Movie prime

ଏମିତି ଏକ ଆଶ୍ଚର୍ୟ୍ଯ ଜନକ ମନ୍ଦିର ଯେଉଁଠି ବଢ଼ୁଛନ୍ତି ସ୍ଵୟଂ ଭଗବାନ ଗରୁଡ଼ ଦେଖନ୍ତୁ ଆଉ ଏତିକି ଉଚ୍ଚତା ବଢ଼ିଲେ ସବୁ ଶେଷ !

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତ ସମେତ ସମଗ୍ର ବିଶ୍ୱରେ ମନ୍ଦିରର ଅଭାବ ନାହିଁ। ମନ୍ଦିରର ଅର୍ଥ ହେଲା ନିଜର ମନକୁ ଗୋଟିଏ ଜାଗାରେ ସ୍ଥିର ରଖିବା ନିଜର ଚଞ୍ଚଳ ମନକୁ ଗୋଟିଏ ଜାଗାରେ ଏକତ୍ରିତ ରଖିବା ପାଇଁ ଭାରତ ବର୍ଷରେ ଏକରୁ ଅନେକ ମନ୍ଦିରର ନିର୍ମାଣ କରାଯାଇଛି।
Special report
ଏଥିରେ ବାସ୍ତୁ କଳାର ସୌନ୍ଦର୍ଯ୍ୟ ସହିତ ଭବିସ୍ୟକୁ ଆଖି ଆଗରେ ରଖି ଏସବୁକୁ ତିଆରି କରାଯାଇଛି। ତେବେ ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଜାଣିବା ଏକ ରହସ୍ୟମୟ ମନ୍ଦିର ବିଷୟରେ।
ତେେ ବନ୍ଧୁଗଣ ଏକ ରହସ୍ୟମୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ପୋଡ଼ା ସିଂ ପଞ୍ଚାୟତରେ ଅବସ୍ଥିତ ସର୍ବପୁରାତନ ପାତାଳୀ ଗରୁଡ଼ ପୀଠରେ। ମନ୍ଦିରର ନିର୍ମାଣ ଶୈଳୀ ରହସ୍ୟମୟ ଅଟେ।
Special report
ସବୁଠାରୁ ବଡ଼ ରହସ୍ୟ ଲୁଚି ରହିଛି ଏହି ଠାରେ ଥିବା ଗୁରୁଡ ମୂର୍ତ୍ତିରେ। କୁହାଯାଏ ମନ୍ଦିରରେ ମହଜୁତ୍ ଗରୁଡଙ୍କ ପ୍ରତିମା ଲଗାତର ରହସ୍ୟମୟ ଭାବରେ ବିଶାଳକାୟ ଆକାର ଧାରଣ କରୁଛି ଯାହାକୁ ନେଇ ପାତାଳ ଗରୁଡ ମନ୍ଦୀର ଚର୍ଚ୍ଚାରେ ରହିଛି। 
ରାଜା ମୁକୁନ୍ଦ ଦେବଙ୍କୁ ସ୍ଵପ୍ନ ଆଦେଶ ହେବାରୁ ଗରୁଡ ମନ୍ଦିର ନିର୍ମାଣ କରିଥିଲେ। ଅଚଳାଚଳ ସମ୍ପତିର ମାଲିକ ହେଇଛନ୍ତି ପାତାଳ ଗରୁଡ। ଏହି ପୀଠ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି।
Special report
ଏହି ପୀଠର ରକ୍ଷଣାବେକ୍ଷଣା ଦାୟିତ୍ଵରେ କେହି ନାହାନ୍ତି। ବଣ ବୁଦା ପରିବେଶରେ ଜଗନ୍ନାଥ ମନ୍ଦିର ରହିବା ସହିତ ଭକ୍ତ ଶ୍ରେଷ୍ଠ ଗରୁଡଙ୍କ ମନ୍ଦିର ମଧ୍ୟ ରହିଛି। ବହୁତ କଳାରୁ ମୁକୁନ୍ଦ ଦେବ ଏହି ପାତାଳ ଗରୁଡ ମନ୍ଦିର ନିର୍ମାଣ କରିଥିଲେ।
Special report
ଇତିହାସ ଅନୁସାରେ ଯେତେବେଳେ ରାଜା ଦର୍ପଣି ଏହି ଲୁଣ୍ଠନ କରି ମହାପ୍ରଭୁଙ୍କ ବିଗ୍ରହ ଗରୁଡ଼ଙ୍କୁ ନେବା ପାଇଁ କରତ ବ୍ୟବହୃତ କରନ୍ତି। ସେତେବେଳେ ଗରୁଡ଼ଙ୍କ ସ୍ତମ୍ଭରୁ ରକ୍ତସ୍ରାବ ହୋଇଥିଲା।
ଆଉ ସେଠାରୁ ବହୁତ ସାପ ବାହାରିବାରୁ ରାଜା ଦର୍ପଣି ଦେଖି ଭୟରେ ଛାଡି ପଳେଇଥିଲେ। ଏହି ମନ୍ଦିର ଏବେ ସଂପୂର୍ଣ୍ଣ ରୂପେ ଅବହେଳିତ ଅବସ୍ଥାରେ ରହିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ରହସ୍ୟମୟ ମନ୍ଦିରଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.