Movie prime

କଳ୍କୀ ଆସୁଛନ୍ତି : ସମୟ ନିକଟ ଗୁପ୍ତ ହୋଇଯିବେ ମହାପ୍ରଭୁ ଜଗନ୍ନାଥ

 
Special report
ଆପଣମାନେ ଜାଣିଛନ୍ତି ଛଅ ଶହ ବର୍ଷ ତଳେ ମାଳିକା ରେ ମହାପୁରୁଷ ମାନେ ଯାହା ଲେଖି ଦେଇ ଯାଇଛନ୍ତି ତାହା ବର୍ତ୍ତମାନ ସମୟରେ ଗୋଟି ଗୋଟି କରି ସତ୍ୟ ପ୍ରମାଣିତ ହେବାରେ ଲାଗିଛି।
ଖଣ୍ଡଗିରି ର ଠିକ୍ ମଝିରେ ରହିଛନ୍ତି ମା ବାରଭୂଜା।ସେହି ପୀଠର ମୁଖ୍ୟ ପୂଜକ ହେଉଛନ୍ତି ଦୁଃଶାସନ ମହାପାତ୍ର।ସେ କହିଛନ୍ତି ଯେ ମାଳିକା ରେ ମା ଙ୍କ ବିଷୟରେ କୁହାଯାଇଛି ଯେ ବର୍ତ୍ତମାନ ଖଣ୍ଡଗିରି ଗୁପ୍ତ ଧାମ୍ ରେ ଜଗନ୍ନାଥ ମହାପ୍ରଭୁ ଗୁପ୍ତ ରହିବେ।
ଭକ୍ତମାନେ ସମସ୍ତେ ଏକାଠି ହେବେ।ସେ ସମୟ ସବୁ ଆସିଗଲାଣି।କାରଣ ବର୍ତ୍ତମାନ ଯାହା ଯାହା କୁହାଯାଇଛି ସବୁ ଘଟିବାରେ ଲାଗିଛି।ମଣିଷ ମାନେ ସମ୍ପର୍କ ଙ୍କୁ ବୁଝୁ ନାହାଁନ୍ତି। କିଏ କାହାକୁ ହ-ତ୍ୟା କରି ଦେଉଛନ୍ତି।
ମା ଙ୍କ ପାଖରେ ସବୁ ଗୁପ୍ତ ହୋଇ ରହିବ।ବହୁତ ଦୂର ଦୂରରୁ ଲୋକମାନେ ମା ଙ୍କ ନିକଟକୁ ଆସିବେ ଆଉ ତାଙ୍କ ପାଖରେ ପ୍ରାର୍ଥନା କରିବେ।ମା ଙ୍କ ପାଖରେ ଭକ୍ତ ମାନଙ୍କର ପରୀକ୍ଷା ହେବ। ଆଉ ଅଳ୍ପ ଦିନ ରହିଛି।
ସବୁକିଛି ଧ୍ଵଂସ ହୋଇଯିବ।ମା ଙ୍କ ଶରୀରକୁ ନେଇକରି ୧୨ ଟି ହାତ କରାଯାଇଛି।ତାଙ୍କ ପାଖରେ ଦୁଇଟି ଶକ୍ତି ରହିଛି।ସେଥିପାଇଁ ମା ଙ୍କ ନାମ ବାରଭୂଜା କରାଯାଇଛି।ଦର୍ଶକ ମାନେ ବହୁତ ଲୋକମାନେ ଅଛନ୍ତି।ସେମାନଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ।
ହିମାଳୟ ରେ ବର୍ଷ ବର୍ଷ ଧରି ତପସ୍ୟା କରିଲେ ଯେତିକି ଫଳ ମିଳିଥାଏ ତାହା ଏହି ମା ଙ୍କ ପାଖରେ ତପସ୍ୟା କରିଲେ ଫଳ ମିଳିଥାଏ।ଏହା ସତ୍ୟ ଅଟେ 
ଦର୍ଶକ ମାନେ ଏହା ସମାପ୍ତ ହୋଇଯିବ କଥା ଶୁଣି ଭୟଭୀତ ହୋଇ ପଡ଼ୁଛନ୍ତି।କିନ୍ତୁ ଏହା ସତ୍ୟ ଅଟେ।କାରଣ ଅନେକ ଲୋକମାନେ ଖରାପ କାମ କରୁଛନ୍ତି।ଯାହାକି ମାଳିକା ବଚନରେ ଲେଖା ଯାଇଛି।
ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.