Movie prime

ଆପଣଙ୍କୁ ବି ମିଳୁଛି କି ଏହି ୩ ଟି ଗୁପ୍ତ ସଙ୍କେତ ଶୀଘ୍ର ଦେଖନ୍ତୁ କଣ ଏହାର ଅର୍ଥ

 
Special Report
ନମସ୍କାର ପାଠକ ବନ୍ଧୁ। ଆପଣ ମାନେ ଜାଣିଥିବେ କି ସମଗ୍ର ବ୍ରହ୍ମାଣ୍ଡରେ ଯାହାଙ୍କର ପ୍ରଥମେ ପ୍ରେମ ବିବାହ ହୋଇଥିଲା ସେ ହେଉଛନ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀ।ସେ ଦୁହେଁ ହେଉଛନ୍ତି ଅମର ପ୍ରେମର ପ୍ରତୀକ। ତେବେ ଏହି ପ୍ରେମ ନିମନ୍ତେ ଆମ ମନରେ ଅନେକ ପ୍ରଶ୍ନ ଜାଗ୍ରତ ହୋଇ ଥାଏ। ହେଲେ ତାହାର ସମାଧାନ ଆମ ନିକଟରେ ନଥାଏ। ତେବେ ଆଜି ଏହି ପ୍ରେମ ସମ୍ପର୍କ ରେ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ସନ୍ଦେଶ କଣ ତାହା ଜାଣିବା।
ତେବେ ଆପଣ ମାନେ ଯାହାକୁ ପ୍ରେମ କରି ଥାଆନ୍ତି ତାଙ୍କ କଥା ସବୁବେଳେ ନିଜେ ମନେ ମନେ ଭାବିଥାନ୍ତି। ତେବେ ଏକ ପ୍ରଶ୍ନ ଆପଣ ମାନଙ୍କ ମନରେ ଉଙ୍କି ମାରିଥାଏ କି ଆପଣ ଦିନ ରାତି ଯାହା କଥା ଭାବୁଥାନ୍ତି ସେ କଣ ପ୍ରକୃତରେ ଆପଣଙ୍କ କଥା ଭାବିଥାନ୍ତି? ତେବେ ଏହି ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ଆମେ ପ୍ରକୃତ ପ୍ରେମର କେତେ ଗୁଡ଼ିଏ ଲକ୍ଷଣ କହିବାକୁ ଯାଉଛୁ।
ଯଦି ସେ ଆପଣଙ୍କ କଥା ଭାବୁଥିବ ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଅନୁଭଵ ହେବ କି ଆପଣଙ୍କ କଥା କେହି ନିଜ ମନରେ ଚିନ୍ତା କରୁଛି। ତା ନାଁ ମଧ୍ଯ ଆପଣଙ୍କୁ ବାରମ୍ବାର ଶୁଣା ଯିବ। ଯଦି ଆପଣଙ୍କୁ ଏଭଳି ଅନୁଭଵ ହୁଏ ତେବେ ଆପଣ ମାନେ ମଧ୍ୟ ଜାଣି ଯିବେ କି ଆପଣ ଯାହା କଥା ସବୁବେଳେ ଭାବୁଛନ୍ତି ସେ ମଧ୍ୟ ତା ମନରେ ଆପଣଙ୍କ କଥା ଚିନ୍ତା କରୁଛି।
ଦ୍ଵିତୀୟ ସଙ୍କେତ ଏହାକି ଯଦି ଆପଣ ତାଙ୍କୁ ଦେଖନ୍ତି ଏବଂ ତାଙ୍କୁ ଦେଖିବା ପରେ ମନ ଭିତରୁ ଆପଣ ଅନେକ ଖୁସି ହୁଅନ୍ତି ତେବେ ଜାଣି ଯିବେ କି ସେ ଆପଣଙ୍କୁ ମଧ୍ଯ ଅନେକ ପ୍ରେମ କରୁଛି। ତୃତୀୟ ସଙ୍କେତ ଏହା କି ଯଦି ସେ ଆପଣଙ୍କ ସ୍ୱପ୍ନରେ ସେ ଆସିଯାଏ ତେବେ ଆପଣ ଭାବିନେବେ ଯେ ଆପଣ ଯେତିକି ମାତ୍ରାରେ ତା କଥା ଭାବୁଛନ୍ତି ସେ ମଧ୍ଯ ସେତିକି ମାତ୍ରାରେ ଆପଣଙ୍କ କଥା ଭାବୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.