Movie prime

ହନୁମାନ ଚାଳିଶା ପଢ଼ିବା ପରେ ମିଳୁନି ଲାଭ !! କରନ୍ତୁ କେବଳ ଏହି ଗୋଟିଏ ଉପାୟ ଆଉ ଦେଖନ୍ତୁ ଚମତ୍କାର

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତି ମଙ୍ଗଳବାର ଏବଂ ଶନିବାର ଭକ୍ତ ହନୁମାନ ମନ୍ଦିରରେ ଭିଡ଼ ଜମାଇଥାନ୍ତି। ଅନେକ ଲୋକ ହନୁମାନ ଚାଳିଶା ପ୍ରତିଦିନ ପାଠ କରିଥାନ୍ତି। ହେଲେ କ'ଣ ଆପଣ ଜାଣନ୍ତି ଯେ ହନୁମାନ ଚାଳିଶା ପଢିବା ପାଇଁ କିଛି ନିୟମ ମଧ୍ୟ ରହିଛି।
ଯଦି ଆପଣ ଏହି ନିୟମ ପାଳନ କରନ୍ତି ନାହିଁ ତାହେଲେ ବଜରଙ୍ଗ ବଲୀ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି। ହନୁମାନ ଚାଳିଶା ପଢିବା ପାଇଁ ରହିଥିବା ନିୟମ ସମ୍ପର୍କରେ ନିମ୍ନରେ ଜାଣନ୍ତୁ। 
Hh
ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ହନୁମାନ ଚାଳିଶା ପାଠ କରାଯିବା ଆବଶ୍ୟକ। ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ୍। ଯଦି ବ୍ରହ୍ମ ମୂହୁର୍ତ୍ତରେ ହନୁମାନ ଚାଳିଶା ପାଠ କରାଯାଏ,
ତାହେଲେ ଶୁଭ ଫଳାଫଳ ପ୍ରାପ୍ତ ହୋଇଥାଏ। ଆପଣଙ୍କ ଭକ୍ତି ଅନୁଯାୟୀ ଆପଣ ହନୁମାନ ଚାଳିଶା ପାଠ ୭, ୧୧, ୨୧, ୪୦ ଏବଂ ୧୦୮ ଥର କରିପାରିବେ। ମଙ୍ଗଳବାର ହନୁମାନ ଚାଲିଶା ପାଠ କରିବା ଆରମ୍ଭ କରିବା ଅତ୍ୟନ୍ତ ଶୁଭ।
ହନୁମାନ ଚାଳିଶା ନିୟମିତ ପାଠ କରିବା ଆତ୍ମବିଶ୍ୱାସ ବଢିଥାଏ। ନକାରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନୂତନ ଶକ୍ତି ସଞ୍ଚାର ହୋଇଥାଏ। ଭୟ, ବିଶୃଙ୍ଖଳା ଏବଂ ଡର ଦୂର ହୋଇଥାଏ।
Gh
ଆର୍ଥିକ, ଶାରୀରିକ ଏବଂ ମାନସିକ ସମସ୍ୟାର ସମାଧାନ ହୋଇଥାଏ। ସୁଖ ଏବଂ ସମୃଦ୍ଧତା ହାସଲ ହୁଏ। ମୁହଁରେ ସବୁବେଳେ ତେଜ ରହିଥାଏ ଏବଂ ଘରକୁ ଶାନ୍ତି ଆସିଥାଏ। ହନୁମାନ ଚାଳିଶା ପାଠ କରିବା ପୂର୍ବରୁ ବଜରଙ୍ଗ ବଲୀର ଫଟୋ ଏକ ଲାଲ କପଡ଼ା ମଧ୍ୟରେ ରଖନ୍ତୁ। 
ଏହା ପରେ ଗାଈ ଘିଅରେ ଏକ ଦୀପ ଜାଳନ୍ତୁ। ହନୁମାନ ଚାଳିଶା ପାଠ କରିବା ବେଳେ, ଏକ ଲାଲ୍ ଆସନ ଉପରେ ବସନ୍ତୁ। ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ। ଏକ ସୁସ୍ଥ ପରିବେଶରେ ଏବଂ ଶାନ୍ତ ମନ ସହିତ ହନୁମାନ ଚାଲିଶା ପଢନ୍ତୁ।
ହନୁମାନ ଚାଳିଶା ପାଠ ଶେଷ କରିବା ପୂର୍ବରୁ, ବୁନ୍ଦି ଲଡୁର ଭୋଗ ଚଢାନ୍ତୁ। ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ମଙ୍ଗଳଦୋଷ ଭଳି ଅନେକ ସମସ୍ୟା ଦୂର ହୋଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.