Movie prime

ସ୍ତ୍ରୀ ଲୋକ ମାନଙ୍କ ଏହିସବୁ ଭୋକ କେହି ମେଣ୍ଟାଇ ପାରିବେ ନାହିଁ ପୁରୁଷ ମାନେ ମଧ୍ୟ ନୁହନ୍ତି ଦେଖନ୍ତୁ କଣ ସବୁ ଏହି ଭୋକ ଯାହା କେହି ମଧ୍ୟ ମେଣ୍ଟାଇବା ପାଇଁ ଅସମର୍ଥ

 
fhe

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଯେ ଆଜିର ସ୍ତ୍ରୀ କାହା ଠାରୁ କମ୍ ନୁହଁନ୍ତି। ସବୁ ବିପଦ ଆପଦ କୁ ସାମ୍ନା କରିବାକୁ ସେମାନେ ମଧ୍ୟ ପ୍ରସ୍ତୁତ ଥାଆନ୍ତି। ନାରୀ ମାନେ ଏବେ ପୁରୁଷଙ୍କ ଠାରୁ ମଧ୍ଯ ବଳି ଗଲେଣି ସେମାନେ ସବୁ କ୍ଷେତ୍ରରେ ପରଂଗ୍ୟମ ଅଟନ୍ତି। ଚାଣକ୍ୟ ଙ୍କ ବାଣି ରେ ସେ ସ୍ତ୍ରୀ ମାନଙ୍କ ବିଷୟରେ କିଛି କହିଥିଲେ। ସେ ସ୍ତ୍ରୀ ମାନଙ୍କ ୪ ଟି ଭୋକ ସମ୍ୱନ୍ଧରେ କାହିଥିଲେ।

(୧) ପ୍ରଥମ ଭୋକ ଟି ହେଉଛି ସ୍ତ୍ରୀ ର ତାହା ହେଉଛି ଭୋକ । ସ୍ତ୍ରୀ ମାନଙ୍କୁ ପୁଋଷ ମାନଙ୍କ ଅପେକ୍ଷା ଅଧିକା ଭୋକ ଲାଗିଥାଏ। କିନ୍ତୁ ଏବେ ଏପରି ଆଉ ହେଉ ନାହିଁ ଖାଦ୍ୟ ପାନୀୟର ଅନିୟମିତତା ଯୋଗୁଁ ସ୍ତ୍ରୀ ମାନଙ୍କୁ ଅଧିକ ଭୋକ ଲାଗୁ ନାହିଁ । ସେଥି ପାଇଁ ସେମାନେ ଅଧିକ ଖାଇବା ଖାଇ ପାରୁ ନାହାନ୍ତି।

(୨) ଦ୍ଵିତୀୟ ଟି ହେଉଛି ସାହାସ ପୂରୂଷ ଅପେକ୍ଷା ସ୍ତ୍ରୀ ନିକଟରେ ଦଶ ଗୁଣ ସାହାସ ଥାଏ। ଯଦି ଏକ ସ୍ତ୍ରୀ କୌଣସି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଯାଏ । ତେବେ ସେ ସ୍ତ୍ରୀ ର ଏତେ ମାତ୍ରା ରେ ଦୃଢ଼ ସାହାସ ଥାଏ କି ସେ ତା ସାହାସ ବଳରେ ସେ ସମାସ୍ତ କାର୍ଯ୍ୟ କୁ ସିଦ୍ଧି କରିବାରେ ନିଶ୍ଚିତ ଭାବରେ ସମର୍ଥ ହୋଇଥାଏ।

(୩) ତୃତୀୟ ଟି ହେଉଛି ଏକ ସ୍ତ୍ରୀ ର ଲଜ୍ୟା ପୁଋଷ ଅପେକ୍ଷା ସ୍ତ୍ରୀ ର ଅତ୍ୟଧିକ ଲଜ୍ୟା ଥାଏ। ସେମାନେ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଲଜ୍ୟା ପ୍ରକାଶ କରିଥାଆନ୍ତି। ସେଥି ପାଇଁ ତାଙ୍କର ପ୍ରଚୁର ମାତ୍ରା ରେ ଲଜ୍ୟା ଥାଏ। ଏହା ମଧ୍ଯ ପ୍ରାୟ ସମୟରେ ପରି ଲକ୍ଷିତ ହୋଇଥାଏ।

(୪) ପୁରୁଷ ଅପେକ୍ଷା ସ୍ତ୍ରୀର ଅତ୍ୟଧିକ ମାତ୍ରା ରେ କାମନା ଓ ବାସନା ର ଇଚ୍ଛା ଥାଏ । ହେଲେ ସାହାସ ଓ ଲଜ୍ୟା ଯୋଗୁଁ ସେମାନେ ପରିପ୍ରକାଶ କରିନଥାନ୍ତି । ତାଙ୍କର ଅତ୍ୟଧିକ ମାତ୍ରା ନିଜ ପାରିବାର ପାଇଁ ଚିନ୍ତା ଥାଏ ତେଣୁ ସେ ଏହି ଇଚ୍ଛାକୁ ନିଜ ମନରେ ମାରି ଦେଇ ଥାଆନ୍ତି।

ତେବେ ବନ୍ଧୁଗଣ ଏହି ସବୁ ହେଉଛି ନାରୀଙ୍କ ଭୋକ ଯାହାକି ସେମାନେ କହାକୁ ମଧ୍ୟ କହି ନଥାନ୍ତି। ଏପରିକି ନିଜ ସ୍ୱାମୀଙ୍କୁ ମଧ୍ୟ ନୁହେଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.