Movie prime

ସାବଧାନ : ଆଜି ରାତି ୯ଟା ରେ ଦେଖା ଯିବ ପୌଷ ପୂର୍ଣ୍ଣିମା ର ଚନ୍ଦ୍ର, ଚାରୋଟି ରାଶି କୋଟିପତି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା।ଏହାକୁ ପୌଷ ପୂର୍ଣ୍ଣିମା ରୂପେ ମଧ୍ୟ ଜଣା ଯାଏ।ବର୍ଷ ର ପ୍ରଥମ ପୂର୍ଣ୍ଣିମା କୁ ସମସ୍ତେ ଖୁବ୍ ଧୁମଧାମରେ ପାଳନ କରନ୍ତି।ତେବେ ଆଜି ଠାରୁ ପାଞ୍ଚଟି ରାଶି ର ଭାଗ୍ୟ ଚମକି ବାକୁ ଯାଉଛି।ମା ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀ ବଜରଙ୍ଗବାଲି ଙ୍କ କୃପା ଏହି ପାଞ୍ଚଟି ରାଶି ଉପରେ ରହିବାକୁ ଯାଉଛୁ।
Special report
ଏମାନଙ୍କ ଜୀବନ ରେ ଉନ୍ନତି ଦେଖା ଦେବ।ବିବାହ କରିବାକୁ ଇଛା କରୁଥିବା ବ୍ୟକ୍ତି ମାନେ ଏହି ସମୟ ରେ ବିବାହ କରି ପାରିବେ।ଏହା ଆପଣ ମାନଙ୍କ ପାଇଁ ଶୁଭଙ୍କର ହେବ।ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ରାଶି ଙ୍କ ବିଷୟ ରେ।
ପ୍ରଥମ ରାଶି ଟି ହେଉଚି ତୁଳା ରାଶି।ଏହି ରାଶି ର ଯୁବକ ଓ ଯୁବତୀ ମାନଙ୍କ ପାଇଁ ଏହି ବର୍ଷ ଖୁବ୍ ଆନନ୍ଦ ରେ କଟିବ।ବେରୋଜଗାରି ଯୁବକ ମାନଙ୍କ ପାଇଁ ଚାକିରି ମିଳିଯିବ।ପରିବାର ରେ ସୁଖ ଶାନ୍ତି ଖେଳି ଯିବ।ଏହି ସମୟ ମଧ୍ୟରେ ଆପଣ ଯାହା କିଛି କରିବା ପାଇଁ ଚାହୁଁ ଥିବେ ତାହା ପୂର୍ଣ୍ଣ ହେବ।
ନୂଆ କାର୍ଯ୍ୟ କରିବାର ଯୋଗ ବନୁ ଅଛି।ସମାଜ ର ଉନ୍ନତି ପାଇଁ ଆପଣ କୌଣସି ସାମାଜିକ ସଂସ୍ଥା ରେ ଯୋଗ ଦେବେ।ଦ୍ୱିତୀୟ ରେ ଆସୁଛି ବୃଷ ରାଶି।ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ୨୦୨୪ ମସିହା ଅତ୍ୟନ୍ତ ଶୁଭଙ୍କର ହେବ।ବିବାହ କରିବାକୁ ଚାହୁଁ ଥିଲେ ଏହି ସମୟ ଆପଣ ଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ।
Special report
ଘରର ଖରାପ ପରିସ୍ଥିତି ଦୂର ହେବ।ଆର୍ଥିକ କ୍ଷେତ୍ର ରେ ବହୁତ ଉନ୍ନତି ହେବ।ଆପଣ ଙ୍କ ଆଗାମୀ ସମୟ ବହୁତ ଶୁଭ ରହିବ।ଚାକିରି ଆପଣ ଙ୍କୁ ମିଳିଯିବ।ବ୍ୟାପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ବହୁତ ଲାଭ ବାନ ହେବେ।ଏହା ପରେ ତୃତୀୟ ରାଶି ଟି ହେଉଚି ସିଂହ ରାଶି।
ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା କରିବାକୁ ଯାଉଛନ୍ତି।ପ୍ରଭୁ ଙ୍କ କୃପା ରୁ ସେମାନେ ଏହି ବର୍ଷ ଖୁବ୍ ହସ ଖୁସି ରେ ବିତାଇବେ।ଆପଣ ଙ୍କ ଜୀବନ ରେ ସଫଳତା ଆସିବାକୁ ଯାଉଛି।ଦିନ ରାତି ପରିଶ୍ରମ କରି ନିଜର ଗୋଟିଏ ନୂଆ ପରିଚୟ ସୃଷ୍ଟି କରିବେ।
ଚତୁର୍ଥ ଭାଗ୍ୟଶାଳୀ ରାଶି ଟି ହେଉଚି କନ୍ୟା ରାଶି।ଏହି ବର୍ଷ ଆପଣ ମାନେ ବହୁତ ଖୁସି ରହିବେ।ଧନ ର ଆଗମନ ହେବ।ଉନ୍ନତି ର ଚରମ ସୀମା ରେ ପହଞ୍ଚିବେ।ଚାକିରି କ୍ଷେତ୍ର ରେ ଉନ୍ନତି ହେବ।
ପଞ୍ଚମ ଭାଗ୍ୟ ଶାଳୀ ରାଶି ହେଉଚି କୁମ୍ଭ ରାଶି।ଏମାନେ ଏହି ବର୍ଷ ଅଧିକ ସଫଳତା ପାଇବେ।ଆପଣ ଙ୍କ ସଫଳତା କୁ ଦେଖି ଶତ୍ରୁ ମାନେ ଅଧିକ ଉଗ୍ର ହୋଇ ଯିବେ।ଆପଣ ଙ୍କ ଉପରେ ମା ଲକ୍ଷ୍ମୀ କୃପା ବର୍ଷା କରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.