Movie prime

୨୦୨୬ ରେ ବୁଡ଼ିଯିବ ଶ୍ରୀ ମନ୍ଦିର !! ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ ଖବର

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ମନ୍ଦିରର ଅନେକ କଥା ଅଛି । ପୁରୀ ଶ୍ରୀମନ୍ଦିର ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କଥା ଜାଣିବା ସହ ଅନେକ ରହସ୍ୟ ପାଇପାରିବେ । 
ପୁରୀ ପ୍ରଥମେ ଏକ ଟାପୁ ଥିଲା । ଏକ ଗୁମ୍ଫାରେ ପ୍ରଭୁ ଜଗନ୍ନାଥ ଥିଲେ । ଜଗନ୍ନାଥଙ୍କ ଜନ୍ମ ମଣ୍ଡପ ହେଉଛି ଗୁଣ୍ଡିଚା ମଣ୍ଡପ । ସ୍ନାନ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କୁ ୧୦୮ ହାଣ୍ଡି ପାଣି ଚଢ଼ା ଯାଇଥାଏ । ଚନ୍ଦନ ଯାତ୍ରା ସରିବା ପରେ ଏହି ସ୍ନାନ ପୂର୍ଣ୍ଣିମା ହୋଇଥାଏ ।
Special report
ରଥଯାତ୍ରା ଆଉ ଗୁଣ୍ଡିଚା ବିଷୟରେ ମଧ୍ୟ ଏହି ଭିଡିଓରେ କୁହାଯାଇଛି । ମାଙ୍କ ପ୍ରେମ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ଯାଇଥାନ୍ତି । ପ୍ରଭୁ ଜଗନ୍ନାଥ କିଭଳି ଲୋକ ମାନଙ୍କ ପାଖକୁ ଆସିଲେ ଆଉ ତାଙ୍କ ଇତିହାସ ଏହି ଭିଡିଓରେ କୁହାଯାଇଛି ।
ପ୍ରଭୁ ଜଗନ୍ନାଥଙ୍କୁ ପୁରୋଷୋତ୍ତମ ମଧ୍ୟ କୁହାଯାଇଥାଏ । ପ୍ରଭୁ ଜଗନ୍ନାଥ ଅବତାରୀ ଅବତାର ନୁହଁନ୍ତି । ପୁରୀ ହେଉଛି ମର୍ତ୍ତ୍ୟ ଲୋକଙ୍କ ବୈକୁଣ୍ଠ । କୃଷ୍ଣଙ୍କ ହୃଦୟ ପାଣିରେ ଏକ କାଠରେ ଭାସି ଆସୁଥିଲା । ଆଉ ଏହି କାରଣରୁ ପ୍ରଭୁ ଜଗନ୍ନାଥଙ୍କ ଆବିର୍ଭାବ ହୋଇଥିଲା ।
Special Report
ପ୍ରତି ୧୨ ବର୍ଷରେ ପ୍ରଭୁ ଜଗନ୍ନାଥ ଆସିଥାନ୍ତି । ନୂଆ କାଠରେ ପ୍ରଭୁ ଜଗନ୍ନାଥ ତିଆରି ହୋଇଥାନ୍ତି । କରୋନା ସମୟରେ ରଥଯାତ୍ରାକୁ ନେଇ ଅନେକ କଥା ଆସିଥିଲା । ରଥଯାତ୍ରା ହେବ କିନ୍ତୁ ଯଦି କେହି କରୋନା ପୋଜେଟିଭ ହେବେ ନାହିଁ । 
ରଥଯାତ୍ରାରେ ସେଭଳି ହିଁ ହୋଇଥିଲା । ରଥଯାତ୍ରାରେ କେହି ବି କରୋନା ପୋଜେଟିଭ ହୋଇନଥିଲେ । ଏହା ହେଉଛି ପ୍ରଭୁ ଜଗନ୍ନାଥଙ୍କ ଲୀଳା । ରାବଣର ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ସହିତ ସମ୍ପର୍କ ଥିଲା । ଏହି ଯୁଗରେ କେବଳ ଭଗବାନ ଜଗନ୍ନାଥ ହିଁ ମୋକ୍ଷ ଦେଇପାରିବେ ।
୨୦୨୬ ମସିହା ବହୁତ ଭୟଙ୍କର ହେବ । ଏହି ବର୍ଷରେ ଅନେକ କିଛି ଘଟଣା ଘଟିବ । ପୁରୀ ସହ ପୁରା ଓଡ଼ିଶା ୨୦୨୬ ମସିହାରେ ବୁଡି ଯିବ ବୋଲି ସୂଚନା ମିଳିଛି । ବଞ୍ଚିବାର ଉପାୟ ହେଉଛି ପ୍ରଭୁ ଜଗନ୍ନାଥ, ପ୍ରଭୁ ଜଗନ୍ନାଥ । ଏଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।