Movie prime

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ନମ୍ବର ଆଉ ପାଆନ୍ତୁ ଆପଣଙ୍କ ସମସ୍ତଙ୍କ ପ୍ରଶ୍ନର ଉତ୍ତର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜୀବନରେ ଅନେକ ପ୍ରକାରର ସମସ୍ଯା ଆସିଥାଏ। ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ। କୌଣସି ନା କୌଣସି ଉପାୟ କରିବା ଦ୍ଵାରା କିଛି ସମସ୍ଯା ଦୂର ହୋଇଯାଏ।
Special report
ସବୁ ସମୟରେ ଭଗବନଙ୍କୁ ପ୍ରାର୍ଥନା କରନ୍ତୁ ,ବିଶ୍ବାସ ରଖନ୍ତୁ ଦେଖିବେ ବହୁତ ଶୀଘ୍ର ସବୁ ସମସ୍ୟାରୁ ମୁକ୍ତି ମିଳିବ। ଆଜି ଆସନ୍ତୁ ଜାଣିବା ଆପଣଙ୍କ ଉପରେ ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବା ଦ୍ଵାରା କଣ ଶୁଭ ଖବର ମିଳିବାକୁ ଯାଉଛି।
ପ୍ରଥମେ ନଅଟି ସଂଖ୍ୟା ମଧ୍ୟରୁ ବାଛନ୍ତୁ କୌଣସି ଗୋଟିଏ ସଂଖ୍ୟା। ଯଦି ଆପଣ ପ୍ରଥମ ସଂଖ୍ୟା ଟିକୁ ଚୟନ କରିଛନ୍ତି। ଆପଣଙ୍କ ଜୀବନରେ ବହୁତ ସଫଳତା ମିଳିବାକୁ ଯାଉଛି।
୧: ଯେଉଁ ବ୍ୟକ୍ତି ୧ ନମ୍ବରଟି ବାଛି ଥିଲେ ଜାଣିରଖନ୍ତୁ କି ଆପଣ ଯେଉଁ କମ କରିବାକୁ ଚାହୁଁଛନ୍ତି ତାହା ନିଶ୍ଚୟ ହେବ କିନ୍ତୁ ଉଚିତ ସମୟରେ ହେବ। ଭଗବାନ ସମସ୍ତଙ୍କୁ ଫଳ ଦେଇଥାନ୍ତି ସେମାନଙ୍କ କଷ୍ଟ ଅନୁସାରେ ତେଣୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଧର୍ଯ୍ୟର ସହ ସମୟକୁ ଠିକ ସମୟ ଆସିବାକୁ ଅପେକ୍ଷା କାରନ୍ତୁ।
Special report
୨: ଯେଉଁ ବ୍ୟକ୍ତି ୨ ନମ୍ବରଟିକୁ ବାଛିଥିଲେ ଜାଣିରଖନ୍ତୁ କି ଆପଣ ଅଟକି ଯାଅନ୍ତୁ ନାହିଁ। ଆପଣଙ୍କ ଇଚ୍ଛା ନିଶ୍ଚୟ ପୁଅର ହେବ। ତେଣୁ ଆପଣ ମଧ୍ୟ ସମୟର ଅପେକ୍ଷା କରନ୍ତୁ।
କାମ କରି ସମୟକୁ ଅପେକ୍ଷା ନକରି କାମକୁ ଛାଡି ଦିଅନ୍ତି। ଏବଂ ମିଳିବାକୁ ଯାଉଥିବା ସଫଳତା ପୂର୍ବରୁ ହିଁ ଆପଣ କାମ ଛାଡି ଦିଅନ୍ତି। ତେଣୁ ସବୁବେଳେ ଧର୍ଯ୍ୟ ରଖନ୍ତୁ ନିଜ ଭିତରେ। ତେଣୁ ସବୁବେଳେ ନିଜ କାର୍ଯ୍ୟ କରିଚାଲନ୍ତୁ।
୩: ଯେଉଁ ବ୍ୟକ୍ତି ୩ ନମ୍ବର ଟି ବାଛିଥିଲେ ଜାଣିରଖନ୍ତୁ କି ଯେଉଁ କାମ ଏବେ ଆପଣ କରୁଛନ୍ତି ତାହା ଆପଣଙ୍କ ନିଜ ଇଚ୍ଛାରେ କରୁନାହାନ୍ତି। କାହାଠୁ ଦେଖି କରୁଛନ୍ତି ବା ନିଜ ଘର ଲୋକଙ୍କ ଇଚ୍ଛାରେ କରୁଛନ୍ତି। ତେଣୁ ଯେଉଁ କାମ କରୁଛନ୍ତି ସେହି କାମରେ ନିଜର ୧୦୦ ପ୍ରତିଶତ ଦିଅନ୍ତୁ। ଭଗବାନ ନିଶ୍ଚୟ ଆପଣଙ୍କ ଇଚ୍ଛାକୁ ପୁରା କରିବେ।
Special report
୪: ଯେଉଁ ବ୍ୟକ୍ତି ୪ ନମ୍ବରଟିକୁ ବାଛିଛନ୍ତି ଜାଣି ରଖନ୍ତୁ କି ଆପଣ ଯଦି ସ୍ଵାସ୍ତ ସମ୍ବନ୍ଧୀୟ କୌଣସି ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କର ସେହି ଇଚ୍ଛା ନିଶ୍ଚୟ ପୁରା ହୋଇଯିବ। ଯଦି ଅନ୍ୟ କୌଣସି ଇଚ୍ଛା ଆପଣ ରଖିଛନ୍ତି ତେବେ ତାହା ପୁରା ହେବା ପାଇଁ ସମୟ ଲାଗିବ।
୫: ଯଦି ଆପଣ ଏହି ନମ୍ବରଟି ବାଛିଛନ୍ତି ତେବେ ଜାଣିରଖନ୍ତୁ କି, ଯେଉଁ ଇଚ୍ଛା ଆପଣ ରଖିଛନ୍ତି ତାହା ପୁରା ହେବ କିନ୍ତୁ ସମୟ ଲାଗିବ। ଏବଂ ହୁଏତ ଆପଣଙ୍କ ଇଚ୍ଛା ପୁରଣ ପାଇଁ ଆପଣ ଯେଉଁ ରାସ୍ତା ବାଛିଛନ୍ତି ତାହା ଭୁଲ। ତେଣୁ ଆପଣଙ୍କୁ ଅଲଗା ରାସ୍ତା ବାଛିବାକୁ ପଡିପାରେ ଆପଣଙ୍କ ଇଚ୍ଛାକୁ ପୁରଣ କରିବା ପାଇଁ।
୬: ଆପଣଙ୍କ ଅର୍ଥ ଚିନ୍ତା ଦୂର ହେବ, ସମସ୍ତ ବିପଦରୁ ମୁକ୍ତି ହେବେ, ଶତ୍ରୁ ମାନେ ଆପଣଙ୍କ ନିକଟରେ ପରଜାୟ ହେବେ, ରାଜକୀୟ କାର୍ଯ୍ୟରେ ମାନ ସମାନ ବଢିବ।
୭- ଆପଣ ଉନ୍ନତି ପରିବର୍ତ୍ତେ ଆପଣ ବହୁ ଅବନ୍ନତି ରେ ଗତି କରୁଛନ୍ତି। ଅର୍ଥ ହାନୀ, ସହିତ ଅନେକ ପୀଡା ପାଉଛନ୍ତି ତେଣୁ ଆପଣ ବ୍ରାହ୍ମଣଙ୍କୁ ଭୋଜ ଦିଅନ୍ତୁ ଏହା ସହିତ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଏହା ଦ୍ଵାରା ଭଲ ସମୟ ଆସିବ।
୮: ଆପଣଙ୍କର ସମସ୍ତ ବ୍ଯାକୁଳତା ଦୂର ହେବ, ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ, ରୋଗ ରେ ପଡି ଅର୍ଥ ବ୍ୟୟ କରିଥିଲେ କିନ୍ତୁ ଏହା ଦୂର ହେବ, ଭଗବାନଙ୍କ ପୂଜା କରନ୍ତୁ ଓ ପିତାଙ୍କ ସେବା ମଧ୍ୟ କରନ୍ତୁ। ଶତ୍ରୁ ମାନେ ପରାଜୟ କରିବେ।
୯- ମନରେ ଥିବା ଦୁଶ୍ଚିନ୍ତାଙ୍କୁ ଦୂର କରନ୍ତୁ, ପାରିବାରିକ ସୁଖ ଶାନ୍ତି ଭୋଗ କରିବେ, ଶତ୍ରୁ ପରାଜୟ ହେବେ, ହନୁମାନଙ୍କ କୃପା ଆପଣଙ୍କ ପ୍ରତି ରହିଛି। ପର ନିନ୍ଦା ଠାରୁ ଦୂରେଇ ଯାଆନ୍ତୁ।