Movie prime

ମହିଳାଙ୍କ ଏହି ଅଙ୍ଗ ବଡ ହୋଇଥିଲେ ସ୍ଵାମୀମାନେ ହୁଅନ୍ତି ଭାଗ୍ୟ ଶାଳୀ Sastra Dunia

 
Adhyatmika
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ମହିଳା ମାନଙ୍କୁ ବୁଝିବା ବଡ଼ କଠିନ କାମ ହୋଈ ଥାଏ। ମହିଳା ମାନେ ବ୍ରହ୍ମା ଙ୍କ ର ଏମିତି ଏକ ରଚନା ଅଟେ ସ୍ଵୟଂ ବ୍ରହ୍ମା ମଧ୍ୟ ବୁଝି ପାରୁ ନ ଥିଲେ। ଘର ର ସ୍ତ୍ରୀ କୁ ସେହି ଘର ର ଲକ୍ଷ୍ମୀ ମନା ଯାଇ ଥାଏ। ଘର ର ବ୍ୟେଭାବ ସେହି ଘର ର ସ୍ତ୍ରୀ ଉପରେ ନିର୍ଭର କରିଥାଏ।
ଆଜି ଆପଣ ଙ୍କୁ ସ୍ତ୍ରୀ ଶରୀର ର ଏମିତି ଏକ ଅଙ୍ଗ ଯାହା ବଡ ହୋଈ ଥାଏ ତେବେ ତାଙ୍କୁ ସ୍ଵୟଂ ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ। ସାମୁଦ୍ରିକ ଶାସ୍ତ୍ର ରେ ଲେଖା ଅଛି ଯେଉଁ ମହିଳା ର ନିଜ ପିତା ଙ୍କ ମୁଁହ ସହ ସମାନ ଥାଏ ସେ ପରମ ଭାଗ୍ୟ ଶାଳୀ ହୋଈ ଥାଆନ୍ତି। ଯେଉଁ ସ୍ତ୍ରୀ ର ଝିଭ ଲମ୍ବା ଏବଂ ଲାଲ ରଙ୍ଗର ହୋଇ ଥାଏ ତେବେ ଏହିପରି ସ୍ତ୍ରୀ ବହୁତ ସୌଭାଗ୍ୟଶାଳୀ ମନା ଯାଇ ଥାଏ।
ଏବଂ ଯେଉଁ ନାରୀ ର ନାକ ର ଅଗ୍ର ଭାଗ ରେ କଳା ଜାଇ ଥାଏ ତେବେ ତାଙ୍କୁ ବହୁତ ଶୁଭ ବୋଲି ମନା ଯାଇ ଥାଏ ତେବେ ନାକ ର କୌଣସି ସ୍ଥାନ ରେ କଳା ଜାଇ ଥିଲେ ତାଙ୍କୁ ସୌଭାଗ୍ୟଶାଳୀ ମନା ଯାଇ ଥାଏ
ଯେଉଁ ସ୍ତ୍ରୀ ର ମୁହଁ ଗୋଲ ତଥା ଚମକି ଥାଏ ତେବେ ତାଙ୍କୁ ବହୁତ ଶୁଭ ବୋଲି ମନା ଯାଇ ଥାଏ।
ଲମ୍ବା ଆଙ୍ଗୁଠି ସ୍ତ୍ରୀ ର ଆଙ୍ଗୁଠି ଗୁଡ଼ିକ ଲମ୍ବା ଲମ୍ବା ହୋଇ ଥିଲେ ସେ ସ୍ଵୟଂ ଭାଗ୍ୟବାନ ହୋଈ ଥାଏ
କିନ୍ତୁ ଛୋଟ ଛୋଟ ଆଙ୍ଗୁଳି ଥିବା ମହିଳା ମାନଙ୍କୁ ମଧ୍ୟ ବହୁତ ଶୁଭ ବୋଲି ମନା ଯାଇ ଥାଏ। କିନ୍ତୁ ଏମାନ ଙ୍କୁ ନିଜ ଜୀବନ ରେ କେବଳ ଦୁଃଖ ଆଉ କଷ୍ଟ ଭୋଗି ବାକୁ ପଡ଼ି ଥାଏ।
ତେବେ ବନ୍ଧୁଗଣ ଆପଣଙ୍କ ଏହା ମଧ୍ଯ ରେ କିଛି ଲକ୍ଷଣ ଥିଲେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିତ ଜଣାନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.