Movie prime

Malika Bachana ରେ ଜଣା ପଡିଲା ବିରାଟ ସତ୍ୟ ଦେଖନ୍ତୁ ବେଳ ନିକଟ ହେବ କିଛି ଏମିତି ଯାହାକୁ ....

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ଏହି ଭିଡିଓ ମାଧ୍ୟମରେ ମାଳିକା ବଚନ ବିଷୟରେ କିଛି କଥା ଜାଣିପାରିବା । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମାଳିକାରେ ଯାହା ଲେଖା ହୋଇଛି ତାହା ସତ ହୋଇଥାଏ ।
ସନାତନ ଧର୍ମ କେବଳ ୧୧ଟି ରାଷ୍ଟ୍ର ନୁହେଁ ବରଂ ୧୧୧ଟି ଦେଶରେ ବାନା ଉଡାଇବ । ୪୫୩ ଛାନ୍ଦରେ କଳିଯୁଗ ବିଷୟରେ ସବୁ କଥା ଲେଖା ଯାଇଛି । ନୀଳଚକ୍ର ବାନା ଉଡ଼ି ପିପିଲିରେ ପଡ଼ିବ । ମହାପ୍ରଭୁଙ୍କ ପାଖରେ ୪ଟି ଜିନିଷ ରହିଛି ।
Special Report
କେବଳ ଅର୍ଥ ଥିଲେ ଜଣେ ବ୍ୟକ୍ତି ଖୁସିରେ ରହିବ ତାହା ନୁହେଁ ବ୍ୟକ୍ତି ପାଖରେ ଧର୍ମ, ଅର୍ଥ, କାମ, ଓ ମୋକ୍ଷ ରହିବା ଦରକାର । ଏହା ନଥିଲେ ଶାନ୍ତି ନଥାଏ । ଏଭଳି ଅନେକ କଥା ସେ କହିଛନ୍ତି ।
ଏହି ବାବା ଜଣକ ମାଳିକା ବଚନକୁ ନେଇ ଅନେକ କଥା କହିଛନ୍ତି । ସଂସାରରେ ଯିଏ ଜୀବ ହ-ତ୍ୟା କରୁଛି ସେ ହେଉଛି ପାପୀ । ଯେଉଁମାନେ ପାପ କର୍ମ କରୁଛନ୍ତି ସେମାନେ ହେଉଛନ୍ତି ପାପାତ୍ମା ।
Special Report
ଆଉ ଯେଉଁମାନେ ଭଲ କାମ କରୁଛନ୍ତି ସେମାନେ ହେଉଛନ୍ତି ଶୁଦ୍ଧ ଆତ୍ମା । ଯେଉଁମାନେ ସାଧୁ ସନ୍ଥଙ୍କ ସହିତ ମିଶିଲେ ଏବଂ ଘରଦ୍ୱାର ଭଲରେ ଚଳେଇଲେ ଆଉ ଏଭଳି ସବୁ କାମ କରିଲେ ଶୁଦ୍ଧ ଆତ୍ମା ହୋଇଥାନ୍ତି । ଯେଉଁମାନେ ଧର୍ମକୁ ପ୍ରଚାର କରନ୍ତି ସେମାନେ ହେଉଛନ୍ତି ପୁଣ୍ୟାତ୍ମା ।
Special Report
ଦିବ୍ୟାତ୍ମା ହେଲେ ସେମାନେ ପରମାତ୍ମାଙ୍କ ପାଖରେ ପହଞ୍ଚି ପାରିବେ । ଏବେ ସମୟ ପାଖେଇ ଆସୁଛି ସନାତନ ଧର୍ମ ପ୍ରକାଶ ପାଇବ । ଆଉ ସନାତନ ଧର୍ମ ଅନେକ ରାଷ୍ଟ୍ରରେ ଚହଳ ପକାଇବ । ସନାତନ ଧର୍ମ ବହୁତ ଲୋକଙ୍କ ମନରେ ଆସିବ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିପାରିବେ । ଏହି ଭିଡିଓ ଦେଖିଲେ ଅନେକ ଲୋକ ଅନେକ କଥା ଜାଣିପାରିବେ । ଏବେ ଏହି ଭିଡିଓ ବହୁତ ପରିମାଣରେ ଭାଇରାଲ ହେଉଛି ।