Movie prime

ଏବେ ବି ଭାରତ ର ଏହି ମନ୍ଦିର ରେ ଗୁପ୍ତ ଭାବେ ପୂଜା ପାଉଛନ୍ତି ପ୍ରଭୁ ହନୁମାନ ! ହୃଦୟରୁ ଲେଖ ଜୟ ହନୁମାନ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ଭଗବାନଙ୍କୁ ନେଇ ଆସୁଥିବା ଖବର ବିଷୟରେ ମଧ୍ୟ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଭଗବାନଙ୍କ ବିଷୟରେ ଆସୁଥିବା ଅନେକ ଅଜଣା କଥା ସବୁ ଆପଣମାନେ ଏହିସବୁ ଭିଡିଓ ଦ୍ଵାରା ଜାଣି ପାରୁଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ପ୍ରଭୁ ହନୁମାନଙ୍କ ବିଷୟରେ ଜାଣିପାରିବେ ।
ପ୍ରଭୁ ହନୁମାନ ହେଉଛନ୍ତି ଭଗବାନ ଶ୍ରୀରାମଙ୍କର ବଡ ଭକ୍ତ । ହିନ୍ଦୁ ଧର୍ମରେ ଭଗବାନ ରାମଚନ୍ଦ୍ରଙ୍କ ପରେ ଯଦି କେଉଁ ଭଗବାନଙ୍କ ନାମ ଆସେ ତାହା ହେଉଛି ପ୍ରଭୁ ହନୁମାନ । ପ୍ରଭୁ ହନୁମାନଙ୍କ ସାହସିକତା ଆଉ ବୀରତା ଖବର ବିଷୟରେ ଆପଣମାନେ ଶୁଣିଥିବେ ।
Special report
ଆପଣମାନେ ସମସ୍ତେ ପ୍ରଭୁ ହନୁମାନଙ୍କ ବିଷୟରେ ରାମାୟଣ ଏବଂ ମହାଭାରତରେ ଶୁଣିଥିବେ । ରାମାୟଣ ଆଉ ମହାଭାରତରେ ପ୍ରଭୁ ହନୁମାନଙ୍କ ବିଷୟରେ ଅନେକ କଥା ଲେଖାଯାଇଛି । ଆଉ ଏହିସବୁ ପଢ଼ିଲେ ଆପଣମାନେ ଜାଣିପାରିବେ । 
ଅନେକ ଋଷି ମୁନି ମଧ୍ୟ ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଛନ୍ତି । ଭଗବାନ ହନୁମାନ ଅମର ଥିଲେ । ପ୍ରଭୁ ହନୁମାନଙ୍କ ଭକ୍ତ ଭକ୍ତିରେ ଡାକିଲେ ପ୍ରଭୁ ଆସିଥାନ୍ତି । ପ୍ରଭୁ ହନୁମାନଙ୍କ ପାଦ ଚିହ୍ନ ମଧ୍ୟ ପଡ଼ିଥାଏ । ବୈଜ୍ଞାନିକମାନେ ଏହାକୁ ଦେଖି ମଧ୍ୟ ଅନେକ କିଛି କହିଛନ୍ତି ।
Special Report
ସେ କହିଛନ୍ତି କି ଏହି ପାଦ ଚିହ୍ନ ସବୁ ଅଲଗା ଲାଗୁଛି । ଆଜିବି ପ୍ରଭୁ ହନୁମାନ ଅଛନ୍ତି ଆଉ ସେ ଅଛନ୍ତି ବୋଲି ଅନେକ ପ୍ରମାଣ ମଧ୍ୟ ଅଛି । ଶ୍ରୀଲଙ୍କା ଦେଶର ଆଦିବାସୀମାନେ ପ୍ରଭୁ ଅଛନ୍ତି ବୋଲି ଅନେକ ପ୍ରମାଣ ତାଙ୍କ ପାଖରେ ଅଛି । ଏହାସହ ସେ ଏକ ମନ୍ତ୍ର ବିଷୟରେ କହିଛନ୍ତି ।
ସେମାନେ କହିଛନ୍ତି କି ଏହି ମନ୍ତ୍ର ପ୍ରଭୁ ହନୁମାନ କହିଥିଲେ । ଆଉ ଏହି ମନ୍ତ୍ର ଦ୍ଵାରା ପ୍ରଭୁଙ୍କୁ ଧ୍ୟାନ କରିଲେ ପ୍ରଭୁ ଆସିବେ ବୋଲି କହିଥିଲେ । ଏବେ ଏହି ବିଷୟରେ ଏହି ଭିଡିଓରେ କୁହାଯାଇଛି । ସେହି ଆଦିବାସୀମାନଙ୍କର ମୁଖିଆ ଏହିସବୁ କଥା ବିଷୟରେ ଏକ ପୁସ୍ତକରେ ଲେଖିଛନ୍ତି ।
ଏହି ପୁସ୍ତକର ନାମ ହେଉଛି ହନୁ ପୁସ୍ତକ । ଆଦିବାସୀଙ୍କ ଭାଷା ଆଉ ପ୍ରଭୁ ହନୁମାନଙ୍କ କାହାଣୀ ବହୁତ ଅଲଗା ଥିଲା । ଆଦିବାସୀମାନଙ୍କର ଭାଷା ବୁଝିବାକୁ ଆଉ ଏହି ପୁସ୍ତକରେ କଣ ସବୁ ଲେଖା ହୋଇଛି ତାହା ବୁଝିବାକୁ ଅନେକ ସମୟ ଲାଗୁଛି । ଏବେ ଏହିସବୁ କଥା ବିଷୟରେ କୁହାଯାଉଛି ।