Movie prime

ବାଛନ୍ତୁ ଆପଣଙ୍କ ଇଷ୍ଟ ଦେବତାଙ୍କୁ ଆଉ ଦେଖନ୍ତୁ ଆପଣଙ୍କ ଆଗାମୀ ଭବିଶ୍ୱତ କେମିତି ଅଛି ଏହି ବିଶେଷ ସନ୍ଦେଶ ଦ୍ଵାରା ଆପଣ ପ୍ରଭାବିତ ହେବେ ଏମିତି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୩ଟି ଭଗବାନ ଚିତ୍ର। ସେମାନେ ହେଉଛନ୍ତି ଭଗବାନ ଗଣେଶ, ଶିବ ଓ ଶ୍ରୀକୃଷ୍ଣ। ଏମାନଙ୍କ ମଧ୍ୟରୁ ଆପଣଙ୍କୁ ଯେ କୌଣସି ଜଣଙ୍କୁ ନିଜ ମନ ପସନ୍ଦ ଅନୁଯାୟୀ ବାଛିବାକୁ ପଡିବ।
ତା ପରେ ଆମେ ଆପଣଙ୍କର ବର୍ତ୍ତମାନ ଓ ଭବିଷ୍ୟତର ସ୍ଥିତି ବିଷୟରେ କହିବୁ। ଯାହା ଦ୍ଵାର ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ଚାଲିଛି ସେଥିରୁ ଆପଣ ବାହାରି ପାରିବେ। ତେବେ ବାଛି ନିଅନ୍ତୁ ୩ଟି ଭଗବାନ ଙ୍କ ମଧ୍ୟରୁ ଜଣଙ୍କୁ। 
୧- ଭଗବାନ ଗଣେଶ : ଯଦି ଆପଣ ଭଗବାନ ଗଣେଶ ଙ୍କ ଚିତ୍ର ଚୟନ କରିଛନ୍ତି ବର୍ତ୍ତମାନ ସମୟ କହୁଛି ଆପଣ ଦୁଖ ଭୋଗ କରିବେ ନାହିଁ। ଯାହା ବି ବିଘ୍ନ ଆସିଥିଲା ସେଠାରୁ ଖୁସି ଖବର ଆସିବ। ଶତ୍ରୁ ଭୟଭୀତ ରହିବେ।
ଯଦି ଆପଣ କୌଣସି କାର୍ଯ୍ୟ କରନ୍ତି ତେବେ ବିବେକ ଓ ଚିନ୍ତାକୁ ଭଲରେ ଲଗାନ୍ତୁ। ସନ୍ତାନ ସୁଖର ପ୍ରାପ୍ତ ହେବ। ରୁଣ ସୁଝିବା ପାଇଁ ପ୍ରାପ୍ୟ ମିଳିଯିବ। ଗ୍ରହ ମାନେ ଆପଣଙ୍କ ସପକ୍ଷରେ ଅଛନ୍ତି । ଜଣେ ବିଶ୍ଵସ୍ତ ପଣ୍ଡିତଙ୍କ ପାଖକୁ ଯାଇ ଜାତକରେ ଥିବା ଦୋଷର ନିବାରଣ କରନ୍ତୁ।
୨- ଭଗବାନ ଶିବ : ଯଦି ଆପଣଙ୍କୁ ଭଗବାନ ଶିବଙ୍କ ଚିତ୍ର ଅଧିକ ଭଲ ଲାଗିଛି ତେବେ ଦୁସ୍ଵପ୍ନ ଦୂର ହେବ। ସୁଖରେ ଜୀବନ ବିତାଇବେ। ଅଧିକ ବ୍ୟସ୍ତ ରହୁଥିଲେ ସେଥିରେ ସଫଳତା ପାଇବେ। କିନ୍ତୁ ସଫଳତା ଆପଣଙ୍କ ହାତକୁ ବିଳମ୍ବରେ ଆସିବ। ଗ୍ରହ ଦଶା କାରଣରୁ ଏହା ଭିତରେ ମନ୍ଦ ଦଶା ଭୋଗ କରିସାରିଛନ୍ତି।
ମାନସିକ ଚିନ୍ତା ଦୂର ହେବ।ଆପଣଙ୍କର ଆଗାମୀ ଜୀବନରେ ୩ଟି ମନ୍ଦ ଦଶା ଭୋଗ ହେବ। ସେହି ସମୟରେ ସତର୍କ ରହିବା ସହ ପଣ୍ଡିତଙ୍କୁ ଜାତକ ଦେଖାଇ ପ୍ରତିକାର କରନ୍ତୁ। ଆପଣ ବହୁତ ଦିନ ହେଲା ରୋଜଗାର ବେଳେ ଧନ ବ୍ୟୟ କରୁଥିଲେ। ସନ୍ତାନଙ୍କୁ ନେଇ ସୁଖ ସମ୍ବାଦ ପାଇବେ।
୩- ଭଗବାନ କୃଷ୍ଣ : ଆପଣଙ୍କୁ ଭଗବାନ କୃଷ୍ଣଙ୍କ ଚିତ୍ର ଆକର୍ଷିତ କରିଥିଲେ ଆପଣ ଦେଖିବାକୁ ଖୁବ ସୁନ୍ଦର, ଚତୁର, ସମାଜରେ ଆପଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି। ଆପଣ ଅତୀତରେ ଦୁଖରେ ରହୁଥିଲେ କିନ୍ତୁ ଏବେ ସବୁ ଦୂର ହେବ। ସନ୍ତାନ, ପରିବାର ତରଫରୁ ଯାହା ଦୁଖ ମିଳୁଥିଲା ତାହା ଦୂର ହେବ।
ଅପବ୍ୟୟରେ ସୁଧାର ଆସିବ ଏବଂ ଆର୍ଥିକ ସ୍ଥିତି ଭଲ ରହିବ। ଆପଣ ସଞ୍ଚୟ ଅଧିକ କରିବେ। ନାନା ଉଦବେଗ ଜାତ ହେଉଛି। ଆପଣାର ଲୋକ ପର ହେଉଥିଲେ କିନ୍ତୁ ଏବେ ସେମାନେ ନିଜର ହେବେ। ଖରାପ ଫଳ ଯାହା ଜୀବନରେ ଥିଲା ତାହା ଚାଲିଯାଇଛି।