Movie prime

୨୦୨୪ ପାଇଁ ବାବା ଦେଲେ ଖୋଲା ଚ୍ୟାଲେଞ୍ଜ ଦେଖନ୍ତୁ କରୋନା ଭାଇରସ ଟ୍ରେଲର ଦେଖିଥିଲା ସାରା ବିଶ୍ବ ଏବେ ଦେଖିବ ଫିଲ୍ମ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଜଣେ ବାବା ଅନେକ କଥା କହୁଛନ୍ତି ।
Special Report
ଏହି ବାବା ଜଣକ ୨୦୨୪ ମସିହାରେ ଘଟିବାକୁ ଯାଉଥିବା ଘଟଣା ବିଷୟରେ କହିଛନ୍ତି । କଟକ ଜିଲ୍ଲା ଖଣ୍ଡାୟତ ପଞ୍ଚାୟତ ଧାନେଶ୍ୱରି ବନରେ । ଏହି ବାବା ଜଣକ ଅନେକ କଥା କହିଛନ୍ତି । ସେ କହିଛନ୍ତି କରୋନା ବିଷୟରେ କିଛି କଥା ।
ଏହି ସ୍ଥାନରେ ଦୁଇଟି ଯଜ୍ଞ ହୋଇଥାଏ । ମାଳିକାରେ ଅନେକ କଥା ଲେଖାଯାଇଛି । ମାଳିକାକୁ ନେଇ ଅନେକ ଅପପ୍ରଚାର ହେଉଛି । ଆଜି ହେଉଛି ଏକ ପବିତ୍ର ଦିବସ । ମାଳିକା ଭୟ ନୁହେଁ ଅଭୟ । ପଞ୍ଚ ସଖାଙ୍କୁ ଜାଣିବା ପୂର୍ବରୁ ଆପଣମାନେ ଭଗବାନ ଜଗନ୍ନାଥଙ୍କୁ ଜାଣିବା ଉଚିତ୍ ।
Special Report
ପ୍ରତିଭା ବ୍ୟକ୍ତିମାନେ ଅନେକ କଥା କହିଛନ୍ତି । ମାଳିକାରେ ଅନେକ ପ୍ରକାରର କଥା ଲେଖାଯାଇଛି । ଏହି ପୀଠରେ ଅନେକ ଦିନ ଧରି ଅନେକ କିଛି କଥା ଲେଖାଯାଇଛି । ମାଳିକା ଗବେଷଣା ବିଷୟରେ ଅନେକ କଥା ଲେଖାଯାଇଛି ।
ଗୀତା, ଭାଗବତ ଆଦି ଲୋପ ପାଇଯିବ । ପୂର୍ବରେ କେହି ରହିବେ ନାହିଁ । ଯେଉଁମାନେ ସନ୍ନ୍ୟାସ ହୋଇଛନ୍ତି ସେମାନେ ସମାଜ ପ୍ରତି ଧ୍ୟାନ ଦେଇନାହାଁନ୍ତି । ମହାପୁରୁଷ ମାନଙ୍କ ବିଷୟରେ ଅନେକ କଥା ଲେଖାଯାଇଛି ।
Special Report
୨୦୨୪ ମସିହାରେ ଅନେକ କଥା ଘଟିବ ଯାହା ମାଳିକାରେ ଲେଖାଯାଇଛି । ଏହି ଗ୍ରନ୍ଥ ଓଡ଼ିଆରେ ନୁହେଁ ବରଂ ଦେବନାଗରୀ ଭାଷାରେ ଲେଖାଯାଇଛି । ମହାପୁରୁଷମାନେ ଅନେକ କଥା ଲେଖାଯାଇଛି । ଅନେକ ପୋଥି ଏବେ ସାମ୍ନାକୁ ଆସିଛି । 
Special Report
ଏବେ ଯାହା ଘଟଣା ଘଟୁଛି ତାହା ଠାରୁ ଅଧିକ ଘଟଣା ଘଟିବ ୨୦୨୪ ମସିହାରେ । ଭକ୍ତମାନେ ଅନେକ କିଛି କରିପାରିବେ ଏବେକାର ଭକ୍ତ ଭଲ ନୁହେଁ । ମହାପୁରୁଷ ମାନେ ଅନେକ କଥା କହିଛନ୍ତି । ଅନେକ ଗ୍ରନ୍ଥ ଏହି ବାବାଙ୍କ ପାଖରେ ଅଛି ।
ଅନେକ ମହାପୁରୁଷ ଅନେକ ଗ୍ରନ୍ଥ ଲେଖିଛନ୍ତି ଆଉ ଆପଣମାନେ ଏହି ସବୁ ଗ୍ରନ୍ଥ ତାଙ୍କ ପାଖରେ ପାଇପାରିବେ । କରୋନା ୨୦୨୩ ମସିହାରେ ଯାହା ହୋଇଛି ହୋଇଛି ଏହା ଆଗକୁ ଅଧିକ ହେବ ଯାହା ମାଳିକାରେ ଲେଖାଯାଇଛି । ଏଭଳି ଅନେକ କଥା ଏହି ବାବା ଜଣକ କହିଛନ୍ତି ଯାହା ଆପଣ ଏହି ଭିଡିଓ ଦେଖିଲେ ଜାଣିପାରିବେ ।