Movie prime

ତିରୁପତି ବାଲାଜୀ ଙ୍କ ମୂର୍ତ୍ତି ଭିତରେ ଲୁଚି ରହିଛି ଏମିତି ସବୁ ଗୋପନୀୟ ରହସ୍ୟ ଜାଗା ଦେଖି ବୈଜ୍ଞାନିକ ମାନେ ମଧ୍ୟ ଆବା କାବା

 
Tirupati balaji
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଆମ ଭାରତ ଦେଶ ବହୁତ ମହାନ୍ ଅଟେ । ଆମ ଦେଶରେ ବିଭିନ୍ନ ପ୍ରକାରର ଏମିତି ଅନେକ ସ୍ଥାନ ଅଛି ଯାହା ଅନ୍ୟ କୌଣସି ଦେଶମାନଙ୍କରେ ନାହିଁ ।
ଆଉ ଆମ ଦେଶରେ ବହୁତ ପ୍ରକାରର ଦର୍ଶନୀୟ ସ୍ଥାନ ଅଛି । ଆଉ ଆମ ଦେଶ ଏହି ସ୍ଥାନ ଗୁଡିକ ପାଇଁ ସବୁ ଦେଶ ଠାରୁ ଭିନ୍ନ ଅଟେ । ଆଉ ଆମ ଦେଶରେ ସମସ୍ତ ଦର୍ଶନୀୟ ସ୍ଥାନ ମଧ୍ୟରୁ ତିରୁପତି ବାଲାଜୀ ମନ୍ଦିର ସବୁଠାରୁ ଅନ୍ୟତମ । 
ଏହି ମନ୍ଦିରର ଭଗବାନ ଜୀବନ୍ତ ଅଟନ୍ତି । ଆଉ ଏହି ଭଗବାନଙ୍କୁ ଗରମ ଲାଗିଥାଏ । ଆଉ ତାଙ୍କର ଝାଳ ବି ବାହାରିଥାଏ । ଆଉ ଏହି ଭଗବାନ ଜୀବନ୍ତ ଅଟନ୍ତି । ଆଉ ଏହି ମନ୍ଦିରରେ ଥିବା ଗର୍ଭ ଦ୍ଵାରରେ ଥିବା ଭଗବାନଙ୍କ ମୂର୍ତ୍ତି ତିଆରି ହୋଇନାହିଁ । ଏହା ଆଗରୁ ଥିଲା ଆଉ ଏହାକୁ ମନୁଷ୍ୟ ତିଆରି କରି ନାହିଁ ।
ଏହା ସ୍ଵୟଂ ଜୀବିତ ଭଗବାନ ଅଟନ୍ତି । ଏହି ପ୍ରଭୁଙ୍କ ଉପରେ ଲାଗିଥିବା କେଶ ଅସଲି ଅଟେ । ଏହି ମୂର୍ତ୍ତି ୧୦୦୦ ବର୍ଷ ତଳର ଅଟେ । ଏହି ଭଗବାନଙ୍କ ପାଖରେ କାନ ଦେଇ ଶୁଣିଲେ ଆପଣ ସମୁଦ୍ରର ଶବ୍ଦ ଶୁଣିବାକୁ ପାଇବେ । 
ଏହି ଭଗବାନଙ୍କୁ ଯାହା ଡାକନ୍ତି ବା ମାଗନ୍ତି ତାହା ପୂରଣ ହୋଇଥାଏ । ଭକ୍ତମାନଙ୍କର ମନୋସ୍କାମନା ପୂରଣ ହୋଇ ସାରିଲା ପରେ ସେମାନେ ବାଲାଜୀ ମନ୍ଦିରରେ ଯାଇ ନିଜର କେଶ ଦାନ କରିଥାନ୍ତି ।
ଏହି ମନ୍ଦିରରେ ପ୍ରତିଦିନ ପ୍ରାୟ ୨୦ ହଜାରରୁ ଅଧିକ ଲୋକ ନିଜର କେଶ ଦାନ କରିଥାନ୍ତି । ଭକ୍ତମାନେ ଶ୍ରଦ୍ଧାରେ ସୁନା, ରୂପା ଆଉ ପଇସା ଦେଇଥାନ୍ତି । 
ଏହା ହେଉଛି ଏକ ଦୁନିଆର ବଡ ଧନୀ ମନ୍ଦିର । ଏହି ମନ୍ଦିରର ଇନକମ୍ ୨ କୋଟି ଟଙ୍କା ପ୍ରତିମାସରେ । 
ଭଗବାନଙ୍କୁ ଆରାମରେ ରଖିବା ପାଇଁ ମନ୍ଦିର ସବୁବେଳେ ଥଣ୍ଡା ରଖାଯାଏ । ଏହି ମନ୍ଦିରର ବହୁତ ରହସ୍ୟ ଅଛି । ତିରୁପତି ବାଲାଜୀ ଭଗବାନ ବିଷ୍ଣୁଙ୍କର ରୂପ ଅଟନ୍ତି । ଆଉ ତାଙ୍କୁ ପୂଜା କରିବା ପରେ ତାଙ୍କୁ ଚନ୍ଦନର ଲେପ ଦିଆଯାଏ ।
ଆଉ ଏହି ବାଲାଜୀ ଭଗବାନଙ୍କ ମୂର୍ତ୍ତିରେ ମଧ୍ୟ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଦେଖାଯାଇଥାଏ । ଏହି ମନ୍ଦିର ସବୁଠାରୁ ବଡ଼ ଧନୀ ମନ୍ଦିର ଅଛି । ଏହି ମନ୍ଦିରରେ ଏଭଳି ଏକ ଦୀପ ଅଛି ଯାହା ବିନା ଘିଅରେ ଜଳୁଛି ।