Movie prime

ବିଶ୍ୱାସ ନହେଲେ ବି ସତ ଦେଖନ୍ତୁ କେଉଁ ଯୁଗରୁ ରହିଛି ଉଲ୍ଲେଖ ଏହା କଲେ ଆପଣଙ୍କ ପାଖ ମାଡିବନି ଏହି ସା-ଙ୍ଘାତିକ ରୋ-ଗ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୬୦୦ ବର୍ଷ ତଳେ ଅଚ୍ୟୁତାନନ୍ଦ ଙ୍କ ଦ୍ଵାରା ଯେଉଁ ମାଳିକା ରଚନା ହେଇଥିଲା ସେତେବେଳେ ଭବିଷ୍ୟତ ରେ ପୃଥିବୀ ଧ୍ଵଂସ ହେବା ପୂର୍ବରୁ କେଉଁ କେଉଁ ସୂଚନା ଦେବ ତାହା ବୋଲା ଯାଇଥିଲା ।
ମଣିଷର ହିଂସ୍ର ପ୍ରବୃତ୍ତି, ଦୁରାଚାର, ଅନୈତିକ ବ୍ୟବହାର ଯୋଗୁଁ ଧୀରେ ଧୀରେ ସମୟ ବଦଳିବାରେ ଲାଗିବ। ଆପଣ ମାନେ ମଧ୍ୟ ଜାଣି ଥିବେ କି ଧୀରେ ଧୀରେ ସମାଜ ମଧ୍ୟ କେତେ ପରିବର୍ତ୍ତନ ହେବାକୁ ଯାଉଛି।
Special Report
ଯେମିତି କି ଆଗରୁ ଝିଅ ମାନଙ୍କୁ କେହି କମେଣ୍ଟ ମାରୁ ନଥିଲେ କିନ୍ତୁ ଏବେ ଝିଅ ମାନଙ୍କୁ କମେଣ୍ଟ ମରା ଯାଉଛି ଆଉ ଭିଡ଼ିଓ କିଛି ଭାଇରାଲ କରି ହଇରାଣ ମଧ୍ୟ କରା ଯାଉଛି।
Special Report
ଏହା ସହିତ ମଧ୍ୟ ମାଳିକାରେ କୁହାଯାଇଛି କି ଆଗାମୀ ସମୟରେ ମ-ହା-ମା-ରୀ ରୋଗ ଘରେ ଘରେ ଦେଖାଯିବ। ତେବେ ବନ୍ଧୁଗଣ ବର୍ତ୍ତମାନ କ୍ୟା-ନ୍ସ-ରକୁ ନେଇ ବାବା ଦିବାକର ଦାସ କହିଥିବାର ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ଘରେ ଘରେ କ୍ୟା-ନ୍ସ-ର ରୋ-ଗରେ ପୀଡିତ ହେଉଛନ୍ତି। 
Special Report
ଏନେଇ ଦିବାକର ଦାସ କିଛି ଉପଦେଶ ଖୋଜି ବାହାର କରିଛନ୍ତି ଯାହାଫଳରେ କେବେ ମଧ୍ୟ କ୍ୟା-ନ୍ସ-ର ହେବ ନାହିଁ। ସେ କହିଛନ୍ତି ମଦ୍ୟ ପାନ ସେବନ କରନ୍ତୁ ନାହିଁ ଏବଂ କୌଣସି ତମାଖୁ ସେବନ କରନ୍ତୁ ନାହିଁ ଯାହା ସ୍ବାସ୍ଥ୍ୟ ପାଇଁ ହିତକର ନୁହେଁ।
ପଇସା ପାଇଁ ମଧ୍ୟ କିଛି ହିରୋ ଗୁଟଖାର ଆଡଭେଟାଇଜ୍ କରିଥାନ୍ତି। ସବୁଦିନ ଯଦି ଗୋଟିଏ ଲିମ୍ବ ପତ୍ର ଆଉ ଗୋଟିଏ ହଳଦୀ ଆଉ ଗୋଟିଏ ତୁଳସୀ ପତ୍ରକୁ ପ୍ରତିଦିନ ସେବନ କରିଲେ କେବେବି କ୍ୟା-ନ୍ସ-ର ଛୁଇଁ ପାରିବ ନାହିଁ। 
Special Report
ଏବଂ ଏହାକୁ ଛେଚି ଖାଇବା ପରେ ଉଷୁମ ପାଣି ପିଅନ୍ତୁ। ଆଉ ଯେଉଁ ମାନେ କ୍ୟା-ନ୍ସ-ର ରୋଗରେ ପୀଡ଼ିତ ଅଛନ୍ତି ସେହି ମାନେ ମଧ୍ୟ ଏହାକୁ ସେବନ କରିବେ। ଏହି ଉପଚାରକୁ ପ୍ରତିଦିନ ସେବନ କରିବା ଫଳରେ ଦେହରେ ଯେଉଁ କ୍ୟା-ନ୍ସ-ରର ଜୀବାଣୁ ଅଛନ୍ତି
 ସେମାନେ ଆସ୍ତେ ଆସ୍ତେ ଶରୀର ଛାଡ଼ି ଚାଲିଯାଆନ୍ତି। ତେବେ ବନ୍ଧୁଗଣ ଏହି ଭିଡିଓରେ ଦିବାକର ଦାସ କ୍ୟା-ନ୍ସ-ର-ର ଏହି ଉପଚାର ବିଷୟରେ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.