Movie prime

ବାବା କଲେ ଭବିଶ୍ୱତ ବାଣୀ ଦେଖନ୍ତୁ ଆହୁରି କଟିବ ୨ ମୁଣ୍ଡ ଦେଖନ୍ତୁ କଣ କହିଲେ ବାବା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ସ୍ଥାନର, ସବୁ ବିଷୟରେ ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ଭବିଷ୍ୟତ କଥା ଜାଣିଥିବେ । ଆଉ ଅନେକ ପ୍ରକାରର ଜ୍ୟୋତିଷ ଶାସ୍ତ୍ରକୁ ନେଇ ଆସୁଥିବା ଖବର ବିଷୟରେ ଜାଣିପାରିବେ । ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯାହା ଆସିଛି ଏହି ଭବିଷ୍ୟବାଣୀ ବା ମାଳିକାକୁ ନେଇ । 
ଏହି ଭିଡିଓରେ ଜଣେ ବାବା ଆଗକୁ ଘଟିବାକୁ ଯାଉଥିବା ସବୁ କଥା କହିଛନ୍ତି । ସେ ହେଉଛନ୍ତି ବଳରାମ ଗିରି । ସେ ଜଗତସିଂପୁର ଆଶ୍ରମରେ ରହୁଛନ୍ତି । ସେ ନାଗା ଚୈତନ୍ୟ ସମ୍ପ୍ରଦାୟରେ ଦୀକ୍ଷିତ ଅଛନ୍ତି । ନିକଟରେ ସେ ଓଳାଶୁଣୀ ଆସିଥିଲେ ।
ଆଉ ସେଠାରେ ସେ ୨୦୨୩ ମସିହାକୁ ନେଇ କିଛି କଥା କହିଥିଲେ । ସେ କହିଥିଲେ ଏହି ୨୦୨୩ ମସିହାରେ ତିନୋଟି ମୁଣ୍ଡ ଯିବ । ଗୋଟିଏ ମୁଣ୍ଡର ପ୍ରମାଣ ଦିଆ ସରିଲାଣି । ପ୍ରଥମ ମୁଣ୍ଡ ଗଲାଣି ।
ଆଉ ଦୁଇଟି ମୁଣ୍ଡ ଯିବ ଅପେକ୍ଷା କର କେଉଁ କେଉଁ ମୁଣ୍ଡ ଯାଉଛି । ଏଇଟା ହେଉଛି ମୁଖ୍ୟ ଟପିକ । ଧନ, ଜନ, ଆଉ ରାଜନୀତିଜ୍ଞ ଉପରେ କଳହ ବିଦ୍ରୋହ ଏବଂ ଆସ୍ଥାନ ଥରଗର ହେବ । ଏହି ୨୦୨୩ ମସିହାରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ହେବ ।
ଯୁଦ୍ଧର ଆଶଙ୍କା ମଧ୍ୟ ଏହି ୨୦୨୩ ମସିହାରେ ଅଛି । ଏମିତି ଅନେକ ପ୍ରକାରର କ୍ଷୟକ୍ଷତି ଏହି ୨୦୨୩ ମସିହାରେ ହେବ । ଚାଷୀମାନେ ଏହି ବର୍ଷ ଭଗବାନଙ୍କ ଆର୍ଶୀବାଦରୁ ସେମାନେ ଧାନ ପାଇଛନ୍ତି । 
ଯଦି ମନୁଷ୍ୟ ୮୪ ଯୋନି ଜନ୍ମ ହେବା ପରେ ମଧ୍ୟ ସମସ୍ତଙ୍କର ପରିବାରର ଏବଂ ଅନ୍ୟ ମାନଙ୍କର ପ୍ରିୟ ହୋଇ ନ ପାରିଲା ତାହେଲେ ଏହି ମଣିଷ ଜୀବନର କିଛି ମୂଲ୍ୟ ନାହିଁ । ସମସ୍ତ ସାଧୁ ସନ୍ଥ ମାନଙ୍କ ପାଖକୁ ଯିବେ ।
ଈଶ୍ୱର କେବଳ ବିଶ୍ୱକୁ ରକ୍ଷା କରିବେ ଏହିକଥା ସମସ୍ତେ ଜାଣିଛନ୍ତି । ଏହି ବାବା ଜଣକ କହିଛନ୍ତି ହେ ଈଶ୍ୱର ଏହି ସମାଜକୁ ରକ୍ଷା କର । ଆଉ ସାଧୁ ସନ୍ଥ ମାନଙ୍କର ସାଥ ଦିଅ । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।