Movie prime

ଜୀଇଁ ଉଠିଲେ ହତଗୋଡ ଥିବା ପ୍ରଭୁ ଜଗନ୍ନାଥ ଦେଖନ୍ତୁ ଉତ୍ତରାକାଶୀ ରେ ଚାଞ୍ଚଲ୍ୟ ଅଚାନକ ହେଲା ଶୂନ୍ୟବାଣୀ !!

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଗତ ଭବିଷ୍ୟତ ଉପରେ ଯେଉଁ କଥା ମହାପୁରୁଷ ମାନେ କହି ଯାଇଛନ୍ତି ତାହାକୁ ମାଳିକା କୁହାଯାଏ। ଭିନ୍ନ କବି ମାନଙ୍କ ଦ୍ଵାରା ମାଳିକା ଅନେକ ନାମରେ ଲେଖନ କରା ଯାଇଛି।
Special Report
ମହାପୁରୁଷ ମାନେ ଯେଉଁ ଲେଖା ମାଳିକା ରେ ଲେଖି ଯାଇଛନ୍ତି ତାହାର ସତ୍ୟତା ଆଜି ଦେଖିବାକୁ ମିଳୁଛି ଏ କଳି ଯୁଗରେ। ଅନେକ ବର୍ଷ ପୂର୍ବେ ଲେଖା ଯାଇଥିବା ରହସ୍ୟମୟ ମାଳିକା ର ସମସ୍ତ ତଥ୍ୟ ଆଜି ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି । 
ମାଳିକା ପୁରୁଷ ଅଚ୍ୟୁତାନନ୍ଦ ଦାସ ଯାହା ଲେଖି ଯାଇଛନ୍ତି ତାହାର ପ୍ରମାଣ ଆଜି ସମୟରେ ଦେଖିବାକୁ ମିଳୁଛି । ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା,
Special Report
ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ। ମାଳିକା ରେ ଅନେକ ଜିନିଷ ଏବଂ ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି। ତେବେ ବନ୍ଧୁଗଣ ଯୁଗର ଶେଷ ସମୟରେ ବର୍ତ୍ତମାନ ସାମ୍ନାକୁ ଆସିଛି ଏକ ମନ୍ଦିର। 
ଯାହାକି ଉତ୍ତରାଖଣ୍ଡର ଉତ୍ତରାକାଶୀ ଜଗନ୍ନାଥ ମନ୍ଦିର। ତେବେ ଏହି ମନ୍ଦିର ବିଷୟରେ କହୁଛନ୍ତି ପୂଜକ ସତ୍ୟବ୍ରତ ନାନା। ସେ କହିଛନ୍ତି , ୧୨ ବି ଶତାବ୍ଦୀରେ ସ୍ଥାପନା ହୋଇଥିଲା। ଏହି ମନ୍ଦିରକୁ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ନିଜେ ସ୍ଥାପିତ କରିଥିଲେ।
Special Report
କିନ୍ତୁ ବଡ଼ ଦୁଃଖର ବିଷୟ ଯେ ଏହି ମନ୍ଦିର ସବୁ ଦିନ ପୂଜା କରାଯାଏ ନାହିଁ। କିନ୍ତୁ ସେହି ଠାକୁରଙ୍କୁ ଦୁଇ ପ୍ରକାର ବ୍ରାହ୍ମଣ ୧୫ ଦିନିଆ ପାଳି କରି ପୂଜା କରନ୍ତି। ଆଉ ଗୁରୁବାର, ରବିବାର, ଶନିବାର, ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣିମା ଏହି ଦିନରେ ହିଁ ପୂଜା ବିବେଶ କରି ସେହିଠାରେ ହୁଏ। 
Special Report
ଉତ୍ତରାଖଣ୍ଡ ଜଙ୍ଗଲ ଭିତରେ ଆହୁରି 3 ଟି ଜଗନ୍ନାଥ ମନ୍ଦିର ମଧ୍ୟ ଅଛି। ଆଉ ପୁରୀ ଜଗନ୍ନାଥ ମନ୍ଦିର ସହିତ ଉତ୍ତରାଖଣ୍ଡର ଉତ୍ତରାକାଶୀ ଜଗନ୍ନାଥ ମନ୍ଦିର ସହିତ ବିଶେଷ କୁଛି ଲିଙ୍କ୍ ନାହିଁ ବୋଲି ନାନା କହିଛନ୍ତି। ଏବଂ ଉତ୍ତରାଖଣ୍ଡର ଉତ୍ତରାକାଶୀ ଜଗନ୍ନାଥ ମନ୍ଦିର ପାଖାପାଖି କିଛି ଓଡ଼ିଆ ସାଧୁ ସନ୍ଥ ମଧ୍ୟ ଅଛନ୍ତି।
ଆଉ ପୁରୀ ଜଗନ୍ନାଥ ମନ୍ଦିରର ପୂଜା ପଦ୍ଧତି ଭଳି ଉତ୍ତରାକାଶୀ ଜଗନ୍ନାଥ ମନ୍ଦିରରେ ସେହି ଭଳି ନାହିଁ। କାରଣ ସେଠାକାର ଲୋକେ ଖୁବ୍ ଗରବ ଶ୍ରେଣୀର। ନିଜର ଖର୍ଚ୍ଚରୁ ସେଠାକାର ଲୋକମାନେ କିଛି ରଖି ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥାନ୍ତା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.