Movie prime

ଆସିଗଲା ଶେଷ ସମୟ ଏଥର ପ୍ରଭୁ ଜଗନ୍ନାଥ ନେବେ କଳ୍କୀ ଅବତାର ଦେଖନ୍ତୁ କେବେ ଆସିବ ସଠିକ୍ ସମୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ମାଳିକାକୁ ନେଇ ଅର୍ଥାତ୍ ମାଳିକାରେ ଲେଖା ହୋଇଥିବା ଅନେକ କଥା ଜାଣି ପାରୁଛନ୍ତି । ଏବେ ମାଳିକା କଥା କିଛି ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special Report
ମାଳିକାରେ ଅନେକ କଥା ଲେଖା ହୋଇଛି । ଆଉ ମାଳିକାରେ ଲେଖା ହୋଇଥିବା କଥା ସତ ହୋଇଥାଏ । ଏବେ ଅଯୋଧ୍ୟା ରାମ ମନ୍ଦିର କଥାକୁ ନେଇ କିଛି କଥା କୁହାଯାଇଛି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅନେକ ପ୍ରକାରର ଆୟୋଜନ ହେଉଛି । ଅନେକ ଲୋକଙ୍କୁ ନିମନ୍ତ୍ରଣ ଦିଆଯାଉଛି । ଏହି ଦିନ ସାରା ଭାରତ ଦୀପ ଜାଳିବ । ପ୍ରଭୁ ରାମଚନ୍ଦ୍ର ଯେବେ ଭାରତକୁ ଆସିଥିଲେ ସେତେବେଳେ ଅମାବାସ୍ୟା ଥିଲା ।
Special Report
ଆଉ ଏହା ଅଭିଜିତ ମୁହୂର୍ତ୍ତ ଥିଲା । ଆଉ ଅନେକ ଦିନ ପରେ ଏହି ମୁହୂର୍ତ୍ତ ପଡ଼ିଛି । ଏହି ପୃଥିବୀରେ ଯେଉଁମାନେ ଅଛନ୍ତି ସମସ୍ତେ ହିନ୍ଦୁ । ଆଦ୍ୟ ପିଲା ଜନ୍ମ ହେଲେ କୁଆଁ କୁହେ । ପ୍ରଭୁ ଶ୍ରୀରାମ ଏବେ ପୁଣି ମର୍ତ୍ତ୍ୟ ମଣ୍ଡଳକୁ ଆସିଛନ୍ତି । 
ପ୍ରଭୁ ୫୦୦ ବର୍ଷର ଯାତ୍ରା ସମାପନ କରି ଆସୁଛନ୍ତି । ଅକ୍ଷତ ପକାଇବା ସମୟରେ ପ୍ରଭୁ ରାମଙ୍କ ନାମ ନିଆ ଯାଇଥାଏ । ଆହୁରି ଅନେକ ପରିବର୍ତ୍ତନ ହେବ । ଏହି ଯୁଗରେ ରାମଚନ୍ଦ୍ର ଆସିବା ସତରେ ଏକ ବଡ କଥା ।
Special Report
ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହେବା କଥା ଆସିବା ପରେ ଅନେକ ଦେବଦେବୀ ମନ୍ଦିର ହେଉଛି ବା ମନ୍ଦିରର ନବୀକରଣ ହେଉଛି । ଗ୍ରାମଦେବୀ ଜାଗ୍ରତ ହେବେ । ଏସମୟ ଏପର୍ଯ୍ୟନ୍ତ ଆସି ନାହିଁ । ଆଉ ଏହା ବହୁତ ଶୀଘ୍ର ଆସିବାକୁ ଯାଉଛି । ପ୍ରଭୁ କଳ୍କୀ ଜନ୍ମ ହେବାକୁ ନେଇ ଅନେକ କଥା ଆସୁଛି । 
ପ୍ରଭୁ କଳ୍କୀ ଜନ୍ମ ହେଲେ ବୋଲି ଲୋକମାନେ କହୁଛନ୍ତି । କଳ୍କୀ ଜନ୍ମ ହେବେ ଏହି କଥା ଲୋକମାନେ କହୁଛନ୍ତି କିନ୍ତୁ ଏହି କଥା କଣ ସମସ୍ତେ କଣ ଏହି ବିଷୟରେ ଜାଣିଛନ୍ତି । କେହି କେହି କହୁଛନ୍ତି ମହାପୁରୁଷ ଜନ୍ମ ହୋଇଗଲେଣି ।
ଭକ୍ତ ନ ଆସିଲେ ଭଗବାନ ଆସିବେ ନାହିଁ । ପ୍ରଥମେ ରାକ୍ଷସ ଜନ୍ମ ହେବେ ଆଉ ଏହାପରେ ପ୍ରଭୁ ଜନ୍ମ ହେବେ । ଏଭଳି ଅନେକ କଥା ଏହି ବାବା ଜଣକ କହିଛନ୍ତି । ଏବେ ଏହି ଭିଡିଓ ଆପଣମାନଙ୍କୁ ଅନେକ କଥା ଜଣାଇଛି । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.