Movie prime

ଯଦି ଆପଣଙ୍କ ମନରେ କେହି ଦୁଃଖ ଦେଇଛନ୍ତି ତେବେ ଅପେକ୍ଷା କରନ୍ତୁ ବାସ ଏହି ଦିନକୁ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଏବେ ଏଭଳି କିଛି ଖବର ଆସିଛି ଯାହାଦ୍ଵାରା ଆମେ ଅନେକ ଖବର ଜାଣିପାରିବା ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଦୁଃଖରେ ରହିଲେ କଣ କରିବା ଉଚିତ୍ । ଆଉ ଦୁଃଖରେ ଭାଙ୍ଗି ପଡ଼ିଲେ ଆପଣମାନେ କଣ ସବୁ କରିବେ । ଯେତେବେଳେ ଆପଣ ଦୁଃଖରେ ଭାଙ୍ଗି ପଡ଼ିବେ ସେତେବେଳେ ଏହି କଥା ଶୁଣନ୍ତୁ । 
Special report
ସମସ୍ତଙ୍କୁ ଆପଣାଇବା ଶିଖ । ପରିସ୍ଥିତି ସହ ଖାପ ଖୁଆଇ ଚଳିବା ଶିଖ । ଲୋକମାନେ ଅନେକ କଥା କହିବେ କିନ୍ତୁ ସେୟା କର ଯାହା ତୁମକୁ ଠିକ୍ ଲାଗୁଛି । ଆଉ ଏହି କାମ କର ଯାହା ତୁମ ପାଇଁ ଭଲ ଅଟେ । ଏହି ଜୀବନ ତୁମର ଅଟେ ।
ଆଉ କାହାର ନୁହେଁ । ଦିନ ଭଲ ହେଉ କି ଖରାପ ତାହା ବିତି ଯାଇଥାଏ । ଯେଉଁ ଜିନିଷ ଆପଣଙ୍କର ନୁହେଁ ତାହାକୁ ନିଜର କରନ୍ତୁ ନାହିଁ । ଆଜିକାଲି ଲୋକମାନେ ପଚାରି ଦିଅନ୍ତି କାମ କରିଛ ତୁମ ପାଇଁ । ସେଥିପାଇଁ। ସବୁ ମନେ ରଖନ୍ତୁ ।
ଜୀବନରେ ଆଗକୁ ବଢିବା ପୂର୍ବରୁ ସବୁ କିଛି ଭାବିବା ଉଚିତ୍ । ଜୀବନରେ ଆଗକୁ ବଢ଼ିଲେ ବେଳେବେଳେ ପଛକୁ ଲେଉଟିବାକୁ ପଡ଼ିଥାଏ । ଲୋକମାନେ ଏଭଳି ଅଛନ୍ତି ଯେଉଁମାନଙ୍କୁ ଖାତିର ନଥାଏ । ମିଠା ଶବ୍ଦ କହି ଲୋକଙ୍କ ଜୀବନରେ ମିଠା ଭରି ଦିଅନ୍ତୁ ।
ଖୁସିର କିଛି ରାସ୍ତା ନଥାଏ ଜୀବନରେ ଖୁସି ନିଜକୁ ଆଣିବାକୁ ପଡ଼ିବ । ସମ୍ପର୍କ ତାହା ସହିତ ରଖ ଯିଏ ସମ୍ମାନ ଆଉ ଖୁସି ଦେବ । କେବେ କାହାକୁ ଏଭଳି ଆଘାତ ହେଲା ଭଳି କଥା କୁହନ୍ତୁ ନାହିଁ । ଆଜିକା ସମୟରେ କେହି ନିଜର ନୁହଁନ୍ତି ।
ସମୟ ଅନୁସାରେ ସବୁକିଛି ବଦଳି ଯାଇଥାଏ । ନିସ୍ୱାର୍ଥପର ଭାବରେ କାମ କର ଆଉ ଫଳ ମିଳିଯିବ । କାହାକୁ କିଛି କହିବା ପୂର୍ବରୁ ଶହେ ଥର ଭାବିବା ଉଚିତ୍ । କେବେ କାହାର କଥାକୁ ଆସନ୍ତୁ ନାହିଁ । ସମୟ ଅନୁସାରେ କର୍ମ ବଦଳି ଯାଇଥାଏ । ମନରେ ଯାହା ଅଛି ତାହା ସଙ୍ଗେ ସଙ୍ଗେ କହିବା ଉଚିତ୍ ।
ମଣିଷକୁ ଚିହ୍ନିବା ପାଇଁ ହେଲେ ତାଙ୍କୁ କୁହନ୍ତୁ କି ଆପଣ ଖରାପ ଅବସ୍ଥାରେ ଅଛନ୍ତି । ଦୁନିଆରେ ସବୁଠାରୁ ବଡ ମଣିଷ ସେ ହେଉଛି ଯିଏ ଧୋକା ଖାଇଲା ପରେ ବି ସବୁବେଳେ ଲୋକଙ୍କ ଭଲ ଚିନ୍ତା କରିଥାଏ । ଏହିଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।