Movie prime

ବୁଢ଼ା ବୟସରେ ଭକ୍ତଙ୍କୁ ନଡ଼ିଆ ଦେଲେ ପ୍ରଭୁ ଶ୍ରୀଜଗନ୍ନାଥ ଦେଖନ୍ତୁ ମିଳିଲା ସତ୍ୟ ପ୍ରମାଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଆସୁଥିବା ବାର୍ତ୍ତା ବିଷୟରେ ଜାଣିପାରିବେ । ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ସବୁଠାରୁ ଉଚ୍ଚରେ ଆଉ ମଧୁର ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏକ କାହାଣୀ ବିଷୟରେ ଜାଣିପାରିବେ । ଗୋଟିଏ ପୁଅ ଘର ଗରିବ ଥିଲେ । ଆଉ ସେ କଲେଜରେ ପାଠ ପଢୁଥିଲେ ।
ଗରିବ ଘର ହୋଇଥିଲେ ମଧ୍ୟ ପୁଅଟିର ବାପା ତାଙ୍କୁ କଲେଜରେ ପାଠ ପଢ଼ାଉଥିଲେ । ଏହି ପୁଅଟିର ଘର ଠାରୁ କଲେଜ ୧୫ କିଲୋମିଟର ଦୂର ଥିଲା । ଆଉ ଏହି ଝିଅ ବାପାଙ୍କର ଭଙ୍ଗା ସାଇକେଲ ସଜାଡି କଲେଜକୁ ଯାଏ । ଆଉ ବୁଧବାର ଦିନ ସେହି ପୁଅ କଲେଜ ବାହାରି ପଡ଼ିଲା ।
Special report
ଆଉ ଘରେ କିଛି ଖାଇ ଆସିନଥିଲା । କଲେଜରେ କ୍ଲାସ କରିଲା । କ୍ଲାସ ସରିଲା ବେଳକୁ ସମୟ ୨ ଟା । ଆଉ ପୁଅଟିକୁ ଭୋକ ଲାଗୁଥିଲା । ସେ କଡନ ଖାଇବ ତା ପାଖରେ ପଇସା ନଥିଲା । ଏହାପରେ ଦେଖିଲା ବେଳକୁ ସାଇକେଲ ଲିକ୍ ହୋଇଯାଇଛି । 
ଏହି ସାଇକେଲକୁ ଧରି ସେ ଘରକୁ ଆସିବା ପାଇଁ ଭାବିଲେ । ଆଉ ଏହାପରେ ସେ ଅଧା ରାସ୍ତାରେ ପହଞ୍ଚିଲା ବେଳକୁ ତାଙ୍କୁ ଅଧିକ ଭୋକ ଲାଗିଲା । ସେ ଥକା ହୋଇ ବସିପଡ଼ିଲେ । ଆଉ ପ୍ରଭୁ ଜଗନ୍ନାଥଙ୍କୁ ଡାକୁଥିଲେ । ସେଠାରେ ଜଣେ ବୁଢ଼ା ମଉସା ପହଞ୍ଚିଥିଲେ ।
Special report
ଏହି ବୁଢ଼ା ମଉସା ତାଙ୍କୁ କହିଲେ ତତେ ଭୋକ ଲାଗୁଛି । ଆଉ ତାଙ୍କ ଘରକୁ ଯାଇ କିଛି ଖାଇବା ପାଇଁ । ଏହି ବୁଢ଼ା ଲୋକଙ୍କ ସହିତ ପୁଅଟି ତାଙ୍କ ଘରକୁ ଗଲା । ଆଉ ସେଠାରେ ବୁଢ଼ୀ ମାଉସୀ ପୁଅଟିକୁ ଖଣ୍ଡେ ନଡ଼ିଆ ଖାଇବାକୁ ଦେଲା ।
ଏହି ନଡ଼ିଆ ଖଣ୍ଡକ ଦେଖି ପୁଅଟି ଭାବିଲା ଏହି ଖଣ୍ଡକ ନଡ଼ିଆରେ ତାର ପେଟ କଣ ପୁରିଯିବ । ଏହାପରେ ସେ ଏହି ଖଣ୍ଡକ ନଡ଼ିଆ ଖାଇଲା ଆଉ ତାର ଭୋକ ଜ୍ଵଳା କମ୍ ହୋଇଗଲା । 
Special report
ଆଉ ଏହାପରେ ବୁଢ଼ା ଲୋକଟି ତାର ସାଇକେଲରେ ପମ୍ପ ଭରି ଦେଲା । ପୁଅକୁ ତାଙ୍କ ଘରକୁ ଯିବାକୁ କହିଲା । ଏହାପରେ ପୁଅଟି ଘରେ ପହଞ୍ଚିଥିଲା । ଆଉ ସେଠାରେ ପହଞ୍ଚି ତାର ବାପା ମାଙ୍କୁ ସବୁ କଥା କହିଥିଲା ।
ଏହାପରେ ପୁଅଟିର ବାପା ଆଉ ମାଆ ତାଙ୍କୁ କାଲି ଯାଇ ଏହି ବୃଦ୍ଧ ଲୋକଙ୍କ ସହିତ ଦେଖା କରିବାକୁ କହିଥିଲେ । ଏହାପରେ ଏହି ପୁଅଟି ସେହି ସ୍ଥାନକୁ ଯାଇଥିଲା କିନ୍ତୁ ସେଠାରେ କିଛି ଘର ନଥିଲା କି ବୁଢ଼ା ମଉସା କି ମାଉସୀ ବି ନଥିଲେ ।
ଏହାପରେ ପୁଅ ଆସି ଘରେ ଏହି କଥା କହିଥିଲା । ଆଉ ତାର ବାପା କହିଥିଲେ କି ସେ କାଳିଆ ସାଆନ୍ତଙ୍କୁ ଡାକିଥିଲେ । ପ୍ରଭୁ ଜଗନ୍ନାଥ ବୁଢା ବେଶରେ ଆସି ଏହି ପୁଅଟିକୁ ସାହାଯ୍ୟ କରିଥିଲେ ।