Movie prime

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ସମୟରେ ହେବ କେଉଁ ଚମତ୍କାର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ତେବେ ବନ୍ଧୁଗଣ ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ଓ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ। ଆପଣମାନେ ଭିଡିଓଟିରେ ଦେଖିପାରୁଥିବେ ତିନୋଟି ମନ୍ଦାର ଫୁଲ ଦିଆଯାଇଛି। ପ୍ରଭୁଙ୍କ ନାମ ନେଇ ବାଛି ନିଅନ୍ତୁ ଗୋଟିଏ ମନ୍ଦାର ଫୁଲ। ଆଉ ଜଣାନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
୧- ଯଦି ଆପଣ ପ୍ରଥମ ଫୁଲଟିକୁ ବାଛିଛନ୍ତି। ତେବେ ଏହାର ଅର୍ଥ ଏହା ଅଟେ କି ଆପଣ ଏକ ଆଶାବାଦୀ ଓ ସବୁବେଳେ ଖୁସିରେ ରହୁଥିବା ବ୍ୟକ୍ତି ଅଟନ୍ତି। ଆପଣ ଏକ ସ୍ଵାଭିମାନୀ ବ୍ୟକ୍ତି ଅଟନ୍ତି। ଏହା ସହ ଆପଣ ଆପଣଙ୍କ ଜୀବନସାଥିଙ୍କ ପ୍ରତି ସର୍ବଦା ବିଶ୍ବାସୀ ରହିଥାନ୍ତି।
Special report
ଆପଣ ସଚ୍ଚୋଟ ଏବଂ ଅଳ୍ପ ଜିଦି ସ୍ୱଭାବର ଅଟନ୍ତି। ଆପଣଙ୍କୁ କେବଳ ନିଜ କାମ ଉପରେ ଧ୍ୟାନ ଦେବା ପସନ୍ଦ ହୋଇଥାଏ। ଅନ୍ୟର କଥାରେ ଆପଣଙ୍କୁ ମୁଣ୍ଡ ପୁରେଇବାକୁ ପସନ୍ଦ ଆସେ ନାହିଁ। ଆପଣ ନିଜ ପାଖରେ ଥିବା ଅର୍ଥକୁ କେବେ ଅଯଥା ଖର୍ଚ୍ଚ କରନ୍ତି ନାହିଁ।
 ୨- ଯଦି ଆପଣ ଦ୍ଵିତୀୟ ଫୁଲକୁ ବାଛିଛନ୍ତି ତେବେ ଏହାର ଅର୍ଥ ଏହା ଅଟେ କି ଆପଣ ମିଶାଆଣିଆ ବ୍ୟକ୍ତି ଅଟନ୍ତି। କାହା ସହିତ ବି ଅତି ସହଜରେ ମିଶି ଯାଇଥାନ୍ତି। ଆପଣ ଆପଣଙ୍କ ଜୀବନସାଥିଙ୍କ ଠାରୁ ସର୍ବଦା ସଚ୍ଚୋଟ ତାର ଆଶା ରଖିଥାନ୍ତି ମିଛ ଆପଣଙ୍କୁ ପସନ୍ଦ ହୋଇନଥାଏ।
Special report
ଆପଣଙ୍କର ହୃଦୟ କୋମଳ ସ୍ୱଭାବର ହୋଇଥାଏ। ଯାହାଫଳରେ ଆପଣ ଟିକେ ଟିକେ କଥାରେ ଭାବୁକ ହୋଇ ବସନ୍ତି। ପ୍ରାୟତଃ ଏପରି ବ୍ୟକ୍ତି ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି।
୩- ଯଦି ଆପଣ ତୃତୀୟ ଫୁଲକୁ ବାଛିଛନ୍ତି ଏହାର ଅର୍ଥ ଏହା ଅଟେ କି ଆପଣ ନିଜେ ବି ସର୍ବଦା ଖୁସିରେ ରହୁଛନ୍ତି। ଏବଂ ଅନ୍ୟକୁ ବି ଖୁସିରେ ରଖୁଛନ୍ତି। ଏହା ବ୍ୟତୀତ ଆପଣ ଅନ୍ୟକୁ ଗାଇଡ୍ କରିବାରେ ଏବଂ ସାହାଯ୍ୟ କରିବାରେ ଆନନ୍ଦ ଅନୁଭବ କରିଥାନ୍ତି।
କୌଣସି ବ୍ୟକ୍ତିକୁ ସାହାଯ୍ୟ କରିବାରେ ଆପଣ ସର୍ବଦା ଆଗରେ ରହିଥାନ୍ତି। ଏପରି ବ୍ୟକ୍ତି ଅତି ସହଜରେ କାହା ସାଥୀରେ ବି ମିତ୍ରତା କରିପାରନ୍ତି। ପ୍ରାୟତଃ ଏହି ବ୍ୟକ୍ତି ଧାର୍ମିକ ପ୍ରଭୃତିର ହୋଇଥାନ୍ତି।