Movie prime

ବାଛନ୍ତୁ ଗୋଟିଏ ବାକ୍ସ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଜୀବନରେ କଣ ହେବାକୁ ଯାଉଛି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ବାଛନ୍ତୁ ଗୋଟିଏ ସଂଖ୍ୟା ଯେଉଁଥିରେ ଲୁଚି ରହିଛି ଆପଣଙ୍କ ଭବିଷ୍ୟତ।
ଆପଣଙ୍କ ଭାଗ୍ୟରେ କଣ ଅଛି ଏବଂ ଆପଣଙ୍କ ଭାଗ୍ୟରେ କଣ ଘଟିବାକୁ ଯାଉଛି। ଏସବୁ ବିଷୟରେ ଏହି ସଂଖ୍ୟା ବାଛିବା ପରେ ଆପଣ ମାନେ ଜାଣିପାରିବେ। ଦୁଇଟି ବକ୍ସ ମଧ୍ୟରେ ଦୁଇଟି ସଂଖ୍ୟା ମଧ୍ୟ ରହିଛି ସେଥିମଧ୍ୟରୁ ବାଛନ୍ତୁ ଗୋଟିଏ ସଂଖ୍ୟା। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଭାଗ୍ୟରେ କ'ଣ ଅଛି। 
Special report
ପ୍ରଥମ ନମ୍ବର-: ଯଦି ଆପଣ ୧୧୧ ନମ୍ବର ବାଛିଛନ୍ତି ତାହାଲେ। ଯେଉଁ ବ୍ୟକ୍ତି ଆପଣଙ୍କ ପାଇଁ ପଜେଟିଭ ଭାବୁଥିଲେ କିନ୍ତୁ ସେ ଏବେ ଆପଣଙ୍କ ପାଇଁ ନେଗେଟିଭ ହୋଇଯାଇଛନ୍ତି। କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ।
ତାଙ୍କୁ ଲାଗୁଛି ଆପଣ ତାଙ୍କୁ କଣ୍ଟ୍ରୋଲ କରୁଛନ୍ତି। ଆପଣ ନିଜ କଥା ତାଙ୍କ ଆଗରେ ରଖୁଛନ୍ତି ଯାହା ତାଙ୍କୁ ଭଲ ଲାଗୁ ନାହିଁ। ଆପଣ ଜ୍ଞାନୀ, ଘମଣ୍ଡି ଅଟନ୍ତି ଏମିତି ସେ ଭାବୁଛନ୍ତି। ଆପଣ ସବୁ ଜାଣିଛନ୍ତି ଏମିତି ସେ ଭାବୁଛନ୍ତି। ତାଙ୍କ ମନରେ ଏମିତି ଇମେଜ ରହିଛି ଆପଣଙ୍କ ପାଇଁ।
Special report
ଦ୍ଵିତୀୟ ନମ୍ବର-: ଯେଉଁ ମାନେ ୨୨୨ ନମ୍ବର ବାଛିଛନ୍ତି ଆସନ୍ତୁ ଜାଣିବା ତାଙ୍କ ଭାଗ୍ୟ ବିଷୟରେ, ଆପଣ ଯାହା ସହିତ ଅଧିକ ସମୟ ବ୍ଯତୀତ କରିଥିବାରୁ। ତେଣୁ ଆପଣ ଦୁହେଁ ପରସ୍ପରକୁ ଛାଡି ରହିପାରୁନାହାନ୍ତି।
ଆପଣ ଯଦି ପ୍ରେମ କରୁଥିଲେ ବା ମ୍ୟାରେଡ ଥିଲେ ତେବେ ଆପଣଙ୍କ ଭିତରେ ତୃତୀୟ ବ୍ୟକ୍ତି ଅଛନ୍ତି। ତୃତୀୟ ବ୍ୟକ୍ତି ଆପଣଙ୍କୁ ଗାଇଡ କରୁଛନ୍ତି। କିନ୍ତୁ ତାଙ୍କୁ ଲାଗୁଛି ଯେ ସେ ଆପଣଙ୍କୁ ଖରାପ କଥା ଶିଖାଉଛନ୍ତି।
ସେଇଥିପାଇଁ ତାଙ୍କୁ ଲାଗୁଛି ଭଗବାନ ଆପଣଙ୍କୁ ସବୁ କିଛି ଦେଇଛନ୍ତି କିନ୍ତୁ ଆପଣଙ୍କ ଭିତରେ ଗର୍ବ ଆସିଯାଇଛି। ସେଥିପାଇଁ ଆପଣ କେୟାର ନେଉ ନାହାନ୍ତି ନିଜ ଖୁସିରେ ରହୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.