Movie prime

ଆଉ ଅଳ୍ପଡିନରେ କଳିଯୁଗ ଶେଷ ! କାଳିଆ ଦେଲେ ଶେଷ ସଂକେତ ଦେଖନ୍ତୁ ଆଗକୁ କଣ ସବୁ ହେବାକୁ ବାକି ରହିଲା

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭକ୍ତ ମାନଙ୍କର ଦୁଃଖ ଦେଖି କାନ୍ଦୁଛନ୍ତି କାଳିଆ ସାଆନ୍ତ। କଲି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରାରେ ସ୍ନାନ କରିଛନ୍ତି। କିନ୍ତୁ ତାହା ପରେ ତାଙ୍କ ମୁଖ ମଣ୍ଡଳ ମାଳିନ ପଡ଼ିଯାଇଥିଲା।
ଗାଧୋଇବା ପରେ ପ୍ରଭୁ ଜଗନ୍ନାଥ ଦାଉ ଦାଉ ଜାଳିବା ବଦଳରେ ତାଙ୍କ ମୁଖ ଶୁଖି ଯାଇଥିଲା। କଲି ସ୍ନାନ ମଣ୍ଡପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଅନେକ ଭକ୍ତ ଏମିତି କିଛି କଥା କହୁଥିବାର ଶୁଣିବାକୁ ମିଳିଛି। 
ତେବେ ବନ୍ଧୁଗଣ ଓଡ଼ିଶାରେ ଘଟିଥିବା ମହା ଟ୍ରେନ ଦୁ-ର୍ଘ-ଟ-ଣା-ରେ ରକ୍ତ ରଞ୍ଜିତ ହୋଇ ଯାଇଥିଲା ଓଡ଼ିଶା ମାଟି। ତେଣୁ ପ୍ରଭୁ ଜଗନ୍ନାଥ ମଧ୍ୟ ନିଜ ଶ୍ରୀ ମନ୍ଦିରକୁ ରକ୍ତର ଛିଟାରେ ଲାଲ କରିଦେଇଥିଲେ।
Special Report
ବନ୍ଧୁଗଣ କାଲି ଲକ୍ଷ ଲକ୍ଷ ଭକ୍ତଙ୍କ ସାମ୍ନାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରର ନୀତି ଅନୁଷ୍ଠିତ ହୋଇଥିଲେ। ପ୍ରଭୁଙ୍କ ସାମ୍ନାରେ ଆଜି ଜଣେ ଭକ୍ତ ଚେତା ଶୂନ୍ୟ ହୋଇପଡିଥିଲେ ଏବଂ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା। ମୃ-ତ ବ୍ୟକ୍ତି ଜଣଙ୍କ ହେଲେ ରାଜସ୍ଥାନର ଅମ୍ବାଲାଲ। 
ଅମ୍ବାଲାଲ ନିଜ ପରିବାର ସହ ସ୍ନାନ ପୂର୍ଣ୍ଣିମା ଦେଖିବାକୁ ଆସିଥିଲେ। ସ୍ନାନ ମଣ୍ଡପ ସମ୍ମୁଖରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ହଠାତ୍ ତଳେ ପଡ଼ି ଯାଇଥିଲେ। ଅମ୍ବାଲାଲଙ୍କୁ ପୁଲିସ ଉଠାଇ ପ୍ରାରମ୍ଭିକ ଚିକିତ୍ସା ପ୍ରଦାନ କରିଥିଲା।
ଏପରିକି ସିପିଆର୍ ବି ଦିଆଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ। 
ବନ୍ଧୁଗଣ ଆଉ ଜଣେ ଭକ୍ତ ମଧ୍ୟ ସମୁଦ୍ରରେ ବୁଡ଼ି ଜୀବନ ହାରିଦେଇଥିଲେ। ତେଣୁ ପ୍ରଭୁ ଜଗନ୍ନାଥ ଜାଣିଶୁଣି ଏମିତି କରିଛନ୍ତି ବୋଲି ଅନେକ ଭକ୍ତ ଆଲୋଚନା କରୁଛନ୍ତି।
ସ୍ନାନ ପୂର୍ଣ୍ଣିମାରେ ଲୁହରେ ସ୍ନାନ କରିଥିଲେ ପ୍ରଭୁ ଆଉ ସେ ନିଜେ ଦୁଃଖି ଅଛନ୍ତି ବୋଲି ନିଜର ଶୁଖିଲା ମୁହଁରେ ସମସ୍ତଙ୍କୁ ଜଣାଇଦେଇଛନ୍ତି। ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ଭକ୍ତ ମାନେ ଆଲୋଚନା କାଟୁଛନ୍ତି ଆଉ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.