Movie prime

ପୁଣି ଶ୍ରୀମନ୍ଦିରରେ ଅଣହିନ୍ଦୁ ବିବାଦ ଦେଖନ୍ତୁ କାହାକୁ କିଛି ନକହି ଧସେଇ ପଶିଲେ ମନ୍ଦିର ଭିତରେ - Exclusive

 
Hjjj
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ପୁରୀ ଶ୍ରୀମନ୍ଦିର ବିଷୟରେ କିଛି କଥା ।
ପୁରୀ ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ କରିଛନ୍ତି ବୋଲି ଖବର ଆସିଛି । ୯ ଜଣ ଅଣ ହିନ୍ଦୁ ପ୍ରବେଶ କରିଛନ୍ତି । ଏହି ୯ ଜଣଙ୍କ ମଧ୍ୟରୁ ଚାରିଜଣ ମନ୍ଦିର ଭିତରକୁ ଯାଇଥିଲେ । ଆଉ ୫ ଜଣ ବାହାରେ ଛିଡ଼ା ହୋଇଥିଲେ । 
Hjj
ସବୁଠାରୁ ବଡ ଖବର ହେଉଛି କି ପୁରୀ ଶ୍ରୀମନ୍ଦିର ଭିତରେ ଅଣ ହିନ୍ଦୁ ବା ବିଦେଶୀ ଲୋକ ପ୍ରବେଶ କରିଛନ୍ତି । ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅଭିଯୋଗରେ ୯ ଜଣଙ୍କୁ ଏବେ ଅଟକ ରଖିଛି ପୋଲିସ୍ ।
ଆଉ ପୋଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ ମଧ୍ୟ କରୁଛି । ଅଟକ ଥିବା ୯ ଜଣଙ୍କ ପାଖରୁ ବଙ୍ଗଳାଦେଶର ପାସପୋର୍ଟ ମିଳିଛି । ପାସପୋର୍ଟ ଆଉ ଅନ୍ୟାନ୍ୟ ତଥ୍ୟ ଅନୁସାରେ ଏହି ନାଗରିକମାନେ ଅଣ ହିନ୍ଦୁ ବୋଲି ଜଣାପଡିଛି । 
Hj
ସେମାନେ ବଙ୍ଗଳାଦେଶର ବୋଲି ଜଣାପଡିଛି । ସିଂହଦ୍ଵାର ଥାନା ପୋଲିସ ଏହି ଅଣ ହିନ୍ଦୁ ରହୁଥିବା ହୋଟେଲ ଯାଞ୍ଚ କରୁଛି । ଶ୍ରୀମନ୍ଦିରରେ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଛି । ଏହି ଅଣ ହିନ୍ଦୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ନେଇ ଏବେ ଅନେକ କଥା ଆସୁଛି ।
ଏହି ଖବର ଜଣାପଡ଼ିବା ପରେ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହେଉଛି । ଏବେ ଏହି ବଙ୍ଗଳାଦେଶ ଯୁବକ ମନ୍ଦିର ଭିତରକୁ ପଶି ଆସିବା ନେଇ ସବୁଠି ଚର୍ଚ୍ଚା ହେଉଛି । 
Bj
ଏହି ୯ ଜଣ ଯୁବକ କାହିଁକି ମନ୍ଦିର ଭିତରକୁ ଯାଇଥିଲେ ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି । ମନ୍ଦିର ଭିତରେ ଏଭଳି କାମ ସତରେ ଶ୍ରଦ୍ଧାଳୁ ମାନଙ୍କୁ ଆଘାତ ଦେଇଛି । ଶ୍ରଦ୍ଧାଳୁ ମାନଙ୍କ ମନରେ ଅନେକ ଭାବନା ସୃଷ୍ଟି କରିଛି ।
ଲୋକମାନେ ଏହି କଥାକୁ ନେଇ ଅନେକ ଚିନ୍ତାରେ ଅଛନ୍ତି । ଏହି ଯୁବକ ମାନେ ମନ୍ଦିର ଭିତରକୁ ପ୍ରବେଶ କରିବାର କାରଣ ଜଣାପଡି ନାହିଁ । ଏହି କାରଣ ଖୋଜୁଛି ପୋଲିସ । ପୋଲିସ ଏବେ ତଦନ୍ତ କରୁଛି ।