Movie prime

ଆରମ୍ଭ ହେଲା ବୃହସ୍ପତି ଚଳନ ଏହି ରାଶି ମାନଙ୍କ ବଦଳିବ ଭାଗ୍ୟ ଦେଖନ୍ତୁ କେଉଁ କେଉଁ ରାଶି ମାନଙ୍କ ଉପରେ ପଡ଼ିଲା କୃପା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ରାଶିକୁ ନେଇ ।
ବୃହସ୍ପତି ଚଳନ ହେଲେ କେଉଁ ରାଶି ଉପରେ କଣ ପ୍ରଭାବ ପଡ଼ିବ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ବୃହସ୍ପତିଙ୍କ ଶୁଦ୍ଧି ଥିଲେ ମାଙ୍ଗଳିକ କାର୍ଯ୍ୟ କରାଯାଏ । ଜନ୍ମ ବୃହସ୍ପତି ସବୁ ବେଳେ ଅଶୁଭ ହୋଇଥାଏ । ବୃହସ୍ପତି ହେଉଛନ୍ତି ଭାଗ୍ୟାଦିପତି । 
ବୃଷ ରାଶି - ଦ୍ଵାଦଶ ବୃହସ୍ପତିରେ ଶୁଭ ଫଳ ମିଳେ ନାହିଁ । ଚନ୍ଦ୍ରଙ୍କର ଶୁଭ ସ୍ଥିତି ଯୋଗୁଁ ମଙ୍ଗଳ ହୋଇଥାଏ । ଅପବ୍ୟୟ ଚନ୍ଦ୍ରଙ୍କ ଯୋଗୁଁ ରୋକି ଯିବ ।
ସାମାଜିକ ସ୍ତରରେ ପଦ ପ୍ରତିଷ୍ଠା ପାଇବେ । ବୃହସ୍ପତି ଚଳନ ଯୋଗୁଁ ଶୁଭ ଫଳ ମିଳିବ । ମଙ୍ଗଳ ପାଇଁ ବ୍ରହ୍ମଗ୍ରନ୍ଥି ଗଛର ଚେର ହାତରେ ଧାରଣ କରିଲେ ଶୁଭ ଫଳ ମିଳିବ ।
ମିଥୁନ ରାଶି - ମିଥୁନ ରାଶିରେ ଏକାଦଶ ବୃହସ୍ପତି ହେବ । ଏକାଦଶ ସ୍ଥାନରେ ଯେ କୌଣସି ଗ୍ରହ ଥିଲେ ତାହା ଶୁଭ ଫଳ ଦେଇଥାଏ । ବୃହସ୍ପତି ହେଉଛନ୍ତି ଏକ ଶୁଭ ଗ୍ରହ । ଚାକିରୀ କ୍ଷେତ୍ରରେ ଶୁଭ ଫଳ ମିଳିବ ।
ସନ୍ତାନ ମାନଙ୍କୁ ନେଇ ଶୁଭ ଫଳ ମିଳିବ । ସନ୍ତାନମାନେ ଅଗ୍ରଗତି କରିବେ । ଆପଣଙ୍କ ବ୍ୟବସାୟରେ ଲାଭ ହେବ । ପାଠପଢ଼ାରେ ଉନ୍ନତି ମିଳିବ । ବିଷ୍ଣୁ ସହସ୍ର ନାମ ଜପ କରନ୍ତୁ ଭଲ ଫଳ ମିଳିବ । 
କର୍କଟ ରାଶି - କର୍କଟ ରାଶିରେ ଦଶମରେ ବୃହସ୍ପତି ହେବ । ଦଶମରେ ବୃହସ୍ପତିଙ୍କ ସ୍ଥିତି ହେଉଛି ଶୁଭ ଭାବରେ ଗଣନା କରାଯାଏ ନାହିଁ । କୌଣସି ଉଚ୍ଚ ପଦ ଅଧିକାରୀଙ୍କ ସହିତ ମନ ମାଳିନ୍ୟ ହେବ ।
ଚନ୍ଦ୍ରଙ୍କ ଯୋଗୁଁ ଶୁଭ ଫଳ ମିଳିବ । ରାଜନୀତି କ୍ଷେତ୍ରରେ ଥିଲେ ଶୁଭ ଫଳ ପାଇବେ । ଭଗବାନ ଶିବଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ । ସୋମବାର ଦିନ ପ୍ରଭୁ ଶିବଙ୍କୁ ପୂଜା କରନ୍ତୁ ଶୁଭ ଫଳ ମିଳିବ ।
ସିଂହ ରାଶି - ସିଂହ ରାଶିରେ ନବମରେ ବୃହସ୍ପତି ଗୋଚର ହେବାକୁ ଯାଉଛନ୍ତି । ନବମ ବୃହସ୍ପତିରେ ଭାଗ୍ୟ ଉଦୟ ହେବ । ଜୀବନରେ ଅଗ୍ରଗତି ହେବ । କ୍ଷୟକ୍ଷତି ହୋଇଥିଲେ ଜୀବନରେ ଉନ୍ନତି ହେବ । ଲାଭର ମାତ୍ରା ବଢିବ ।
କର୍ମ ପ୍ରାପ୍ତ ଯୋଗ ରହିଛି । ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇଥିଲା ଲାଭ ହେବ । ନୂତନ କାର୍ଯ୍ୟ ମିଳିବ । ସନ୍ତାନମନେ ଉନ୍ନତି କରିବେ । ଶୁଭ ଫଳ ପ୍ରାପ୍ତି ପାଇଁ ସୂର୍ଯ୍ୟଙ୍କୁ ପୂଜା କରନ୍ତୁ । ସକାଳୁ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।