Movie prime

ହନୁମାନ ଙ୍କ ଏହି ଚମତ୍କାର ଉପାୟ ବଦଳି ଯିବ ଭାଗ୍ୟ ସବୁ ଇଛା ହେବ ସାଙ୍ଗେ ସାଙ୍ଗେ ପୂର୍ଣ୍ଣ ଦେଖନ୍ତୁ କେମିତି କରିବେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ପୂଜା କରିବା ପାଇଁ ସବୁଠୁ ଭଲ ଦିନ ହୋଇଥାଏ ।ଭଗବାନ ଶନିଙ୍କୁ ସମସ୍ତେ କ୍ରୁର ଗ୍ରହ କହିଥାନ୍ତି ।
ଯଦି ଆପଣଙ୍କ ଜୀବନରେ କିଛି ଅସୁବିଧା ଆସିଥାଏ ତାହେଲେ ମଙ୍ଗଳବାର ଦିନ ଏହି ଉପାୟ କରିଲେ ଆପଣ ଭାଗ୍ୟବାନ ହୋଇପାରିବେ । ପଞ୍ଚାଙ୍ଗ ଅନୁସାରେ ସପ୍ତାହର ସବୁ ଦିନ କୌଣସି ନ କୌଣସି ଭଗବାନଙ୍କୁ ସମର୍ପିତ ଅଟେ ।
ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ। ଆଉ ଏହି ଦିନ ମଙ୍ଗଳ ଗ୍ରହକୁ ମଧ୍ୟ ପୂଜା କରାଯାଏ । ଏହି ଦିନ ଏଭଳି ଅନେକ କିଛି କାମ କରିବା ଉଚିତ୍ ଆଉ କିଛି କାମ ନ କରିବା ଉଚିତ୍ ।
ଏହା କରିଲେ ଆପଣ ଜୀବନରେ ସଫଳ ହୋଇପାରିବେ । ଆଉ ଆପଣଙ୍କର ଆଧ୍ୟାତ୍ମିକ ବୃଦ୍ଧି ହୋଇଥାଏ । ମଙ୍ଗଳବାର ଦିନ ଲୁଣର ସେବନ କରିବା ଉଚିତ୍ ନୁହେଁ ।ଅତିରିକ୍ତ ଲୁଣ ଆପଣ ସେବନ କରିବା ଅନୁଚିତ୍ । ଏହା ନ ମାନିଲେ କରଜ ବଢ଼ିଥାଏ ।
ଏହିଦିନ ଆମିଷ ଖାଆନ୍ତୁ ନାହିଁ । ଆଉ ଏହି ଦିନ କରଜ ଦେବା ଠାରୁ ଦୂରେଇ ରୁହନ୍ତୁ । ମଙ୍ଗଳବାର ଦିନ ଲଢେଇ, ଝଗଡ଼ା କରନ୍ତୁ ନାହିଁ । ଏହିଦିନ ଷ୍ଟିଲ ଜିନିଷ, ଲୁହା ଜିନିଷ ଏବଂ ଧାର ଜିନିଷ କିଣନ୍ତୁ ନାହିଁ ।
ଏହି ଦିନ ସମ୍ବନ୍ଧ ବନାନ୍ତୁ ନାହିଁ କାରଣ ଏହା ଖରାପ ହୋଇଥାଏ ଆପଣଙ୍କ ସନ୍ତାନ ନପୁଂସକ ହୋଇଥାଏ । ମଙ୍ଗଳବାର ଦିନ ସକାଳୁ କୌଣସି ଗରିବ ବ୍ୟକ୍ତିଙ୍କୁ ଗୁଡ , ଗହମ, ସୁନା, ଦିଆସିଲି, ତମ୍ବା , ଗାଈ, ମସୁର ଡାଲି, ରକ୍ତ ଚନ୍ଦନ ଦାନ କରିବା ଉଚିତ୍ । ନାଲି ରଙ୍ଗର ଫୁଲ ହନୁମାନ ଭଗବାନଙ୍କୁ ଚଢ଼ାଇବା ବା ବ୍ରାହ୍ମଣଙ୍କୁ ଦାନ ଦେଲେ ଶୁଭ ହୋଇଥାଏ । 
ଏହି ମଙ୍ଗଳବାର ଦିନ ଜମି ବ୍ରାହ୍ମଣଙ୍କୁ ଦାନ କରିଲେ ଜମି ମିଳିଥାଏ । ଭାଗ୍ୟ ଚମକିବା ପାଇଁ ପ୍ରତ୍ୟେକ ମଙ୍ଗଳବାର ଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ଘୁଆର ଦୀପ ଭଗବାନ ହନୁମାନଙ୍କ ପାଖରେ ଲଗାନ୍ତୁ। ବୁନ୍ଦିର ଲଡୁ, ବା ଚଣା ଡାଲି ଅର୍ପଣ କରିବା ଉଚିତ୍ ।
ବଞ୍ଚିବା ପାଇଁ ଭଗବାନ ହନୁମାନଙ୍କ ପାଦ ତଳେ ସିନ୍ଦୂର ସହ ଚମେଲି ତେଲ ଅର୍ପଣ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ପ୍ରକାରର ଉପାୟ ଆଉ ଏହାର ଫଳ ବିଷୟରେ ଜାଣିପାରିବେ ସେଥିପାଇଁ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ।