Movie prime

୫୦୦ ବର୍ଷ ପରେ ଅପୂର୍ବ ପଣା ସଂକ୍ରାନ୍ତି ଦେଖନ୍ତୁ ପ୍ରଭୁ ହନୁମାନଙ୍କ କୃପାରୁ ୪ ରାଶି ହେବେ କୋଟିପତି

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବେ ସାରା ଓଡିଶାରେ ବହୁ ଧୁମଧାମରେ ପାଳନ କରାଯାଏ। ଆସନ୍ତା ପଣା ସଂକ୍ରାନ୍ତି ଦିନ ଗ୍ରହମାନଙ୍କ ଚଳନରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି।
ଯାହାଫଳରେ କିଛି ଭାଗ୍ୟଶାଳୀ ରାଶିଙ୍କ ଉପରେ ଗ୍ରହଙ୍କ ଭଲ ପ୍ରଭାବ ପଡିବାକୁ ଯାଉଛି। ଯାହାଫଳରେ ଏହି ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଏହିଦିନ ଠାରୁ ଚମକିବାକୁ ଯାଉଛି। ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ଯାହାଙ୍କ ଭାଗ୍ୟ ପଣା ସଂକ୍ରାନ୍ତି ଠାରୁ ଖୋଲିବାକୁ ଯାଉଛି।
Ff
୧ . ତୁଳା ରାଶି:- ଏହି ରାଶିର ବ୍ୟକ୍ତିଙ୍କୁ ଏହି ପଣା ସଂକ୍ରାନ୍ତି ଠାରୁ ଜୀବନରେ ଅପାର ସଫଳତା ମିଳିବାକୁ ଯାଉଛି। ଘରକୁ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହୋଇପାରେ। ଆପଣ ଏହି ପଣା ସଂକ୍ରାନ୍ତି ଠାରୁ କିଛି ନୂଆକରି ଦେଖାଇ ପାରନ୍ତି। ବେରୋଜଗାର ଯୁବକଙ୍କୁ ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି।
ନୂଆ କାର୍ଯ୍ୟରେ ଆସୁଥିବା ବିଘ୍ନ ଏବେ ଦୂର ହେବାକୁ ଯାଉଛି। ଆପଣଙ୍କୁ ସାମାଜିକ କାର୍ଯ୍ୟ କରିବାର ଅବସର ପ୍ରାପ୍ତ ହେବ। ଆପଣଙ୍କର କୌଣସି ପୁରୁଣା ଧନ ମିଳିବାର ସମ୍ଭାବନା ରହିଛି। ପରିବାରରେ ସୁଖ ଶାନ୍ତି ସହିତ ଧନ ରୋଜଗାରର ନୂଆ ନୂଆ ଅବସର ପ୍ରାପ୍ତ ହେବ।
୨ . ବୃଷ ରାଶି:- ଏହି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ଲାଭ ମିଳିବା ସହିତ ବ୍ୟାପାରରେ ଉନ୍ନତି ହେବ। ଘର ପରିବାରରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଦେଖା ଦେବ। ଆପଣଙ୍କ ଜୀବନରେ ଆସିବାକୁ ଥିବା ସବୁ ପ୍ରକାରର ଦୁଃଖ କଷ୍ଟର ଅନ୍ତ ଘଟିବାକୁ ଯାଉଛି। ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ପଣା ସଂକ୍ରାନ୍ତି ପରର ସମୟ ଅତ୍ୟନ୍ତ ଶୁଭ ରହିବ। ଏମାନଙ୍କ ପ୍ରେମ ଜୀବନରେ ମଧ୍ୟ ଖୁସିର ମାହୋଲ ଲାଗି ରହିବ।
Hy
୩ . ସିଂହ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଶ୍ରୀହନୁମାନ ଏବଂ ମାତା ଲକ୍ଷ୍ମୀଙ୍କର ଅପାର କୃପା ବର୍ଷା ହେବାକୁ ଯାଉଛି। ଜୀବନରେ ବହୁତ ବଡ଼ ସଫଳତା ମିଳିବାର ଯୋଗ ରହିଛି। ଆପଣଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ।
ଆପଣ ମାନେ ଦିନ ରାତି ପରିଶ୍ରମ କରି ଉନ୍ନତି କରିବା ସହିତ। ଗୋଟିଏ ନୂଆ ପରିଚୟ ସୃଷ୍ଟି କରି ପାରନ୍ତି। ଆପଣ ମାନେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ନିର୍ଣ୍ଣୟ ନେବାରେ ସଫଳ ହେବେ।
୪ . କନ୍ୟା ରାଶି:- ପଣା ସଂକ୍ରାନ୍ତି ପରଠାରୁ ଏହି ରାଶିର ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି। ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବ। ଯାହାଦ୍ୱାରା ସାମାଜିକ ପ୍ରତିଷ୍ଠା କ୍ଷେତ୍ରରେ ଆପଣଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ।
ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ହେବାର ପୁରା ସମ୍ଭାବନା ରହିଛି। ଚାକିରୀ କ୍ଷେତ୍ରରେ ଉନ୍ନତିର ବଡ଼ ଖୁସି ଖବର ଆପଣ ମାନଙ୍କୁ ମିଳିବାକୁ ଯାଉଛି। ଧନ ବୃଦ୍ଧି ସହିତ ଚାକିରୀରେ ପ୍ରମୋଶନ ମିଳିବାକୁ ଯାଉଛି।
୫ . ମେଷ ରାଶି:- ଶ୍ରୀହନୁମାନଙ୍କ କୃପା କାରଣରୁ ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସି ଆସିବାକୁ ଯାଉଛି। ଆପଣ ମାନେ କଠିନରୁ ଅତି କଠିନ କାର୍ଯ୍ୟକୁ ମଧ୍ୟ ଅତି ସହଜରେ କରି ଆଗକୁ ଉନ୍ନତି କରିବେ। ପରିଶ୍ରମ ଏବଂ ଶ୍ରମିକ କାର୍ଯ୍ୟ କରୁଥିବା ଲୋକଙ୍କୁ ଏହି ପଣା ସଂକ୍ରାନ୍ତି ଠାରୁ ଲାଭ ମିଳିବାକୁ ଯାଉଛି।
ପରିବାରରେ ବର୍ତ୍ତମାନ ଖୁସି ବଜାୟ ରହିବ। ପରବର୍ତ୍ତୀ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଶ୍ରୀହନୁମାନ ଏବଂ ମାତା ଲକ୍ଷ୍ମୀଙ୍କ ନାମ ନେଇ କରାଯାଇଥିବା ସବୁ କାମ ଆପଣଙ୍କୁ ସଫଳତା ଆଣିଦେବ।
୬ . କୁମ୍ଭ ରାଶି:- ବ୍ୟାପାର ବାଣିଜ୍ୟ କରୁଥିବା ଲୋକଙ୍କୁ ପଣା ସଂକ୍ରାନ୍ତି ଠାରୁ ଅଧିକରୁ ଅଧିକ ଲାଭ ହେବ। ଆପଣଙ୍କ ସଫଳତାକୁ ଦେଖି ଆପଣଙ୍କ ଶତ୍ରୁ ବର୍ତ୍ତମାନ ଅଧିକ ଉଗ୍ର ହୋଇ ଉଠିବେ ଏବଂ କ୍ଷତି କରିବାକୁ ଚେଷ୍ଟା କରିବେ। କିନ୍ତୁ ଆପଣ ଭୟଭୀତ ହେବାର ଆବଶ୍ୟକତା ନାହିଁ। କାରଣ ଶତ୍ରୁ ମାନେ ସେମାନଙ୍କ ଚେଷ୍ଟାରେ ବିଫଳ ହେବେ। ବିଦ୍ୟାର୍ଥୀଙ୍କୁ ସେମାନଙ୍କ ଗୁରୁଜନଙ୍କ ଠାରୁ କୌଣସି ବଡ଼ ସମ୍ମାନ ମିଳିପାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.