Movie prime

ଆଖି ବନ୍ଦ କରି ରଖନ୍ତୁ ଗୋଟିଏ ନମ୍ବର ଉପରେ ହାତ ପ୍ରଭୁ ହନୁମାନ ଦେବେ ଆପଣଙ୍କ ପ୍ରଶ୍ନର ଉତ୍ତର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହନୁମାନଙ୍କୁ ହିନ୍ଦୁ ଶାସ୍ତ୍ରରେ ଜଣେ ପ୍ରଭାବଶାଳୀ ଦେବତା ରୂପେ ବିବେଚିତ କରାଯାଏ। ସିଏ ସବୁ ପ୍ରକାର ସଙ୍କଟରୁ ଉଦ୍ଧାର କରନ୍ତି ବୋଲି ତାଙ୍କୁ ସଙ୍କଟ ମୋଚନ ହନୁମାନ ମଧ୍ୟ କୁହାଯାଏ।
ରାମାୟଣରେ ଉଲ୍ଲେଖ ନିଜର ପରାକ୍ରମ ଯୋଗୁଁ କେହି ତାଙ୍କୁ ମହାବୀର ବଜରଙ୍ଗ ବାଲି ବୋଲି ସ୍ମରଣ କରନ୍ତି। ଯେଉଁମାନେ ଜନ୍ମରୁହିଁ ପ୍ରଭୁ ହନୁମାନଙ୍କ ଆଶ୍ରିବାଦ ନେଇପାରନ୍ତି ଯାହାର ପ୍ରତିଟି କାର୍ଯ୍ୟରେ ପ୍ରଭୁ ହନୁମାନଙ୍କର ଆଶ୍ରିବାଦ ପ୍ରାପ୍ତି ହୋଇଥାଏ। ଯାହାର ସମସ୍ତ ପ୍ରକାର କାର୍ଯ୍ୟରେ ସଫଳ ହୋଇଥାଏ। 
Special Report
୧- ଯଦି ଆପଣ ୧ ସଂଖ୍ୟା କୁ ବାଛନ୍ତୁ ତେବେ ଆପଣ ଜଣେ ସ୍ୱତନ୍ତ୍ରତା ବ୍ୟକ୍ତି ଅଟନ୍ତି , ଆପଣଙ୍କୁ ଅନ୍ୟ କାହା ପାଇଁ କାର୍ଯ୍ୟ କରିବା ପାଇଁ ପସନ୍ଦ କରନ୍ତି ନାହିଁ।
ଆପଣ ନିଜ ମନ ମୁତାବକ ସବୁ କାମ କରିବା ପାଇଁ ଚାହାନ୍ତି ଏବଂ ଜୀବନର ସବୁ ନିଷ୍ପତି ଭାବି ଚିନ୍ତି କରନ୍ତି। ଆପଣ ନିଜ କଥାରେ ସମସ୍ତଙ୍କୁ ପ୍ରଥମ ଦେଖାରେ ହିଁ ଆକୃଷ୍ଟ କରିଦିଅନ୍ତି। ଅନ୍ୟକୁ ସାହାଯ୍ୟ କରିବା ପାଇଁ ସବୁବେଳେ ତତ୍ପର ହୋଇରହିଥାଆନ୍ତି।
୨- ୨ ସଂଖ୍ୟା କୁ ପସନ୍ଦ କରିଥିବା ବ୍ୟକ୍ତି ଆପଣ ସବୁ ବେଳେ ନିଜ ଭିତରେ ମଜିଥାଆନ୍ତି ଓ କିଛି ଚିନ୍ତାରେ ଥାଆନ୍ତି , ଆପଣ ନିଜ କାମ ଛଡା ଅନ୍ୟ କୌଣସି କାମ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଆପଣଙ୍କୁ କାହା ବିରୁଦ୍ଧରେ କିଛିବି କହିବାକୁ ପସନ୍ଦ କରନ୍ତି ନାହିଁ।
Special Report
ଆପଣ ବହୁତ ହୃଦୟବାନ ବ୍ୟକ୍ତି ଅଟନ୍ତି ସବୁ ବେଳେ ଅନକୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ଆପଣଙ୍କର ଏହି ସ୍ଵଭାଵ କାରଣରୁ ଆପଣଙ୍କୁ ସମସ୍ତେ ଗର୍ବୀ ବୋଲି ଭାବିଥାନ୍ତି କିନ୍ତୁ ଆପଣ ବହୁତ ଭଲ ବ୍ୟକ୍ତି ଅଟନ୍ତି।
୩- ୩ ସଂଖ୍ୟା କୁ ପସନ୍ଦ କରିଥିବା ବ୍ୟକ୍ତି ଆପଣ ବହୁତ ନିର୍ମଳ ହୃଦୟ ଵାଲା ବ୍ୟକ୍ତି ଅଟନ୍ତି। ଆପଣ ସବୁବେଳେ ସତ କୁହନ୍ତି , ଆପଣଙ୍କ ମନରେ ଯାହା ଥାଏ ତାକୁ ହିଁ କୁହନ୍ତି ଆପଣ କାହାକୁ ଧୋକା ଦିଅନ୍ତି ନାହିଁ।
ଆପଣଙ୍କ ଏହି ସ୍ଵଭାଵ ଆପଣଙ୍କ ସାଙ୍ଗ ସାଥି ସମ୍ପର୍କୀୟଙ୍କୁ ଭଲ ଲାଗେନି। ଆପଣ ସବୁ କଥା କାହାକୁ ଭଲ ଲାଗୁ ବା ନଲାଗୁ କିନ୍ତୁ ଆପ କହିଦିଅନ୍ତି ତଥାପି ଆପଣଙ୍କୁ ବହୁତ ଲୋକ ପସନ୍ଦ କରନ୍ତି। ଆପଣଙ୍କର ଏହି ଗୁଣ ପାଇଁ ସମସ୍ତେ ଆପଣଙ୍କୁ ବହୁତ ଭଲ ପାଆନ୍ତି।
୪- ୪ ସଂଖ୍ୟା କୁ ପସନ୍ଦ କରିଥିବା ବ୍ୟକ୍ତି ଆପଣ ସବୁ କଥାକୁ ବୁଲେଇ ବଙ୍କେଇ କହନ୍ତି ନାହିଁ। ଆପଣ ସବୁକଥା ରୋକ ଠୋକ କହନ୍ତି ଏହା କାହାକୁ ପସନ୍ଦ ହେଉ କି ନହେଉ।
ଆପଣ ବହୁତ ଖୁଶ ମିଯାଜ ର ଲୋକ ଅଟନ୍ତି। ଆପଣ ଏହି କାରଣରୁ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଆନ୍ତି ଓ ବହୁତ ଲୋକ ଆପଣଙ୍କର ଏହି ବ୍ୟକ୍ତିତ୍ୱ ପାଇଁ ଆପଣଙ୍କୁ ପସନ୍ଦ କରନ୍ତି।
୫- ୫ ସଂଖ୍ୟା କୁ ପସନ୍ଦ କରିଥିବା ବ୍ୟକ୍ତି
ଆପଣ ବହୁତ ଯୋଶୀଲା ସ୍ୱଭାବର ଵ୍ୟକ୍ତି ଅଟନ୍ତି। ଆପଣ ଆପଣଙ୍କର ସବୁ କାର୍ଯ୍ୟକୁ ପୁରା ଜୋସ ରେ କରନ୍ତି ଏଥିପାଇଁ ଆପଣ କେବେ ବୋର ଅନୁଭଵ କରନ୍ତି ନାହିଁ କି ଅନ୍ୟକୁ ବୋର କରନ୍ତି ନାହିଁ।
Special Report
ଆପଣ ସବୁବେଳେ ଖୁସିରେ ରହନ୍ତି ଆପଣ ବହୁତ ଛୋଟ ବୟସରୁ ହିଁ ପରିଶ୍ରମ କରିଥାନ୍ତି ଓ ଆପଣ ବହୁତ ଲକ୍ଜୋରିୟସ ଜୀବନ ବିତେଇବାକୁ ପସନ୍ଦ କରନ୍ତି। ଆପଣଙ୍କର ଏହି ବ୍ୟକ୍ତିତ୍ୱ ପାଇଁ ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ।
୬- ୬ ସଂଖ୍ୟା କୁ ପସନ୍ଦ କରିଥିବା ବ୍ୟକ୍ତି ଆପଣ ବହୁତ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ଆପାଣ ନିଜକୁ ସବୁ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ କରିଦେଇଥାନ୍ତି। ଆପଣ ଖୁସି ସମୟରେ ଖୁସି ଓ ଦୁଖ ସମୟରେ ନିଜକୁ ସେହି ପରିସ୍ଥିତି ଅନୁସାରେ ନିୟନ୍ତ୍ରଣ କରିଥାନ୍ତି। ଆପଣ ନିଜ ପରିବାରକୁ ସବୁବେଳେ ଖୁସିରେ ରଖିବାକୁ ଚାହାନ୍ତି। ଏଥିପାଇଁ ଆପଣମାନେ ନିଜ ଜୀବନରେ ବହୁତ ଉର୍ଣ୍ଣତି କରିଥାନ୍ତି।
୭- ସତ ସଂଖ୍ୟାକୁ ପସନ୍ଦ କରିଥିବା ବ୍ୟକ୍ତି ଆପଣ ଉନ୍ନତି ପରିବର୍ତ୍ତେ ଆପଣ ବହୁ ଅବନ୍ନତି ରେ ଗତି କରୁଛନ୍ତି। ଅର୍ଥ ହାନୀ, ସହିତ ଅନେକ ପୀଡା ପାଉଛନ୍ତି ତେଣୁ ଆପଣ ବ୍ରାହ୍ମଣଙ୍କୁ ଭୋଜ ଦିଅନ୍ତୁ ଏହା ସହିତ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଏହା ଦ୍ଵାରା ଭଲ ସମୟ ଆସିବ।
୮- ଆଠ ସଂଖ୍ୟାକୁ ପସନ୍ଦ କରିଥିବା ବ୍ୟକ୍ତି ଆପଣଙ୍କର ସମସ୍ତ ବ୍ଯାକୁଳତା ଦୂର ହେବ, ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ, ରୋଗ ରେ ପଡି ଅର୍ଥ ବ୍ୟୟ କରିଥିଲେ କିନ୍ତୁ ଏହା ଦୂର ହେବ, ଭଗବାନଙ୍କ ପୂଜା କରନ୍ତୁ ଓ ପିତାଙ୍କ ସେବା ମଧ୍ୟ କରନ୍ତୁ। ଶତ୍ରୁ ମାନେ ପରାଜୟ କରିବେ।
୯- ନଅ ସଂଖ୍ୟାକୁ ପସନ୍ଦ କରିଥିବା ବ୍ୟକ୍ତି ମନରେ ଥିବା ଦୁଶ୍ଚିନ୍ତାଙ୍କୁ ଦୂର କରନ୍ତୁ। ପାରିବାରିକ ସୁଖ ଶାନ୍ତି ଭୋଗ କରିବେ ଆଉ ଶତ୍ରୁ ପରାଜୟ ହେବେ। ତେବେ ହନୁମାନଙ୍କ କୃପା ଆପଣଙ୍କ ପ୍ରତି ରହିଛି । ପର ନିନ୍ଦା ଠାରୁ ଦୂରେଇ ଯାଆନ୍ତୁ ।