Movie prime

୧୨ ରାଶି ମାନଙ୍କ ନିଜ ନିଜ ଆରାଧ୍ୟ ଜ୍ୟୋତିଲିଙ୍ଗ ଦେଖନ୍ତୁ କିଏ କେଉଁ ଜ୍ୟୋତି ଲିଙ୍ଗକୁ ପୂଜା କଲେ ପାଇବେ ମନ ମୁତାବକ ବର - Devotional

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭଗବାନ ଶିବଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ମାତ୍ରକେ ସମସ୍ତ କଷ୍ଟ ଦୂର ହୋଇଯାଇଥାଏ। ହିନ୍ଦୁ ମାନଙ୍କ ମଧ୍ୟରେ ମାନ୍ୟତା ଅଛି ଯେ ଯେଉଁ ମନୁଷ୍ୟ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ବାରଟି ଜ୍ୟୋତିର୍ଲିଙ୍ଗ ର ସ୍ମରଣ କରିଥାଏ ତାହାର ପାପ, ଦୁଃଖ, କଷ୍ଟ ଦୂର ହୋଇଯାଏ।
ଶିବ ପୁରାଣ ଅନୁସାରେ ଭଗବାନ୍ ଶିବ ଲୋକ କଲ୍ୟାଣ ନିମନ୍ତେ ଲିଙ୍ଗ ରୂପରେ ବାସ କରିଥାନ୍ତି। ଭଗବାନ ଶିବଙ୍କ ୧୨ ଟି ଜ୍ୟୋତିର୍ଲିଙ୍ଗ ୧୨ ଟି ରାଶି ଚକ୍ର ସହିତ ଯୋଡ଼ିତ ଥାଆନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ୧୨ ଟି ଜ୍ୟୋତିର୍ଲିଙ୍ଗ ସହିତ ୧୨ ଟି ରାଶିର ପୂଜା ବିଧି। 
Special Report
୧- ମେଷ:-
ମେଷ ରାଶି ଥିବା ଜାତକର ଲୋକମାନେ ରାମେଶ୍ବର ଜ୍ୟୋତିର୍ଲିଙ୍ଗ କୁ ପୂଜା କରିବା ଉଚିତ୍। ଏହି ଜ୍ୟୋତିର୍ଲିଙ୍ଗ କୁ ପୂଜା କରିବା ଦ୍ୱାରା ବହୁତ୍ ପୁଣ୍ୟ ଲାଭ ହୋଇଥାଏ। ମେଷ ରାଶିର ବ୍ୟକ୍ତି ମାନେ ଓମ୍ ନମଃ ଶିବାୟ ନମଃ ରାମେଶ୍ବରାୟ ମନ୍ତ୍ର ଜପ କରିବା ଉଚିତ୍।
୨- ବୃଷ:-
ବୃଷ ରାଶି ଲୋକମାନେ ସୋମନାଥ ଜ୍ୟୋତିର୍ଲିଙ୍ଗକୁ ଆରଧନା କରିବା ଉଚିତ୍। ଏହାଦ୍ବାରା ଅଟକି ଥିବା କାର୍ଯ୍ୟ ସଫଳ ହେବା ସହିତ ସବୁ ମନସ୍କାମନା ପୂରଣ ହୋଇଥାଏ। ଏହି ରାଶିର ଲୋକମାନେ ଓମ୍ ନମଃ ଶିବାୟ ନମଃ ସୋମନାଥାୟ ମନ୍ତ୍ର ଜପ କରିବା ଉଚିତ୍। 
Special Report
୩- ମିଥୁନ:-
ଏହି ରାଶିର ଲୋକମାନେ ନାଗେଶ୍ଵର ଜ୍ୟୋତିର୍ଲିଙ୍ଗକୁ ଜପ କରିବା ଉଚିତ୍। ଏହାଦ୍ବାରା ସମସ୍ତ ରୋଗ ବ୍ୟାଧି ରୁ ମୁକ୍ତି ମିଳିଥାଏ। ଏହି ରାଶିର ବ୍ୟକ୍ତି ମାନେ ଓମ୍ ନମଃ ଶିବାୟ ନମଃ ନାଗେଶ୍ଵରାୟ ମନ୍ତ୍ର ଜପ କରିବା ଉଚିତ୍। 
୪- କର୍କଟ:-
ଏହି ରାଶିର ଲୋକମାନେ ଓମକାରେଶ୍ୱର ଜ୍ୟୋତିର୍ଲିଙ୍ଗକୁ ଜପ କରିବା ଉଚିତ୍।ଏହାଦ୍ଵାରା ଅନେକ ସୁଫଳ ମିଳିଥାଏ। ଏହି ରାଶିର ବ୍ୟକ୍ତି ମାନେ ଓମ୍ ନମଃ ଶିବାୟ ନମଃ ଓମକାରେଶ୍ୱରାୟ ମନ୍ତ୍ର ଜପ କରିବା ଉଚିତ୍।
୫- ସିଂହ:-
ଏହି ରାଶିର ଲୋକମାନେ ଦୁସ୍ମେଶ୍ୱର ଜ୍ୟୋତିର୍ଲିଙ୍ଗକୁ ସବୁବେଳେ ପୂଜା କରିବା ଉଚିତ୍। ଏହାଦ୍ବାରା ଅଟକି ଥିବା କାର୍ଯ୍ୟ ସଫଳ ହେବା ସହିତ ସବୁ ମନସ୍କାମନା ପୂରଣ ହୋଇଥାଏ। ଏହି ରାଶିର ବ୍ୟକ୍ତି ମାନେ ଓମ୍ ନମଃ ଶିବାୟ ନମଃ ଦୁସ୍ମେଶ୍ୱରାୟ ମନ୍ତ୍ର ଜପ କରିବା ଉଚିତ୍। 
Special Report
୭- କନ୍ୟା:-
ଏହି ରାଶିର ବ୍ୟକ୍ତି ମାନେ ମଲ୍ଲିକାଜୁନା ଜ୍ୟୋତିର୍ଲିଙ୍ଗକୁ ସବୁବେଳେ ପୂଜା କରିବା ଉଚିତ୍। ଏହାଦ୍ଵାରା ଅନେକ ସୁଫଳ ମିଳିଥାଏ। ଏହି ରାଶିର ବ୍ୟକ୍ତି ମାନେ ଓମ୍ ନମଃ ଶିବାୟ ନମଃ ମଲ୍ଲିକାଜୁନାୟ ମନ୍ତ୍ର ଜପ କରିବା ଉଚିତ୍।
୮- ତୁଳା:-
ଏହି ରାଶିର ବ୍ୟକ୍ତି ମାନେ ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗକୁ ସବୁବେଳେ ପୂଜା କରିବା ଉଚିତ୍। ଏହି ରାଶିର ବ୍ୟକ୍ତି ମାନେ ଓମ୍ ନମଃ ଶିବାୟ ନମଃ ମହାକାଳେଶ୍ଵରାୟ ମନ୍ତ୍ର ଜପ କରିବା ଉଚିତ୍। 
୯- ବିଛା:- 
ଏହି ରାଶିର ଲୋକ ମାନେ ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗକୁ ସବୁଦିନ ପୂଜା କରିବା ଉଚିତ୍। ଏହି ଜ୍ୟୋତିର୍ଲିଙ୍ଗ କୁ ପୂଜା କରିବା ଦ୍ୱାରା ବହୁତ୍ ପୁଣ୍ୟ ଲାଭ ହୋଇଥାଏ। ଏହି ରାଶିର ବ୍ୟକ୍ତି ମାନେ ଓମ୍ ନମଃ ଶିବାୟ ନମଃ ରାୟ ବୈଦ୍ୟନାଥରାୟ ମନ୍ତ୍ର ଜପ କରିବା ଉଚିତ୍।
୧୦- ଧନୁ:-
ଏହି ରାଶିର ଲୋକମାନେ ବିଶେଶ୍ୱର ଜ୍ୟୋତିର୍ଲିଙ୍ଗକୁ ସବୁଦିନ ପୂଜା କରିବା ଉଚିତ୍। ଏହି ଜ୍ୟୋତିର୍ଲିଙ୍ଗ କୁ ପୂଜା କରିବା ଦ୍ୱାରା ବହୁତ୍ ପୁଣ୍ୟ ଲାଭ ହୋଇଥାଏ। ଏହି ରାଶିର ବ୍ୟକ୍ତି ମାନେ ଓମ୍ ନମଃ ଶିବାୟ ନମଃ ରାୟ ବିଶେଶ୍ୱରାୟ ମନ୍ତ୍ର ଜପ କରିବା ଉଚିତ୍।
୧୧- ମକର:-
ଏହି ରାଶିର ବ୍ୟକ୍ତି ମାନେ ଭୀମଶଙ୍କର ଜ୍ୟୋତିର୍ଲିଙ୍ଗକୁ ସବୁଦିନ ପୂଜା କରିବା ଉଚିତ୍। ଏହି ଜ୍ୟୋତିର୍ଲିଙ୍ଗ କୁ ପୂଜା କରିବା ଦ୍ୱାରା ବହୁତ୍ ପୁଣ୍ୟ ଲାଭ ହୋଇଥାଏ। ଏହି ରାଶିର ବ୍ୟକ୍ତି ମାନେ ଓମ୍ ନମଃ ଶିବାୟ ନମଃ ଭୀମଶଙ୍କରାୟ ମନ୍ତ୍ର ଜପ କରିବା ଉଚିତ୍।
୧୨- କୁମ୍ଭ:-
ଏହି ରାଶିର ବ୍ୟକ୍ତି ମାନେ କେଦାରନାଥ ଜ୍ୟୋତିର୍ଲିଙ୍ଗକୁ ସବୁଦିନ ପୂଜା କରିବା ଉଚିତ୍। ଏହାଦ୍ବାରା ସମସ୍ତ ରୋଗ ବ୍ୟାଧି ରୁ ମୁକ୍ତି ମିଳିଥାଏ। ଏହି ରାଶିର ବ୍ୟକ୍ତି ମାନେ ଓମ୍ ନମଃ ଶିବାୟ ନମଃ କେଦାରନାଥୟ ମନ୍ତ୍ର ଜପ କରିବା ଉଚିତ୍।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.