Movie prime

ଯେତେବେଳେ ନିଧି ବନରେ ଲାଗିଲା କ୍ୟାମେରା ଦେଖନ୍ତୁ କଣ ଆସିଲା ସାମ୍ନାକୁ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ବିଷୟରେ ସୂଚନା ପାଇପାରିବେ । ଆପଣମାନେ ସମସ୍ତେ ତ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ନେଇ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପ୍ରଭୁ କୃଷ୍ଣଙ୍କୁ ନେଇ ଆସିଥିବା କିଛି ଖବର ଜାଣିପାରିବେ । 
ଆପଣମାନେ ସମସ୍ତେ ନିଧିବନ ବିଷୟରେ ଜାଣିଥିବେ । ଏହି ଖବର ଏବେ ନିଧିବନକୁ ନେଇ ଆସିଛି । ନିଧିବନ ହେଉଛି ଏକ ବନ ଯେଉଁଠାକୁ ପ୍ରଭୁ କୃଷ୍ଣ ଆସିଥାନ୍ତି । ଆଉ ସେଠାରେ ସେ ଗୋପୀମାନଙ୍କ ସହିତ ଖେଳ ରଚିଥାନ୍ତି । ଏବେ ରାତିରେ ସେଠାରେ କଣ ହେଉଛି ସେହି ବିଷୟରେ ଆପଣମାନେ କଣ ଜାଣିଛନ୍ତି।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ସେଠାରେ ରାତିରେ କଣ ହେଉଛି ସେହି କଥା ଜାଣିପାରିବେ । କୁହାଯାଏ କି ରାତିରେ ଶ୍ରୀକୃଷ୍ଣ ସେଠାରେ ଗୋପିମାନଙ୍କ ସହିତ ଖେଳ ରଚିଥାନ୍ତି । ଆଉ ଏହି ଖବର ଏବେ ଆପଣମାନେ ଜାଣିପାରିବେ ।
Special report
ନିଧିବନରେ ଅନେକ ପ୍ରକାରର ଘଟଣା ଘଟିଥାଏ । ନିଧିବନରେ ଅନେକ ଘଟଣା ଘଟିଥାଏ ଯାହା ଏବେ ସିସିଟିଭିରେ ରେକର୍ଡ କରାଯାଇଛି । କୁହାଯାଏ କି ପ୍ରଭୁ ଶ୍ରୀକୃଷ୍ଣଙ୍କ ରାସଲୀଳା ଏଠାରେ କେହି ଦେଖିପାରନ୍ତି ନାହିଁ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ନିଧିବନର ପ୍ରସ୍ଥାନ ଦ୍ବାର ଦେଖିପାରିବେ ।
ଏଠାରେ ଅନେକ ଜୀବଜନ୍ତୁ ଦେଖା ଯାଉଛନ୍ତି । ଏଠାରେ ଗଛରୁ ଅଧିକ ପବନ ଆସିଥାଏ ଆଉ ଏହି ଭିଡିଓରେ ଆପଣମାନେ ଏହା ଦେଖିପାରିବେ । ଏହି ପବନ କେତେବେଳେ ଆସିଥାଏ ଆଉ କେତେବେଳେ ବନ୍ଦ ହୋଇ ଯାଇଥାଏ । 
ଏଠାରେ ଏକ କୁଣ୍ଡ ଅଛି ଯେଉଁଠାରେ ରାଧା ଆଉ କୃଷ୍ଣ ଗାଧୋଇ ଥାଆନ୍ତି । ଆଉ ସେଠାରେ ଅନେକ ଜୀବଜନ୍ତୁ ଏବେ ଦେଖା ଯାଉଛନ୍ତି । ଏହି ଭିଡିଓ ଏବେ ଆପଣଙ୍କୁ ଅନେକ କିଛି କଥା ଦର୍ଶାଇବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସିସିଟିଭି ଫୁଟେଜ ଦେଖିପାରିବେ ।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏଠାରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏହି ପାଖରେ ଥିବା ଘର ଗୁଡ଼ିକର ଝରକା ଲୋକମାନେ ବନ୍ଦ କରି ଦେଇଥାନ୍ତି । ଏଠାରେ ପ୍ରଭୁ ଶ୍ରୀକୃଷ୍ଣ ଏବଂ ରାଧା ଶ୍ରୀଙ୍ଗାର କରିଥାନ୍ତି । ଆଉ ସେଥିପାଇଁ ସେଠାରେ ପାନ ରଖାଯାଇଥାଏ ।