Movie prime

ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଆତ୍ମା କେଉଁଠାରେ ରୁହେ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ଦେଖନ୍ତୁ ଏହି କଥା ଆଖି ଖୋଲିଯିବ

 
Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଜନ୍ମ ଆଉ ମୃ-ତ୍ୟୁ ବିଷୟରେ ଅନେକ ପ୍ରକାରର କଥା ଶୁଣିଥିବେ ବା ଜାଣିଥିବେ । ଦୁନିଆରେ ଦୁଇଟି କଥା ସତ୍ୟ ଅଟେ । ଗୋଟିଏ ହେଉଛି ଜନ୍ମ ଏବଂ ଆଉ ଗୋଟିଏ ହେଉଛି ମୃ-ତ୍ୟୁ । ଆଉ ଦୁନିଆରେ ଏହାହିଁ ନିତ୍ୟାନ୍ତ ସତ୍ୟ ଅଟେ ।

ଆଉ ଯିଏ ଜନ୍ମ ନେଇଛି ତାର ଦିନେ ନା ଦିନେ ମୃ-ତ୍ୟୁ ହେବ । ଆଉ ଏହି ଦୁଇଟି ନିରନ୍ତନ ସତ୍ୟ ଅଟେ । ଦୁନିଆରେ ଏହି ଜନ୍ମ ଆଉ ମୃ-ତ୍ୟୁକୁ ନେଇ ଅନେକ ଗ୍ରନ୍ଥରେ ବିଭିନ୍ନ ପ୍ରକାରର କଥା ଅଛି । 

ଆଉ ଗରୁଡ ପୁରାଣରେ ଏହି ଜନ୍ମ, ମୃ-ତ୍ୟୁ ଆଉ ଆତ୍ମା ବିଷୟରେ ଅନେକ ପ୍ରକାରର କଥା ଲେଖାଯାଇଛି । ଆଉ ଆପଣ ଜାଣିଛନ୍ତି କି ମୃ-ତ୍ୟୁ ହେଲା ପରେ ଆତ୍ମା କୁଆଡେ ଯାଇଥାଏ । ଏହିସବୁ କଥା ଗରୁଡ ପୁରାଣରେ ବର୍ଣ୍ଣିତ ହୋଇଛି ।
ଗରୁଡ ପୁରାଣରେ ବର୍ଣ୍ଣିତ ଅଛି କି ମୃ-ତ୍ୟୁ ପରେ ଆତ୍ମାକୁ ନେବା ପାଇଁ ଯମ ଦୂତମାନେ ଆସିଥାନ୍ତି । ଆଉ ଯେଉଁ ଆତ୍ମା ଭଲ କାମ କରିଥିବ ସେହି ଆତ୍ମା ସ୍ଵ ଇଚ୍ଛାରେ ଯମ ଦୂତମାନଙ୍କ ସହିତ ଚାଲି ଯାଇଥାଏ । କିନ୍ତୁ ଯେଉଁ ଆତ୍ମାମାନେ ଖରାପ କାମ କରିଥାନ୍ତି ତାଙ୍କୁ ଯମ ଦୁତମାନେ ଜୋର୍ ଜବରଦସ୍ତ ସାଙ୍ଗରେ ନେଇଯାଆନ୍ତି । 
ଆଉ ମ-ତ୍ୟୁ ପରେ ଆତ୍ମା ଯମ ଦୂତ ସହିତ ଚାଲିଯାଏ । ଆଉ ତାପରେ ତାର ଭଲ କାମ ଆଉ ଖରାପ ହିସାବ କରାଯାଇଥାଏ । ଆଉ ତାପରେ ସେ ସ୍ବର୍ଗ ଯିବ କି ନର୍କ ଯିବ ସେହି ବିଷୟରେ ନିଷ୍ପତ୍ତି ନିଆଯାଇଥାଏ । ଆଉ ଆତ୍ମା ଯେତେବେଳେ ତାର ହିସାବ କରି ସାରିଲା ପରେ ପୁଣି ସେ ତାର ମୃ-ତ୍ୟୁ ହୋଇଥିବା ପରିବାରକୁ ଚାଲି ଯାଇଥାଏ ।
ଆଉ ତାପରେ ସେମାନେ ୧୩ ଦିନ ସେଠାରେ ରହିଥାନ୍ତି । ଯେତେ ପର୍ଯ୍ୟନ୍ତ ତାଙ୍କର ଆତ୍ମାର ସବୁ କାର୍ଯ୍ୟ ନ ସରିଛି । ଆଉ ତାପରେ ସେମାନେ ପୁଣି ଯମଙ୍କ ପାଖକୁ ଆସିଥାନ୍ତି ଆସିଲା ବେଳେ ରାସ୍ତାରେ ଏକ ପୋଖରୀ ପଡ଼ିଥାଏ ।
ଆଉ ସେହି ପୋଖରୀ ପାଖରେ ପିଣ୍ଡ ଦାନ ଦେଇଥିବା ଖାଦ୍ୟକୁ ସେ ଖାଇଥାଏ । ଆଉ ତାପରେ ସେ ଯମଙ୍କ ପାଖରେ ପହଞ୍ଚିଥାଏ । ଆଉ ମଣିଷର କର୍ମ ଅନୁସାରେ ସେ ସ୍ବର୍ଗ ଯିବ ନା ନର୍କ ତାହା ସ୍ଥିର କରାଯାଇଥାଏ ।
ଆଉ ସେ ଖରାପ କାମ କରିଥିଲେ ବା ତାର ପାପ ଅଧିକ ଥିଲେ ସେ ଅନ୍ୟ ଜନ୍ମ ପାଇଥାଏ । କିନ୍ତୁ ପୁଣ୍ୟ କର୍ମ କରିଥିଲେ ସେ ବିମାନରେ ବସି ବିଷ୍ଣୁ ଲୋକ ଯାଇଥାଏ। ଆଉ ସେହି ଆତ୍ମା ଶୁଦ୍ଧ ହୋଇଥାଏ । ଆଉ ତାପରେ ସେ ଆଉ ମଣିଷ ଜନ୍ମ ପାଇନଥାଏ ।