Movie prime

ଶିବ ଲିଙ୍ଗ ଉପରେ ଚଢ଼ା ଯାଇଥିବା ବେଲପତ୍ର ପ୍ରସାଦ ରୂପରେ ପାଇଲେ କଣ ହୁଏ ? ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ

 
Special Report
ବେଲପତ୍ର ର ମହତ୍ୱ ବିଷୟରେ କେହି କେହି ଜାଣି ନଥାନ୍ତି।ଶିବ ଲିଙ୍ଗ ରେ ଚଢ଼ା ଯାଉଥିବା ବେଲପତ୍ର କୁ ଖାଇବାର ଫାଇଦା ବିଷୟରେ ଜାଣିବା ଉଚିତ।
ବାସ୍ତବରେ ଯେବେ ଆପଣ ଶିବ ଲିଙ୍ଗ ରେ ବେଲପତ୍ର ଚଢ଼ଉଛନ୍ତି ତେବେ ସେହି ବେଲପତ୍ର କୌଣସି ସାଧାରଣ ବେଲପତ୍ର ହୋଇନଥାଏ।ତାହା ଭଗବାନ ଶିବ ଙ୍କ ପ୍ରସାଦ ବନି ଯାଇଥାଏ।ଧର୍ମ ଶାସ୍ତ୍ର ରେ କୁହାଯାଇଥାଏ ବେଲପତ୍ର ୬ ମାସ ପର୍ଯ୍ୟନ୍ତ ବାସି ହୋଇନଥାଏ।
ଏହାକୁ ଥରେ ପ୍ରଯୋଗ କରିବା ପରେ ଅର୍ଥାତ୍ ଏହାକୁ ଥରେ ଶିବ ଲିଙ୍ଗ ରେ ଚଢ଼ାଇବା ପରେ ଧୋଇ କରି ପୁନର୍ବାର ଚଢାଇ ପାରିବେ।ବେଲପତ୍ର ଭଗବାନ ଶିବ ଙ୍କ ଉପରେ ଚଢ଼ାଇବା ପଛରେ ଏକ ପୌରାଣିକ କଥା ଅଛି।
ସମୁଦ୍ର ମନ୍ଥନ ସମୟରେ ଅନେକ ଜିନିଷ ବାହାରିବା ସହିତ ବିଷ ମଧ୍ୟ ବାହାରିଥିଲା।ପୁରା ସୃଷ୍ଟି କୁ ବଞ୍ଚାଇବା ପାଇଁ ଭଗବାନ ଶିବ ଏହି ବିଷ କୁ ପାନ କରିଥିଲେ।ଏଥିପାଇଁ ଶିବ ଙ୍କୁ ନୀଳକଣ୍ଠ ବୋଲି କୁହାଯାଏ।
Special Report
ବିଷ ପାନ କରିବାରୁ ଭଗବାନ ଶିବ ଙ୍କ ଶରୀରରେ ତାପ ବଢ଼ିବାକୁ ଲାଗିଲା।ଦେବ୍ ଦେବତା ମାନେ ଜଣେ ବଇଦ ଙ୍କ ପରାମର୍ଶ ନେଇଥିଲେ।ସେ ବେଲପତ୍ର ଖାଇବାକୁ କହିଥିଲେ।ଭଗବାନ ଶିବ ଙ୍କୁ ବେଲପତ୍ର ଖୁଆଇଲେ ଆଉ ଜଳରେ ସ୍ନାନ କରାଇଲେ।
ଏହାପରେ ସବୁକିଛି କିଛି ଠିକ୍ ହୋଇ ଯାଇଥିଲା।ସେବେଠାରୁ ଭଗବାନ ଶିବ ଙ୍କୁ ବେଲପତ୍ର ଚଢ଼ା ଯାଉଛି।ବେଲପତ୍ର କୁ ଆଲମାରୀ ରେ ରଖିବା ଦ୍ଵାରା ଉନତ ଆସିଥାଏ।
ଜୀବନରେ ଚାଲୁଥିବା ସମସ୍ୟା କୁ ଦୂର କରିବାରେ ବେଲପତ୍ର ସାହାର୍ଯ୍ୟ କରିଥାଏ।।ଶିବ ଲିଙ୍ଗ ରେ ଚଢ଼ା ଯାଉଥିବା ବେଲପତ୍ର କୁ ଖାଇବା ଦ୍ବାରା ଶରୀରର ସବୁ ପ୍ରକାରର ରୋଗ ଦୂର ହୋଇଥାଏ।ପ୍ରତିଦିନ ଖାଇଲେ ରୋଗରୁ ମୁକ୍ତି ମିଳିଥାଏ।
ଶରୀରରୁ ପାପ କ୍ଷୟ ହୋଇଥାଏ।ପ୍ରତିଦିନ ପାଞ୍ଚୋଟି ବେଲପତ୍ର ଖାଆନ୍ତୁ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.