Movie prime

ବାଛନ୍ତୁ ଗୋଟିଏ କାର୍ଡ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଶ୍ୱତରେ କଣ ଅଛି

 
Speed report
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଏଠାରେ ୩ ଟି କାର୍ଡ ଦିଆଯାଇଅଛି ଆପଣ ଏହି କାର୍ଡ ମାନଙ୍କ ମଧ୍ୟରୁ ଯେ କୌଣସି ଗୋଟିଏ କାର୍ଡ ବାଛି ନିଅନ୍ତୁ। ଆପଣ ଈଶ୍ଵର ଙ୍କୁ ସ୍ମରଣ କରି ଯେଉଁ କାର୍ଡ ଆପଣଙ୍କୁ ଆକର୍ଷିତ କରୁଛି ତାହାକୁ ବାଛନ୍ତୁ। ଏହା ଦ୍ଵାରା ଆପଣଙ୍କ ପାଇଁ ଭଗବାନ କଣ ଚିନ୍ତା କରିଛନ୍ତି ବା ଆପଣଙ୍କ ଭାଗ୍ୟ ରେ କଣ ହେବାକୁ ଯାଉଛି ତାହା ବିଷୟରେ ଜାଣି ପାରିବେ।
Special report
ଭଗବାନ ଆମ ମାନଙ୍କ ପାଇଁ ଯାହା ଚିନ୍ତା କରିଥାନ୍ତି ତାହା ଭଲ ହୋଇଥାଏ ଏହା ସମସ୍ତେ ଜାଣିଥାନ୍ତି। କାହା ଜୀବନରେ ସୁଖ ତ କାହା ଦୁଖ ଲାଗି ରହିଥାଏ ଯାହା ପ୍ରକୃତିର ନିୟମ ଅଟେ। ତେବେ ଆସନ୍ତୁ ଜାଣିବା ଆପଣ ଚୟନ କରିଥିବା କାର୍ଡ କଣ କହୁଛି।
୧- ଯଦି ଆପଣ ଚିତ୍ର ରେ ଥିବା ପ୍ରଥମ କାର୍ଡ କୁ ବାଛିଛନ୍ତି ତେବେ ଏହା ବହୁତ ଖାସ ଅଟେ। ଏହି କାର୍ଡ ଆପଣ ଙ୍କୁ ଜୀଵନ କୁ ଗମ୍ଭୀରତା ର ସହିତ ଦେଖିବାକୁ କହୁଛି। ଏବଂ ଆପଣ ଜୀବନର ସତ୍ୟ ଏବଂ
Special report
ମିଥ୍ୟା ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ କାହା ଉପରେ ଅତି ଶୀଘ୍ର ଏବଂ ଅଧିକ ବିଶ୍ୱାସ କରିବା ଉଚିତ ନୁହେଁ। ସବୁ ପରିସ୍ଥିତି କୁ କିମ୍ବା ଜିନିଷ କୁ କେବଳ ବାହାରୁ ନୁହେ ବରଂ ତାର ଗଭୀରତା ଭିତରକୁ ଯାଇ ଦେଖିବାକୁ ପଡିବ।
୨- ବନ୍ଧୁଗଣ ଯଦି ଆପଣ ଚିତ୍ରରେ ଥିବା ଦ୍ୱିତୀୟ କାର୍ଡ କୁ ବାଛି ଛନ୍ତି ତେବେ ଏହା ଅନୁସାରେ ଆପଣ ଯେଉଁ ଚିନ୍ତା ରେ ବୁଡି ରହିଛନ୍ତି ସେଠାରୁ ବାହାରକୁ ଆସି ବାସ୍ତବତାକୁ ଜାଣିବାକୁ ଚେଷ୍ଟା କରନ୍ତୁ।
Special report
ଏବଂ ଆପଣ ଙ୍କ ଜୀଵନ ରେ ବହୁତ କିଛି ନୂତନ ପରିବର୍ତ୍ତନ ଆସି ପାରେ। ଏବଂ ଏହି ପରିବର୍ତ୍ତନ ଯୋଗୁଁ ଆପଣ ନିଜ ଜୀଵନ ରେ କିଛି ନୂଆ ଜିନିଷ ଶିକ୍ଷା କରିବେ। ଏବଂ ନୂତନ ଜିନିଷ ରେ ପାଦ ରଖୁବା ଏବଂ ନୂତନ କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ ଅଟେ ।
୩- ବନ୍ଧୁଗଣ ଯଦି ଆପଣ ତୃତୀୟ କାର୍ଡ କୁ ଚୟନ କରିଛନ୍ତି ତେବେ ଏହାର ଅର୍ଥ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ। ଏବଂ ଜୀଵନ ରେ ଆସୁଥିବା ସମସ୍ତ ସମସ୍ୟା କୁ ନିଡର ଭାବେ ସାମ୍ନା କରନ୍ତି।
କୌଣସି ନୂତନ କାର୍ଯ୍ୟ କରିବା ପାଇଁ ମଧ୍ୟ ଡରନ୍ତି ନାହିଁ ସର୍ଵଦା ସକରାତ୍ମକ ଭାବ ରଖନ୍ତୁ। ଏବଂ ଏହା ଦ୍ୱାରା ଆପଣ ଜୀଵନ ରେ ଅନେକ ଉନ୍ନତି କରି ପାରିବେ।