Movie prime

ଭଗବାନଙ୍କୁ ମୁଣ୍ଡିଆ ମାରି ବାଛନ୍ତୁ ଗୋଟିଏ ସଂଖ୍ୟା ଆଉ ଜାଣନ୍ତୁ ଆଗାମୀ ସମୟରେ ଆପଣଙ୍କ ଇଛା ପୂରଣ ହେବ ନା ନାହିଁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ଦେଖିପାରୁଥିବେ ଦିଆଯାଇଥିବା ଦୁଇଟି ଗାଈର ଫୋଟୋ ରହିଛି। ସେଥିମଧ୍ୟରୁ ବାଛନ୍ତୁ ଗୋଟିଏ ଗୋମାତା ଏବଂ ଜଣାନ୍ତୁ ଆପଣଙ୍କର ସୁଖ ଶାନ୍ତିର ବର୍ଷା। ତେବେ ଆପଣମାନେ ଜାଣିଥିବେ ଆମ ଭାରତ ବର୍ଷରେ ଗୋମାତାଙ୍କୁ ଦେବିମା ବା ମା ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଛି।
Special report
ପୁରାଣ ଶାସ୍ତ୍ର ଅନୁସାରେ ଗୋମାତାଙ୍କ ଦେହରେ 33 କୋଟି ଦେବତା ବାସ କରିଥାନ୍ତି ଏହା ମଧ୍ୟ କୁହାଯାଛି ତ ଆଜି ଆମେ ଜାଣିବା ୨ଟି ଗାଈ ମଧ୍ୟରୁ ଗୋଟିଏ ଗାଈ ବାଛନ୍ତୁ ଏବଂ ଜଣାନ୍ତୁ ଆପଣଙ୍କର ସୁଖ ଶାନ୍ତି ଓ ପାରିବାରିକ ଜୀବନ କିପରି ରହିବ।
Special report
୧- ଯେଉଁମାନେ ପ୍ରଥମ ଗାଈ ବାଛିଛନ୍ତି ତେବେ ଆପଣ ବର୍ତମାନ ଅତୀତକୁ ଚିନ୍ତା କରୁଛନ୍ତି। ଆପଣ ଠକାମୀ କଲେ ମଧ୍ୟ ଠକିଯିବେ। ଶୁଭ ସମୟ ଆସୁଥିବାରୁ ଆପଣ ଶୁଭ ଫଳ ପାଇବେ। କାରଣ ବର୍ତମାନ ସବୁପ୍ରକାର ଦୁଃଖ କଷ୍ଟ ଏବେ ଦୂରହେବାକୁ ଯାଉଛି।
କୌଣସି ପଦ ପଦବୀରେ ଆପଣ ସନ୍ନମାନିତ ହୋଇପାରନ୍ତି। ଆପଣଙ୍କର ସମ୍ମାନର ଉନତି ଦେଖି ଆପଣଙ୍କ ପଡସି ମାନେ ଆପଣଙ୍କ ଉପରେ ଇର୍ଷା ଅରିପାରନ୍ତି। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ ଧନ ଓ ସନ୍ନମାନ ଭରିଯିବ।
Special report
୨- ଯଦି ଆପଣ ଦ୍ଵିତୀୟ ଗାଈ ବାଛିଛନ୍ତି ତେବେ ବର୍ତମାନ ଆପଣ କୌଣସି ଚିନ୍ତରେ ବ୍ୟସ୍ତ ରହୁଛନ୍ତି। ବା ଆପଣଙ୍କର ଆର୍ଥିକ ସମସ୍ୟା ପରିବାରରେ ଅଶାନ୍ତି ଦେଖା ଦେଉଛି ଅପାଙ୍କର କୌଣସି ପରିବାରର ସଦସ୍ୟ ଆପଣଙ୍କୁ କଷ୍ଟ ଦେଉଛନ୍ତୁ ଆପଣ ସେଥିପାଇଁ ଚିନ୍ତିତ ରହୁଛନ୍ତି।
ଧାର୍ଯ୍ୟ ଧରନ୍ତୁ ଆପଣଙ୍କ ସବୁସମାସ୍ୟାର ଅନ୍ତ ହେବ ଏବଂ ଆପଣଙ୍କର ଧନର ମଧ୍ୟ ମା ଲକ୍ଷ୍ମୀ ଉଣା କରିବେ ନାହିଁ। ଆପଣ ଯେଉଁ କାର୍ଯ୍ୟ କରିବାକୁ ଭାବୁଛନ୍ତି ତାହା ଆପଣ କରିପାରୁନାହାଁନ୍ତି କାରଣ ଆପଣ ପାରିବାରିକ ଚିନ୍ତାରେ ରହୁଛନ୍ତି ସେଥିପାଇଁ ଆପଣ କୌଣସି କାର୍ଯ୍ୟ କରିପାରୁନାହାନ୍ତି। ଧାର୍ଯ୍ୟ ଧରି ରୁହନ୍ତୁ ଆପଣଙ୍କ ସବୁ ସମସ୍ୟା ବା ଚିନ୍ତା ଦୂର ହୋଇଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.