Movie prime

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ସମ୍ପୂର୍ଣ ସତ୍ୟ ଭବିଶ୍ୱତବାଣୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜାଣିଥିବେ ଯେ ଏହି ସଂସାରରେ ଏମିତି କୌଣସି ବ୍ୟକ୍ତି ନାହାଁନ୍ତି ଯାହା ଜୀବନରେ କୌଣସି ପ୍ରକାର ଦୁଃଖ ନାହିଁ। ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ଦୁଃଖ କିଛିନା କିଛି ଚିନ୍ତା ନିହାତି ଭାବରେ ରହିଥିବ। ଭଗବାନ ପ୍ରତ୍ୟକ ବ୍ୟକ୍ତିଙ୍କୁ କିଛି ସୁଖ ସହିତ ଦୁଃଖ ମଧ୍ୟ ଦେଇଥାଆନ୍ତି ତେବେ ଏସବୁ ପ୍ରତ୍ୟକ ବ୍ୟକ୍ତିଙ୍କ ମନରେ କିଛି ଉତ୍କଣ୍ଠା ଏବଂ
ଆଗ୍ରହ ରହିଥାଏ ଯେ ଆମକୁ ଆମ ଭବିଷ୍ୟତରେ କଣ ହେବାକୁ ଅଛି ଯଦି ତାହା ଆମେ ଆଗରୁ ଜାଣିପାରିବା ତେବେ ସେଥିପାଇଁ ଆମେ କିଛିନା କିଛି ପ୍ରତିକାର କରିନେବା। ତେବେ ବନ୍ଧୁଗଣ ଏଥିରେ ଯେଉଁ ଦୁଇଟି ନମ୍ବର ଅଛି ଆପଣ ଗୋଟିଏ ବାଛନ୍ତୁ ଏବଂ ଜାଣନ୍ତୁ ଆପଣଙ୍କୁ ଖୁସି ଖବର କେବେ ମିଳିବାକୁ ଯାଉଛି। 
Special report
ବନ୍ଧୁଗଣ ଆପଣ ଯଦି ପ୍ରଥମ ସଂଖ୍ୟାଟିକୁ ବା ଏକ ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ତେବେ ଆପଣଙ୍କ ଦୁଃସ୍ବପ୍ନ ଦୂରେଇ ଯିବ ଯାହାବି କିଛି ସମସ୍ୟା ଆପଣଙ୍କ ଜୀବନରେ ଚାଲୁଥିଲା ସେସବୁ ଅତିଶୀଘ୍ର ଦୂର ହୋଇଯିବ।
ଯେଉଁ ବିଷୟ ନେଇ ଆପଣ ସର୍ବଦା ଚିନ୍ତା ଗସ୍ତ ରହୁଥିଲେ ଆପଣଙ୍କ ଯେଉଁ କାର୍ଯ୍ୟଟି ଅଟକି ରହିଥିଲା କୌଣସି ଗୋଟିଏ କାର୍ଯ୍ୟରେ ଆପଣଙ୍କ ଟଙ୍କା
ଫସି ରହୁଥିଲା। କେହି ଯଦି ଆପଣଙ୍କ ଠାରୁ ପଇସା ନେଇ ଆପଣଙ୍କୁ ଫେରସ୍ତ ଦେଉ ନଥିଲେ ଆପଣଙ୍କ ଅର୍ଥ କୌଣସି ଜାଗାରେ ଛନ୍ଦି ହୋଇ ରହୁଥିଲା ତେବେ ତାହା ଅତିଶୀଘ୍ର ଆପଣଙ୍କ ପାଖକୁ ଫେରି ଆସିବ ଯଦି ଆପଣ ଋଣ କରଜ କରିଥିଲେ ତାହା ଖୁବ ଶୀଘ୍ର ଆପଣଙ୍କ ସୁଝି ହୋଇଯିବ ଆପଣଙ୍କ ପାଇଁ ଭଲ ସମୟ ଆସି ସାରିଛି।
Special report
ବର୍ତ୍ତମାନ ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ସେଥିରେ ଆପଣ ସଫଳତା ଲାଭ କରିବେ। ସନ୍ତାନଙ୍କୁ ନେଇ ଲାଗିଥିବା ଦୁଃଖ ଆପଣଙ୍କ ସବୁ ଦୂର ହୋଇଯିବ ଆପଣଙ୍କ ଜୀବନରେ ମଧ୍ୟ ଅନେକ ସୁଧାର ଆସିବ।
ଆପଣ ଯଦି ଦୁଇ ନମ୍ବର ସଂଖ୍ୟାର ଫୁଲଟିକୁ ବାଛିଛନ୍ତି ଆପଣଙ୍କ ପାଇଁ ବର୍ତ୍ତମାନ ସୁଖ ,ସୌଭାଗ୍ୟ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତିର ଯୋଗ ବିଦ୍ୟମାନ ଅଟେ ଆପଣଙ୍କ ଶୁଭ ଯୋଗ ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରୁଛି।
ଏହି ଶୁଭ ଦଶା ଫଳରେ ଆପଣଙ୍କୁ ଅର୍ଥ ମାନ ସମ୍ମାନ ଏବଂ ଯଶ ମଧ୍ୟ ପ୍ରାପ୍ତି ହେବ ଇଛା ଅନୁସାରେ ଆପଣଙ୍କୁ ନିଶ୍ଚିତ ଭାବରେ ଫଳ ପ୍ରାପ୍ତି ହେବ ଆପଣଙ୍କ ଜୀବନରେ ଧୀରେ ଧୀରେ ଶୁଭଫଳ ପ୍ରାପ୍ତି ହେବାରେ ଲାଗିବ।
ଆପଣମାନେ ଜାଣିଥିବେ ଅଶୁଭ ଫଳ ଆପଣଙ୍କୁ ଶୀଘ୍ର ହିଁ ପ୍ରାପ୍ତ ହୋଇଥାଏ ମାତ୍ର ଶୁଭଫଳ ଆମ ଜୀବନରେ ଧୀରେ ଧୀରେ ଆସିଥାଏ। ଏହା ପୂର୍ବରୁ ଆପଣ ଯାବତୀୟ ପ୍ରକାର କଷ୍ଟ ଭୋଗ କରିଥିଲେ ଫଳରେ ଦୁଃଖ ,ଦରିଦ୍ରତା ,ରୋଗ ,ଆତଙ୍କ ଏବଂ ଗୁପ୍ତ ଶତ୍ରୁ ଅଯଥା ଖର୍ଚ୍ଚ ନାନା ପ୍ରକାର ଅଶୁଭ ଫଳ ଭୋଗ କରିଛନ୍ତି।