ ସିନ୍ଦୂର ନିଜ ହାତରେ ବା ସ୍ବାମୀଙ୍କ ହାତରେ ଲଗାନ୍ତୁ ।
୧୧) ସିନ୍ଦୂର ସ୍ବପ୍ନ ଦେଖିଲେ ପରିବାରରେ ଶୁଭ ଫଳ ମିଳିଥାଏ । ଏହିସବୁ ନିୟମ ମାନିଲେ ଆପଣ ଖୁସିରେ ରହିପାରିବେ ।