Movie prime

ବିଲୁପ୍ତ ହେଇଯିବ ଜଗନ୍ନାଥ ଧାମ ପୁରୀ ! ଜାଣନ୍ତୁ ଆସିଲା ହୃଦୟ ଥରାଇଦେଲା ଭଳି ଭବିଶ୍ୱତ ବାଣୀ

 
Special report
ଭବିଷ୍ୟ ମାଳିକା ରୁ ଏପରି ଏକ କଥା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଗନ୍ନାଥ ପୁରିଧାମ ସମୁଦ୍ର ରେ ଲିପ୍ତ ହୋଇଯିବ।ଏବଂ ୨୦୨୫ ରେ କଳିଯୁଗ ଶେଷ ହୋଇଯିବ ବୋଲି କୁହାଯାଇଛି।
Special report
ପାଞ୍ଚ ଶହ ବର୍ଷ ପୂର୍ବେ ଓଡ଼ିଆରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପାଖରେ ଏକ ସନ୍ଥ ଜନ୍ମ ନେଇଥିଲେ।ଅଚ୍ୟୁତାନନ୍ଦ ଦାସ ଙ୍କୁ ବହୁତ ନାଦ ଯୋଗୀ ଏବଂ ସନ୍ଥ ମାନିଥାନ୍ତି।ସେ ଭବିଷ୍ୟବାଣୀ ତାଳପତ୍ର ରେ ଲେଖିଥିଲେ।
ବର୍ତମାନ ତାଙ୍କ ଲେଖା ହୋଇଥିବା ଭବିଷ୍ୟବାଣୀ ଚର୍ଚ୍ଚା ହେବାରେ ଲାଗିଛି।ଏପରି ଘଟଣା ମାନ ଘଟିବାକୁ ଯାଉଛି ଯାହାକି ଲୋକ ମାନଙ୍କୁ ପ୍ରଭାବିତ କରିବ।ଭବିଷ୍ୟ ମାଳିକା ଏକ ପୁସ୍ତକ ଅଟେ।
Special report
ଲୋକମାନେ କହିଥାନ୍ତି ଯେ ଅଚ୍ୟୁତାନନ୍ଦ ସବୁ ପୁସ୍ତକ ନିଜ ଯୋଗ ଶକ୍ତି ବଳରେ ଲେଖିଥିଲେ।କୁହାଯାଏ ଯେ ଓଡ଼ିଶାରେ ଏକ ଲକ୍ଷ ରୁ ଅଧିକ ମାଲିକ ପୁସ୍ତକ ରହିଛି।ଏହି ପୁସ୍ତକ କାହାକୁ ଦେଖା ଯାଇ ନଥାଏ।ୟୁରୋପ ରେ ସବୁକିଛି ଶେଷ ହୋଇଯିବ ବୋଲି ଭାଇ ରାଲ ହେବାରେ ଲାଗିଛି।
ଆଗାମୀ ଦିନରେ ଆମେରିକା ପାଣିରେ ବୁଡି ଯିବ। ଶେଷ ରେ ଋଷ ସଫଳତା ପାଇବେ।ଲୋକମାନେ କୀଟ ପତଙ୍ଗ ଭଳି ମରି ଯିବେ।ବିଶ୍ଵର ଜନ ସଂଖ୍ୟା ୬୪ କୋଟି ରହିବ।ଋଷ ହିନ୍ଦୁ ରାଷ୍ଟ୍ର ହୋଇଯିବ।ଭାରତ ର ଅନ୍ତିମ ରାଜା ଯିଏ ହେବେ ତାହାର କେହି ସନ୍ତାନ ହେବ ନାହିଁ।
Special report
ସେ ଏକ ଯୋଗୀ ପୁରୁଷ ହେବେ।ଭବିଷ୍ୟ ମାଳିକା ଅନୁସାରେ ୨୦୨୫ ରେ କଳିଯୁଗ ଶେଷ ହୋଇଯିବ।ଯେଉଁ ମାନେ ଧର୍ମ ଆଉ ସତ୍ୟ ପାଳନ କରୁଥିବେ ସେହି ବ୍ୟକ୍ତି ମାନେ ହିଁ ଜୀବିତ ରହିବେ।ଭାରତ ରେ ହେବାକୁ ଥିବା ଆକ୍ରମଣ ବିଷୟରେ ଅଚ୍ୟୁତାନନ୍ଦ ଉଲ୍ଲେଖ କରିଛନ୍ତି।
ଇଶ୍ଲାମିକ ଦେଶ ଭାରତ ଉପରେ ଆକ୍ରମଣ କରିବେ।ଭବିଷ୍ୟବାଣୀ ଅନୁସାରେ ଏକ ସନ୍ଥ ହିଁ ରାଜା ହେବେ।କିନ୍ତୁ ସେ ଅବିବାହିତ ହୋଇଥିବେ।
ଭାରତ ଉପରେ ଚିନ ଆଉ ମୁସଲମାନ ଆକ୍ରମଣ କରିବେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.