Movie prime

ଭଗବାନ ଙ୍କ ସାମ୍ନାରେ ଯଦି ଆପଣଙ୍କ ଆଖିରୁ ଲୁହ ଆସିଯାଏ ତେବେ କଣ ହୁଏ ? ନିହାତି ଜାଣନ୍ତୁ ଏହି ଗୁପ୍ତ କଥା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ ପ୍ରକାରର କଥା ଜଣାଇ ଦେବ । ଏହି ଭିଡିଓ ଦେଖିଲେ ଆପଣମାନେ ଅନେକ ଖବର ବିଷୟରେ ଜାଣିପାରିବେ । 
ଭଗବାନଙ୍କ ପାଖରେ ଲୋକମାନେ ତାଙ୍କର ସବୁ ଦୁଃଖ କଷ୍ଟ ଶୁଣାଇ ଥାଏ । ଆଉ ମଣିଷ ସବୁ କଥା ଭଗବାନଙ୍କ ଆଗରେ ଜଣାଇଥାଏ । ଭଗବାନ କୃଷ୍ଣଙ୍କ ଆଗରେ କାନ୍ଦିଲେ କଣ ହୁଏ ଏହି ବିଷୟରେ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special Report
ଯେଉଁ ବ୍ୟକ୍ତି ଭଗବାନଙ୍କ ସାମ୍ନାରେରେ କାନ୍ଦିଥାଏ ତାର ଭାଗ୍ୟ ଧୀରେ ଧୀରେ ବଦଳି ଥାଏ । ତା ଉପରେ ଭଗବାନଙ୍କ କୃପା ହୋଇଥାଏ । ସେ ସବୁ ପରିସ୍ଥିତିରେ ଭଗବାନଙ୍କୁ ମନେ ପକାଇଥାଏ । ସେ ଜାଣିଥାଏ ଡେରିରେ ହେଉ ପଛକେ ଭଗବାନ ଡାକ ନିଶ୍ଚୟ ଶୁଣି ଥାଆନ୍ତି ।
ଭଗବାନଙ୍କ ସାମ୍ନାରେ ଯିଏ କାନ୍ଦିଥାଏ ସେ ଜାଣିଥାଏ କି ଭଗବାନ ତାର ଡାକ ନିଶ୍ଚୟ ଶୁଣିବେ । ମଣିଷ ଖୁସି ହେଲେ ବି କାନ୍ଦେ ଆଉ ସେ ଦୁଃଖୀ ହେଲେ ବି କାନ୍ଦେ । ଯଦି କିଛି ନ ହୁଏ ତାହେଲେ ସେ ଭଗବାନଙ୍କ ଉପରେ ବିଶ୍ବାସ ରଖିଥାଏ । ସେ ଭବିଥାଏ କି ଭଗବାନ କିଛି ଉଦ୍ଦେଶ୍ୟ କଣ ତ ଥିବ ।
Special Report
ଆପଣ ଭଗବାନଙ୍କୁ ସ୍ତୁତି କରନ୍ତୁ, ସେ ଆପଣଙ୍କ ଜୀବନର ବଡ ବଡ଼ ସଙ୍କଟ ଦୂର କରିଦେବେ । ଅସୁବିଧାରୁ ବାହାରି ଆସିବାକୁ ହେଲେ ଭାଗବତ ଗୀତା ପାଠ କରିବା ଉଚିତ୍ । କାହିଁକିନା ଭାଗବତ ଗୀତା ପଢ଼ିବା ଦ୍ଵାରା ଭଗବାନ ତାକୁ ଠିକ୍ ରାସ୍ତା ଦେଖାଇଥାନ୍ତି । 
Special Report
ଆମକୁ ଅନେକ ସମସ୍ୟା ଥିଲେ ହିଁ ସଫଳତା ମିଳିଥାଏ । ଜଣେ ବ୍ୟକ୍ତି ଏହି ଦୁନିଆ ଛାଡ଼ି ଚାଲିଗଲେ ବନ୍ଧୁ ଚାରିଦିନ କାନ୍ଦିବ, ଭାଇ ଦଶ ଦିନ କାନ୍ଦିବ, ସ୍ତ୍ରୀ ଅଧିକ ଦିନ କାନ୍ଦିବ ଆଉ ମାଆ ତାଠାରୁ ଅଧିକ ଦିନ କାନ୍ଦିବ କିନ୍ତୁ ତାଙ୍କ ଆଖିରୁ ଧୀରେ ଧୀରେ ଲୁହ ଶୁଖିଯିବ । ସେମାନେ ପୁଣି ନୂଆ ସ୍ବପ୍ନ ଦେଖିବେ ।
ତେଣୁ ଏସବୁ ପାଇଁ ଦୁଃଖ କର ନାହିଁ କାରଣ ଏସବୁ ମୋହ ମାୟା । ଭାଗ୍ୟ ଉପରେ ଯେତେ ଆଶା ରଖିବେ ତାହା ଆପଣଙ୍କୁ ନିରାଶ କରିବ । କର୍ମ ଉପରେ ଭରଷା ରଖନ୍ତୁ । ସେ ଆପଣଙ୍କୁ ଆପଣଙ୍କ ଆକାଂକ୍ଷା ଠାରୁ ଅଧିକ ବଡ । ଏହି ଭିଡିଓରେ ଆପଣମାନେ ଅଧିକ କିଛି ଜାଣିପାରିବେ ।