Movie prime

ବାଛନ୍ତୁ ଗୋଟିଏ ହାତୀ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତରେ କଣ ହେବାକୁ ଯାଉଛି ଘଟଣା/ଦୁର୍ଘଟଣା !!

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତେବେ ଏହି ହାତୀ ଭିତରୁ ଗୋଟିଏ ହାତୀ ବାଛନ୍ତୁ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ କିଛି ଚମତ୍କାରୀ ଗୂଢ ରହସ୍ୟ ବିଷୟରେ। ଆପଣଙ୍କର ସମୟ ଓ ଆପଣଙ୍କର ଭାଗ୍ୟ ଆପଣଙ୍କୁ କେଉଁ ଦିଗକୁ ଅଗ୍ରସର କରିବ ତାହା ମଧ୍ୟ ଏହି ହାତୀ ମାଧ୍ୟମରେ ଜାଣିପାରିବେ।
Special Report
ଆମ ଦେଶରେ ୯୦% ଲୋକମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖିଥାନ୍ତି। ତେବେ ବନ୍ଧୁଗଣ ସ୍କ୍ରିନରେ ଦିଆଯାଇଥିବା ୩ ଟି ରଙ୍ଗର ହାତୀ ମଧ୍ୟରୁ ଗୋଟିଏ ରଙ୍ଗର ହାତୀକୁ ବାଛିବାକୁ ପଡିବ। ଆସନ୍ତୁ ଜାଣିନେବା ସେହି ବିଷୟ ରେ।
୧- ପ୍ରଥମ ହାତୀ : ଯଦି ଆପଣ ପ୍ରଥମ ହାତୀ ଚୟନ କରିଛନ୍ତି ତେବେ ଆପଣଙ୍କ ଭାଗ୍ୟରେ ବହୁତ ଭଲ ଲେଖାଅଛି। ଲୋକଙ୍କ ଉପରେ ଅଧିକ ଭାବ ରଖିବା ବା ନିନ୍ଦା ସହ୍ୟ ନ କରିବା ବା ସାହାଜ୍ଯ ଓ ସମ୍ମାନ କରିବା ଆପଣଙ୍କ ଭାଗ୍ୟକୁ ଉଜ୍ବଳ କରିଥାଏ। ଏହି ଭ୍ୟାସ ପାଇଁ ଆପଣ ଜୀବନରେ ସଫଳ ଆଡକୁ ଅଗ୍ରସର ହୋଇଥାନ୍ତି।
ଆପଣଙ୍କ ଭାଗ୍ୟ ଆପଣଙ୍କ ହାତରେ ଅଛି। ନିଜର ଚିନ୍ତାଧାରା ଓ କର୍ମ ବଦଳାନ୍ତୁ। ବହୁତ ଜଲ୍ଦି ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଯାହା ପାଇଁ ଆପଣଙ୍କୁ ସବୁ କିଛି ମିଳିବାକୁ ଯାଉଛି। ଆପଣଙ୍କୁ ଚାକିରି କ୍ଷେତ୍ରରେ ବହୁତ ବଡ ସଫଳତା ମିଳିବାକୁ ଯାଉଛି। ଯାହା ପାଇଁ ଆପଣ ବହୁତ ଖୁସି ହେବେ।
Special Report
୨- ଦ୍ଵିତୀୟ ହାତୀ : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ଭାଗ୍ୟରେ ସଂଘର୍ଷ ଲେଖା ଥିଲା ଯାହା ଆପଣ ଏବେ ଯାଏଁ କରି ଆସିଛନ୍ତି। ଏବେ କିନ୍ତୁ ଚିନ୍ତା କରନ୍ତୁ ନାହି। ବହୁତ ଜଲ୍ଦି ଆପଣ ସ୍ମାର୍ଟ ୱାର୍କ କରିବେ ଆଉ ଅଧିକ ପଇସା କମାଇବେ।
ଆପଣଙ୍କ ଲାଇଫରେ ଏମିତି ଜେର୍ଣ ବ୍ୟକତି ଆସିବେ ଯିଏ ବରଦାନ ଠାରୁ କମ ନୁହେଁ। ଏଥିପାଇଁ ଆପଣଙ୍କୁ ସେହି ବ୍ୟକ୍ତିଙ୍କର କେୟାର କରିବାକୁ ହେବ। ଆପଣ ନିଜର ଘର, ଗାଡି ପଇସା ପ୍ରାପ୍ତ କରିବେ। ଗର୍ବକୁ ଦୂରେଇ ଦିଅନ୍ତୁ, ଆପଣଙ୍କ ଭାଗ୍ୟ ଉଜ୍ବଳ ଅଟେ। ବହୁତ ଜଲ୍ଦି ଆପଣ ଲକ୍ଷପତି ହେବାକୁ ଯାଉଛନ୍ତି।
Special Report
୩- ତୃତୀୟ ହାତୀ : ଯଦି ଆପଣ ତୃତୀୟ ହାତୀ ଚୁଜ କରିଛନ୍ତି ତେବେ ଆପଣ ଜୀବନରେ ବହୁତ ଅଧିକ ଧୋକା ଖାଇଛନ୍ତି। ଲୋକେ ଆପଣଙ୍କର ସ୍ଵଭାବର ଫାଇଦା ଉଠାଇଛନ୍ତି। ଲୋକେ ଭାବୁଛନ୍ତି ଆପଣ ବହୁତ ଜଲ୍ଦି ବୋକା ହୋଇଥାନ୍ତି।
ଆପଣ ସହଜରେ ଲୋକଙ୍କ ଉପରେ ବିଶ୍ଵାସ କରିଥାନ୍ତି ଯାହାର ଫାଇଦା ଲୋକେ ଉଠାଇଥାନ୍ତି। ଆପଣ ମନରୁ ନ ଭାବି ମାଇଣ୍ଡ ରେ କାମ କରନ୍ତୁ। ଅଯଥା ଖର୍ଚ୍ଚ ବା ବୁଲିବାରେ ସମୟ ବରବାତ କରନ୍ତୁ ନାହି। ଆପଣଙ୍କ କିସ୍ମତ ବେଷ୍ଟ ଅଛି। କିସମତରେ ଆପଣ ମେହନତରେ ସବୁ ପାଇବେ। ପୈତୃକ ସମ୍ପତି ମିଳିବାକୁ ଯାଉଛି ଆପଣଙ୍କୁ।