Movie prime

ଏବେଠୁ ତ ଏମିତି ଆଗକୁ କଣ ସବୁ ହେବ ଅ-ଘଟଣ ସତ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ - ମଣିଷ ମାଂ-ସ ମଣିଷ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ କୁନି ପ୍ରବଚକ କେଶବ ଦାସ ଯୁତି କୃଷ୍ଣ ଙ୍କ ସମ୍ପର୍କରେ ନିଶ୍ଚିତ ଭାବରେ ଜାଣି ଥିବେ। ସେ ଏତେ ଛୋଟ ବୟସରୁ ହିଁ ଏତେ ଜ୍ଞାନ ଅର୍ଜନ କରିଛନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ।
Special Report
ଆଜି ଆମେ ଆପଣଙ୍କୁ କୁନି ପ୍ରଵଚକ ଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ପର୍କରେ କହିବାକୁ ଯାଉଛୁ। ଯାହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତାଙ୍କ ପ୍ରବଚନ କୁ ମଧ୍ୟ ଓଡ଼ିଶାବାସୀ ଖୁବ୍ ପ୍ରଶଂସା କରନ୍ତି।
ସେ ଏବେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ମାଲିକା ରେ ଅନେକ ଭବିଷ୍ୟତ ବାଣୀ ସମ୍ପର୍କରେ କୁହାଯାଇ ଅଛି। ବର୍ତ୍ତମାନ ସମୟରେ ମଧ୍ୟ ଶ୍ରୀ ଅଚ୍ୟୁତ ନନ୍ଦ ଦାସ ଙ୍କ ମାଳିକା ର ବେଶ ଆବଶ୍ୟକତା ମଧ୍ୟ ରହିଛି।
Special Report
ମାଳିକା ସମ୍ପର୍କରେ ପ୍ରାୟତଃ ସମୟରେ ଶ୍ରୀଯୁକ୍ତ ପ୍ରମୋଦ ପୃଷ୍ଠି ଅନେକ ପ୍ରମାଣ ଦେଇ ଥାଆନ୍ତି। ଆଉ ଏହି ସାକ୍ଷାତକାର ରେ ଦୁହେଁ ଏକାଠି ହୋଇ ମାଳିକା ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ମଧ୍ଯ ସତସଙ୍ଗ କୁ ଏକ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରିଥିଲେ। ଆପଣ ମାନେ ଜାଣିଥିବେ କି ମାଳିକା ରେ ଏଭଳି ଅନେକ ତଥ୍ୟ ରହିଛି ଯାହାକୁ କି କେବଳ ଓଡ଼ିଶା ନୁହେଁ
Special Report
 ବରଂ ସାରା ଭାରତବାସୀ ମଧ୍ୟ ଧୀରେ ଧୀରେ ଏହାକୁ ବିଶ୍ବାସ କରିବାକୁ ଲାଗି ଗଲେଣି। ଦିନକୁ ଦିନ ମଧ୍ୟ ଏହି ମାଳିକା ବଚନ ସତ୍ୟ ପ୍ରତିତ ହେବାରେ ଲାଗିଛି। ଆଉ ଏଥିପାଇଁ ଏବେ ଲୋକମାନେ ଖୁବ୍ ଚିନ୍ତିତ ମଧ୍ଯ ହୋଇ ପଡିଲେଣି।
ଆଉ ମାଳିକା ରେ ଏହା ମଧ୍ଯ ଉଲ୍ଲେଖ ରହିଛି କି ୨୦୨୩ ମସିହା ପରେ ମଣିଷ ମାନେ ସମସ୍ତେ ପୋକ ମାଛି ଭଳି ହିଁ ମରିଯିବେ। ଖୁବ କମ ଲୋକ ଜୀବିତ ରହିବେ ଆଉ ମଣିଷ ମଧ୍ୟ ଏତେ ତଳକୁ ଖସିଯିବ କି ସେ ମଣିଷର ମାଂସ କୁ ସେବନ କରିବା।
ଏହା ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ ଅଟେ। କାରଣ ଏକଥା ଜଣା ପଡିବା ପରେ ଏହା ସ୍ପଷ୍ଟ ହୋଇ ଯାଇଛି କି ଆଗକୁ ସ୍ଥିତି ଖୁବ ଭୟଙ୍କର ହୋଇ ଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.