Movie prime

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ପାରା ଆଉ ଦେଖନ୍ତୁ କେମିତି କଟିବ ଆପଣଙ୍କ ଆଗାମୀ ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣଙ୍କ ଆଗରେ ଦୁଇଟି ପାରାର ଚିତ୍ର ରହିଅଛି ଗୋଟିଏ ବସିଥିବା ପାରା ଏବଂ ଆଉ ଗୋଟେ ଉଡ଼ନ୍ତା ପାରା ତ ଆପଣଙ୍କୁ କେଉଁ ପାରାର ଚିତ୍ରଟି ଭଲ ଲାଗୁଛି କେଉଁ ପାରାର ଚିତ୍ରଟି ଆପଣଙ୍କୁ ଆକର୍ଷିତ କରୁଛି ସେହି ଆକାରରେ ଆମେ ଆପଣଙ୍କୁ ଆପଣଙ୍କ ଭବିଷ୍ୟ ବିଷୟରେ କହିବୁ।
ଆଖି ବନ୍ଦ କରି ଯେଉଁ ପାରାଟି ଆପଣଙ୍କୁ ଅଧିକ ଭଲ ଲାଗିବ ସେହି ପାରାଟିକୁ ଆପଣ ଭାବି ପାରନ୍ତି ତ ଏକ ନମ୍ବର ଏବଂ ଦୁଇ ନମ୍ବର ଦୁଇଟି ପାରା ରହିଅଛି। ଏହି ଦୁଇଟି ପାରା ଆଧାରରେ ଆପଣ ଆପଣଙ୍କ ଭବିଷ୍ୟ ଏବଂ ଆଗାମୀ ସମୟ ଆପଣଙ୍କ କିପରି ରହିବ ସେହି ବିଷୟଟିରେ ଆମେ ଆପଣଙ୍କୁ କହିବୁ। 
Special report
ପ୍ରଥମ ପାରା- ଆପଣ ଯଦି ପ୍ରଥମ ପାରାଟିକୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣ ଅକର୍ମୀ ପରି ସମୟ ଅତିବାହିତ କରୁଛନ୍ତି। କୌଣସି ବି କାର୍ଯ୍ୟରେ ଆପଣଙ୍କ ଠିକ ସେ ମନ ଲାଗୁ ନାହିଁ ଯେଉଁ କାମରେ ହାତ ଦେଉଛନ୍ତି ସେହି କାମ ପ୍ରାୟତଃ ଅସଫଳ ହେଉଛନ୍ତି।
ଯେଉଁମାନେ ଗୁପ୍ତ ଶତ୍ରୁ ଥିଲେ ସେମାନେ ହାରିଯିବାର ଅବସ୍ଥା ଆପଣ ଦେଖି ସାରିଲେଣି ଅର୍ଥାତ ତାଙ୍କ ଠାରୁ ଆପଣ ବିଜୟ ଲାଭ କରିଛନ୍ତି। ତଥାପି ଆପଣଙ୍କ ଜୀବନରେ ଶାନ୍ତି ନାହିଁ ଆପଣଙ୍କ ଶତ୍ରୁ ମାନେ ମଧ୍ୟ ଆପଣଙ୍କ ସହିତ ଯୋଗାଯୋଗ କରିବା ପାଇଁ ବହୁତ ଆଗ୍ରହୀ ଜଣା ପଡୁଛନ୍ତି।
ସେମାନଙ୍କ ସହ ଆପଣ ସହଜରେ ହାତ ମିଶାଇବାର ଏପରି କିଛି ଭାବନା ଆପଣଙ୍କ ମନରେ ଆସୁଅଛି କିନ୍ତୁ ସେମାନଙ୍କ ସହିତ ହାତ ମିଶାଇବା ପୂର୍ବରୁ ଭଲ ଭାବରେ ଚିନ୍ତା ବିଚାର କରନ୍ତୁ।
Special report
ଦ୍ୱିତୀୟ ପାରା- ଆପଣ ଯଦି ଦ୍ୱିତୀୟ ପାରା ବାଛିଛନ୍ତି ତେବେ ଜାଣନ୍ତୁ ତାହା ଆପଣଙ୍କ ଭବିଷ୍ୟତ ବିଷୟରେ କଣ କହୁଅଛି ଦେଖନ୍ତୁ। ତେବେ ଆପଣ ଆଉ ଚିନ୍ତା କରନ୍ତୁ ନାହିଁ ବର୍ତ୍ତମାନ ଆପଣଙ୍କ ଚିନ୍ତା ଦୂର ହେବାର ସମୟ ଆସିଯାଇଛି।
କିନ୍ତୁ କର୍ମ ପାଇଁ ଫଳ ପ୍ରାପ୍ତିର ଯୋଗ ବିଳମ୍ବ ରହୁଅଛି। ଆପଣ ଯେଉଁ କର୍ମ କରିଛନ୍ତି ତାହାର ଫଳର ଆଶାରେ ଅଛନ୍ତି ତାହାର ଶୁଭ ଫଳ ପାଇବାରେ। ଆପଣଙ୍କର ବିଳମ୍ବ ହୋଇପାରେ କିନ୍ତୁ ଶୁଭଫଳ ଆପଣଙ୍କର ନିଶ୍ଚୟ ହିଁ ପ୍ରାପ୍ତ ହେବ।
ଜାତକରେ ଶନି ,ଶୁକ୍ର ବୃଦ୍ଧ ଆଚରଣରେ କାର୍ଯ୍ୟ କରୁଛନ୍ତି ତେଣୁ ଆଶାରେ ଥିବା ଫଳ ସ୍ବପ୍ନ ପରି ବିଫଳ ହେବାର କିଛି ଆପଣ ଆଭାସ ପାଉଛନ୍ତି କିନ୍ତୁ ସେଥିରେ ଆପଣ ଚିନ୍ତା କରନ୍ତୁ ନାହିଁ।