Movie prime

ପ୍ରବଳ ବନ୍ୟା ରେ ଭାସି ଭାସି ଯାଇଛନ୍ତି ଅନନ୍ତ ଶୟନ ରେ ଥିବା ଶ୍ରୀ ବିଷ୍ଣୁ ଙ୍କ ପ୍ରତିମା, ଦେଖନ୍ତୁ ଅଲୌକିକ ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ବର୍ଷା ଲଗାତାର ଲାଗି ରହିଛି। ଯାହା ଫଳରେ କି ପାଣି ଚାରିଆଡ଼େ ଖୁବ୍ ବ୍ୟାପିବାରେ ଲାଗିଛି ଏବଂ ନଦୀ ମାନଙ୍କ ଜଳ ସ୍ତର ମଧ୍ୟ ବଢ଼ିବାକୁ ଲାଗିଛି।
Special report
ଆପଣ ମାନେ ଜାଣିଥିବେ କି ଏହି ଜଳସ୍ତର ବଢିବା ପରେ ବନ୍ୟା ସୃଷ୍ଟି ହୋଇଥାଏ। ଆଉ ଏହି ବନ୍ୟା ଜନିତ ଅନେକ ଭିଡିଓ ମଧ୍ଯ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହୋଇଥାଏ।
ଆମେ ଏବେ ଆପଣଙ୍କୁ ସେଭଳି ଏକ ଭାଇରାଲ୍ ଭିଡିଓ ଦେଖାଇବାକୁ ଯାଉଛୁ ଯାହାକି କୌଣସି ଐଶୋରିକ ଲୀଳା ଠାରୁ କମ୍ ନୁହେଁ। ଲଗାତାର ବର୍ଷା ଯୋଗୁଁ ବର୍ତ୍ତମାନ୍ ସବୁ ନଦୀ ମାନଙ୍କ ଜଳସ୍ତର ବଢିବାରେ ଲାଗିଛି।
Special report
ଆଉ ଏଥି ମଧ୍ୟରେ ବ୍ରହ୍ମପୁତ୍ର ନଦୀର ଜଳ ସ୍ତର ମଧ୍ଯ ସଂପୂର୍ଣ୍ଣ ଭାବରେ ବଢ଼ି ଯାଇଛି। ଆଉ ଏହି ସମୟରେ ଏଭଳି ଏକ ଦୃଶ୍ୟ ଖୁବ ଭାଇରାଲ୍ ହେଉଛି ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ବ୍ରହ୍ମପୁର ନଦୀରେ ସାକ୍ଷାତ୍ ବିଷ୍ଣୁ ଙ୍କୁ ଦେଖିବାକୁ ମିଳିଛି।
Special report
ସେ ଦୃଶ୍ୟ ମଧ୍ୟ ଥିଲା ଅତ୍ୟନ୍ତ ନିଆରା। କାରଣ ସେଠାରେ ମହାପ୍ରଭୁ ବିଷ୍ଣୁ ଙ୍କୁ ଅନନ୍ତ ଶୟନରେ ଦେଖିବାକୁ ମିଳିଥିଲା। ବିଷ୍ଣୁ ଙ୍କ ସେହି ମୂର୍ତ୍ତି ମଧ୍ୟ ବ୍ରହ୍ମପୁତ୍ର ନଦୀ ଜଳ ରେ ଭାସମାନ ଅବସ୍ଥାରେ ନଜର ଆସିଛନ୍ତି।
ଯାହାକୁ ଦେଖିବା ପରେ ମଧ୍ୟ ଲୋକ ମାନେ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଆଉ ଏହାକୁ ଶ୍ରୀ ବିଷ୍ଣୁ ଙ୍କ ଅପାର ଲୀଳା ବୋଲି କହିଛନ୍ତି। ସେଠାରେ ଏହି ଦୃଶ୍ୟ ଦେଖିବା ପାଇଁ ମଧ୍ଯ ଅନେକ ଲୋକ ମାନଙ୍କ ଭିଡ଼ ଲାଗିଛି।
Special report
ଏବେ ସୋସିଆଲ ମିଡ଼ିଆରେ ଏହି ଦୃଶ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ମାନେ ମଧ୍ୟ ଦେଖି ସାରିଲେଣି ଆଉ ସେମାନେ ଏହି ଭିଡିଓ ଦେଖି ଖୁବ ଆନନ୍ଦିତ ମଧ୍ୟ ହେଉଛନ୍ତି।
ଏହି ଭିଡିଓ ଟି ଏବେ ଜଣକ ଫୋନ୍ ରୁ ଅନ୍ୟ ଜଣଙ୍କ ଫୋନ କୁ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଭିଡିଓ ଦେଖୁ ଥିବା ଅନନ୍ତ ଶୟନ ସୋଇଥିବା ଶ୍ରୀ ବିଷ୍ଣୁ ଙ୍କ ମନରେ କେଉଁ ଭାବନା ଜାତ ହେଉଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.