Movie prime

ଦେଖନ୍ତୁ ଆଗାମୀ ଭବିଶ୍ୱତ ପାଇଁ ଆପଣଙ୍କ ଇଷ୍ଟ ଦେବତା କଣ ରଖିଛନ୍ତି ଜାଣି ନିଅନ୍ତୁ ସମ୍ପୂର୍ଣ ସତ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି ତିନିଭଗବାନଙ୍କ ଚିତ୍ର। ଏଥିମଧ୍ୟରୁ ଆପଣଙ୍କ ଇଷ୍ଟ ଭଗବାନକୁ ସ୍ମରଣ କରି ଗୋଟାଏ ଭଗବାନକୁ ଚୟନ କରନ୍ତୁ। ତେବେ ବନ୍ଧୁଗଣ ପ୍ରାୟତଃ ଲୋକମାନେ ଭବିଷ୍ୟତକୁ ନେଇ ଚିନ୍ତା କରିଥାନ୍ତି ଯେ ଆଗାମୀ ଦିନରେ ତାଙ୍କ ପାଇଁ କିପରି ରହିବ ସମୟ।
Special Report
ତେବେ ଆପଣଙ୍କ ଆଗରେ ଗଣେଶ, ମହାଦେବ ଓ ଶ୍ରୀକୃଷ୍ଣ ଭଗବାନ ଅଛନ୍ତି। ଭବିଷ୍ୟତ ସହ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆପଣ କୋଣସି ଏକ ଭଗବାନକୁ ଚୟନ କରନ୍ତୁ। ଦେଖିବେ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ନିଶ୍ଚିତ ମିଳିବ।
ଗଣେଶ :- ଭଗବାନ ଗଣେଶଙ୍କୁ ବାଛିଥିବା ଲୋକ ମାନେ ନିଜର ଆସନ୍ତା କାର୍ଯ୍ୟରେ ବହୁତ ଶୀଘ୍ର ସଫଳତା ପାଇବା ପାଇଁ ଯାଉଅଛନ୍ତି। ଏମାନଙ୍କ ଶତ୍ରୁ ଏମାନଙ୍କଠୁ ପରାସ୍ତ ହୋଇବେ।
Special Report
ଏହାସହିତ ଏହି ଲୋକଙ୍କୁ ଦେଖି ଶତ୍ରୁ ମାନେ ମଧ୍ୟ ଭୟଭୀତ ରହିବେ। ଦୁଃଖର ଦିନ ସରି ସୁଖର ଦିନ ଆରମ୍ଭ ହେବା ପାଇଁ ଯାଉଅଛି। ସନ୍ତାନ ପ୍ରାପ୍ତିର ଶୁଭ ସମାଚାର ପ୍ରାପ୍ତି ହୋଇବ। ବହୁ ଦିନ କାମନାକୁ ପୂରଣ କରିବାର ସମ୍ଭାବନା ରାହୁଅଛି। 
ଶିବ:- ଭଗବାନ ଶିବଙ୍କୁ ବାଛିଥିବା ଲୋକ ଆପଣଙ୍କର ଦୁଶ୍ଚିନ୍ତା ଦୂର ହେବାର ସମୟ ଆସୁଅଛି। ଭଗବାନ ଶିବଙ୍କର ଆପଣଙ୍କର ଉପରେ ଆଶ୍ରୀବାଦ ରହିବା ଆରଣରୁ ଆପଣଙ୍କ ଚଲାପଥ କୁସୁମିତ ହେବା ପାଇଁ ଯାଉଅଛି।
Special Report
ଯେଉଁ କାର୍ଯ୍ୟ ପାଇଁ ବର୍ତ୍ତମାନ ସମୟରେ ଅଧିକ ବ୍ୟସ୍ତ ବିବ୍ରତ ରହୁଛନ୍ତି।ସେହି କାର୍ଯ୍ୟ ଆପଣଙ୍କର ବିଳମ୍ବରେ ହେଉ ପଛେ ସଫଳ ରୂପରେ ସମ୍ପର୍ଣ୍ଣ ହୋଇବ।
ଶ୍ରୀକୃଷ୍ଣ :- ଶ୍ରୀକୃଷ୍ଣଙ୍କୁ ବାଛିଥିବା ବ୍ୟକ୍ତିଙ୍କର ବ୍ୟକ୍ତି ବହୁତ ଭଲ ଅଟେ । ଅନ୍ୟର ମନ କଥା ବୁଝିବାର ଦକ୍ଷତା ଏହି ମାନଙ୍କ ପାଖରେ ରହିଥାଏ। ଏମାନେ ଦେଖିବାକୁ ଆକର୍ଷଣୀୟ ହୋଇଥାନ୍ତି।
ନିଜର ବାଣୀ ଦ୍ଵାରା ଅନ୍ୟର ମନ ମୋହିବାରେ ପାରଙ୍ଗମ ଅଟନ୍ତି। ବୀତି ଯାଇଥିବା ସମୟରେ ଆପଣଙ୍କ ପଦର୍ଶନ ଭଲ ହୋଇନଥିବାରୁ ଆପଣଙ୍କ ମନ ଖରାପ ଥିଲା। ଭଗବାନ ଶ୍ରୀକୃଷ୍ଣ କୃପାଦ୍ରୁଷ୍ଟି ଆଗାମୀ ଦିନମାନ ଭଲରେ ରହିବା ପାଇଁ ଯାଉଅଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.