Movie prime

ଓଡ଼ିଶାରେ ମିଳିଲା ବ୍ରହ୍ମାସ୍ତ୍ର !! ଦେଖନ୍ତୁ ଖୋଲିଲା ୧୩ ଗୋଟି ଗୁପ୍ତ ରହସ୍ୟ ଏବେ ହେବ କିଛି ଏମିତି

 
De
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଅନେକ କିଛି ଖବର ଜାଣି ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ରହସ୍ୟ ବିଷୟରେ ଜାଣିପାରିବେ ।
ଏହି ଭିଡିଓ ମାଧ୍ୟମରେ ଅମୂଲ୍ୟ ବାବା କିଛି ରହସ୍ୟ କହିଛନ୍ତି ଆଉ ସେ ଏଠାକୁ ଭ୍ରମଣରେ ଆସିଛନ୍ତି । ଏହି ବିଷୟରେ ସେ ସବୁ କଥା କହିଛନ୍ତି । ଏହି ମନ୍ଦିର ହେଉଛି ମାଆ ଙ୍କର । ଆଉ ସେ କହିଛନ୍ତି ସେମାନେ ଦୁଇଜଣ ଏହାର ଆରମ୍ଭ କରିଥିଲେ ।
Vg
ସେ କହିଛନ୍ତି ୧୯୯୨ ମସିହାରେ ସେ ଏକ ସନାତନ ଧର୍ମର ଏକ ପୁସ୍ତିକା ପାଇଥିଲେ । ଆଉ ସେଥିରେ ଲେଖା ଥିଲା ସବୁ ବର୍ଷ ବ୍ରହ୍ମାସ୍ତ୍ର । ଆଉ ଏହି ବ୍ରହ୍ମାସ୍ତ୍ର ଓଡ଼ିଶା ମାଟିରେ ଅଛି । ୧୩ ରେ ୧୩ ଦିନିଆ ପକ୍ଷ, ୧୩ ମାସିଆ ବର୍ଷ, ୧୩ ୱାର୍ଡରେ ଗୋଟିଏ ପଞ୍ଚାୟତ, ୧୩ ଜଣିଆ କ୍ୟାବିନେଟ୍, ୧୩ ଦିନିଆ ଅଧିବେଶନ, ୧୩ ଦିନିଆ ବାଜପେୟୀ ସରକାର ।
ସବୁ ୧୩ ହେବ । ୧୩ ଜଣ ଅଶ୍ୱାରୋହି, ୧୩ ଜଣ ଗଜା ରୋହୀ, ଓଡ଼ିଶା ବିଶ୍ଵ ବ୍ରହ୍ମାଣ୍ଡର ଆଦର୍ଶ ହେବ । ଏହି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଓଡ଼ିଶା ସାରା ବିଶ୍ଵର ଆଦର୍ଶ ହେବ ବୋଲି ଲେଖାଯାଇଛି । ୧୯୯୯ ମସିହାରେ ବାତ୍ୟାରେ ଏହି ପୁସ୍ତକ କେଉଁଆଡେ ପଳାଇଲା ଆଉ ଯାହା ମନେ ଅଛି ସେହି ସାଧୁ ଜଣକ କହିଛନ୍ତି ।
Hh
ଅନେକ କିଛି ଖବର ଦେଖା ଯାଉଛି । ୧୩ ର ଗୁପ୍ତ ରହସ୍ୟ ଏହି ବିଷୟରେ ସେ କହିଛନ୍ତି । ପୋଥିରୁ କିମ୍ବା ଅନ୍ୟାନ୍ୟ କୌଣସି ସ୍ଥାନରୁ ଏହା ଉଦ୍ଧାର କରାଯାଇଥିଲା ।
୧୩ ରାଷ୍ଟ୍ର ଭାରତ ବିପକ୍ଷରେ ଷଡ଼ଯନ୍ତ୍ର କରିବେ । ଆଉ ଓଡ଼ିଶାକୁ ଅନେକ ଲୋକ ମଧ୍ୟ ଆସିବେ । ଓଡ଼ିଶାରେ ଅନେକ କ୍ଷତି ମଧ୍ଯ ହେବ । ସେଥିପାଇଁ ଆପଣମାନେ ଗାଈ ସେବା କରନ୍ତୁ, ଭକ୍ତି କରନ୍ତୁ । ଗାଈ ସେବା ଆଉ ତୁଳସୀ ପତ୍ର ପାଇଲେ ଆପଣଙ୍କ ଘର ଭିତରକୁ ବଇଦ ଆସିବ ନାହିଁ ।
ସାଧୁସନ୍ଥ ଏବଂ ବିଶେଷଜ୍ଞମାନେ କହିଛନ୍ତି ଆଗକୁ ଘଡି ସନ୍ଧି ମୁହୂର୍ତ୍ତ ଆସିବାକୁ ଯାଉଛି । ଏବେ ବିଚାର ଯୁଗ ଚାଲିଛି । ଯେଉଁମାନେ ଦଣ୍ଡ ପାଇବା କଥା ସେମାନେ ପାଇବେ । ମାଆ ମଧ୍ଯ ତାଙ୍କୁ ଦଣ୍ଡ ଦେବେ । ଏଭଳି ଅନେକ କଥା ଏହି ସାଧୁ ଜଣକ କହିଛନ୍ତି ।