Movie prime

ଚନ୍ଦ୍ର ଗ୍ରହଣ ୪ ରାଶି ଙ୍କ ଉପରେ ପଡ଼ିବ ବିପଦ ! ଦେଖନ୍ତୁ ସାବଧାନ ରହିବେ କେଉଁ କେଉଁ ରାଶି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଚନ୍ଦ୍ର ଗ୍ରହଣକୁ ନେଇ କିଛି ଖବର ଜାଣିପାରିବେ ।
ଏହି ଭିଡିଓ ମାଧ୍ୟମରେ ଲୋକମାନେ ଅନେକ କିଛି ଖବର ପାଇପାରିବେ । ସୂର୍ଯ୍ୟପରାଗ ଏବଂ ଚନ୍ଦ୍ର ଗ୍ରହଣ କେତେବେଳେ ପଡ଼ିବ ସେକଥା କେହି ଜାଣନ୍ତି ନାହିଁ । ଆଉ ଏହି ସମୟରେ ଅନେକ କିଛି ମାନ୍ୟତା ରହିଛି । ଏବେ ଏହି ଚନ୍ଦ୍ର ଗ୍ରହଣକୁ ନେଇ କିଛି ଖବର ଆସିଛି ।
Special report
ଆସନ୍ତା କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡୁ ଅଛି ବୋଲି ଜଣାପଡିଛି । କେଉଁ ସମୟରେ ଗ୍ରହଣ ଲାଗିବ । କେଉଁ ସମୟରେ କୁମାର ପୂର୍ଣ୍ଣିମା ପୂଜା ହେବ । କେଉଁ ସମୟରେ ମୋକ୍ଷ ପ୍ରାପ୍ତି ହେବ । ଗର୍ଭବତୀ ମହିଳାମାନେ କଣ କରିବେ ।
କେଉଁ ରାଶି ମାନଙ୍କ ପାଇଁ ଏହି ଚନ୍ଦ୍ର ଗ୍ରହଣ ଶୁଭ ରହିବ ଆଉ କେଉଁ ରାଶି ମାନଙ୍କ ପାଇଁ ଏହା ଅଶୁଭ ରହିବ । ଏହି ପ୍ରକାରର ସମସ୍ତ କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ପୂର୍ଣ୍ଣିମା ଦିନ ହିଁ ଚନ୍ଦ୍ର ଗ୍ରହଣ ହୋଇଥାଏ । ଯେତେବେଳେ ସୂର୍ଯ୍ୟଙ୍କ ନକ୍ଷତ୍ର ଠାରୁ ଚନ୍ଦ୍ରମା ପଞ୍ଚଦଶ ନକ୍ଷତ୍ରରେ ସଞ୍ଚାର କରନ୍ତି ସେହି ଦିନ ହିଁ ଚନ୍ଦ୍ର ଗ୍ରହଣ ହୁଏ । 
ଆସନ୍ତା ୨୮ ତାରିଖ ଦିନ ଆଶ୍ୱିନ ମାସ ପୂର୍ଣ୍ଣିମା ତିଥି ଶନିବାର ଦିନ ପୂର୍ଣ୍ଣିମା ତିଥି ପଡୁଛି । ରାତି ୧ ଟା ୩୫ ପରେ ପ୍ରତିପଦା ତିଥି ଆରମ୍ଭ ହୋଇଛି । ଗ୍ରହଣର ସ୍ପର୍ଶ ସମୟ ରହିଛି ରାତି ୧ ଟା ୫ ମିନିଟ ।
Special report
ଗ୍ରହଣର ମଧ୍ୟମ ସମୟ ରାତି ୧ ଟା ୪୪ ମିନିଟ । ହାଣ୍ଡି ଛାଡ ସମୟ ହେଉଛି ଗ୍ରହଣ ସମୟ ପୂର୍ବରୁ ୩ ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ଼ିବା ବା ପାକ ନିଷେଧ ଅଟେ । ଗ୍ରହଣର ସ୍ପର୍ଶ ସମୟ ଠାରୁ ୩ ଘଣ୍ଟା ଆପଣଙ୍କୁ ଦେବନୀତି ପାକ ତ୍ୟାଗ କରିବାକୁ ପଡ଼ିବ । ଆମେ ଏହା ସମ୍ପାଦନ କରିବା ଉଚିତ୍ । 
ଅପରାହ୍ନ ୪ ଟା ୫ ମିନିଟ ପୂର୍ବରୁ ସବୁ ଦେବ କାର୍ଯ୍ୟ ସାରିବା ଉଚିତ୍ । କୁମାର ପୂର୍ଣ୍ଣିମା ପୂଜା ସନ୍ଧ୍ୟା ସମୟରେ ପାଳନ ହେଉଛି । ଅପରାହ୍ନ ୪ ଟା ୫ ମିନିଟ ସମୟ ପୂର୍ବରୁ ଡାଲା ପୂଜା କରିବା ଉଚିତ୍ । ଦେବ ନୀତି କରିବା ଉଚିତ୍ ।
କୌଣସି ମନ୍ତ୍ରକୁ ଏହି ଗ୍ରହଣ ସମୟରେ କହିଲେ ଏତେ ପ୍ରଭାବ ପଡ଼ିବ ନାହିଁ । ରୁଦ୍ରାକ୍ଷ ମାଳ ଧରି ମନ୍ତ୍ରକୁ ଆପଣ ଜପ କରନ୍ତୁ । ଗ୍ରହଣର ସର୍ବମୋକ୍ଷ ପରେ ସ୍ନାନ କରିବା ଉଚିତ୍ । ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ନିଜ ରୁମରୁ ବାହାରିବା ଉଚିତ୍ ନୁହେଁ ।
ଯଦି ଆବଶ୍ୟକ ପଡେ ତାହେଲେ ସମ୍ପୂର୍ଣ୍ଣ ଭାବରେ ଗୋଡେଇ ହୋଇ ବାହାରକୁ ବାହାରନ୍ତୁ । ଗ୍ରହଣ ଚାଲିଥିବା ସମୟରେ ଗୋଟିଏ ନଡିଆ ଆଉ କିଛି ତୁଳସୀ ପତ୍ରକୁ କୋଳରେ ଧରିଥିବେ । ଆଉ ଏହାକୁ ଗ୍ରହଣ ପରେ ପାଣିରେ ଭସାଇ ଦେବେ । ୨୮ ତାରିଖ ଦିନ ଚନ୍ଦ୍ର ଗ୍ରହଣ ହେବ ।
ମିଥୁନ, କର୍କଟ, ବିଛାଏବଂ କୁମ୍ଭ ରାଶି ପାଇଁ ଗ୍ରହଣ ଦେଖିବା ଶୁଭ ରହିବ । ସିଂହ, ତୁଳା ଆଉ ମୀନ ରାଶି ପାଇଁ ଚନ୍ଦ୍ର ଗ୍ରହଣ ଦର୍ଶନ ମଧ୍ୟମ ଫଳ ଦେବ । ମେଷ, ବୃଷ, କନ୍ୟା ଆଉ ଧନୁ ଏବଂ ମକର ରାଶି ପାଇଁ ଚନ୍ଦ୍ର ଗ୍ରହଣ ଦର୍ଶନ ଅଶୁଭ ଅଟେ ।