Movie prime

ହନୁମାନ ଚାଳିଶା ପଢ଼ିଲେ ମିଳେ ଏହିସବୁ ଲାଭ ଦେଖନ୍ତୁ ଆଉ ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

 
Uu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ ଖବର ଜାଣି ପାରୁଛନ୍ତି ।
ଅନେକ ରୋଗ, କଷ୍ଟ, ଅଭାବ ଦୂର କରିବା ପାଇଁ, ଶରୀର, ସ୍ବାସ୍ଥ୍ୟ ଭଲ ରହିବା ପାଇଁ ହନୁମାନ ଚାଳିଶା ପାଠ କରାଯାଇଥାଏ । କିନ୍ତୁ ହନୁମାନ ଚାଳିଶା ପାଠ କରିବା ପରେ ମଧ୍ୟ କୌଣସି ଅବସ୍ଥା ସୁଧୁରିବାର ନାଁ ଧରୁନି । ହନୁମାନ ଚାଳିଶା ହେଉଛି ସବୁଠାରୁ ମୂଲ୍ୟବାନ ଜିନିଷ । 
Bb
ହନୁମାନ ଚାଳିଶା ପାଠ କରିବାର ବିଧି ରହିଛି । ଆଉ ବିଧି ଅନୁଯାୟୀ ହନୁମାନ ଚାଳିଶା ପଢ଼ିଲେ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ହନୁମାନ ଚାଳିଶା ଆପଣ ଯେତେବେଳେ ପାଠ କରିବେ ସେତେବେଳେ ଏହା ପୂର୍ବରୁ ହନୁମାନଙ୍କ ଶ୍ରୀ ବିଗ୍ରହ ରଖନ୍ତୁ, ଫୁଲରେ ସଜେଇ ଦିଅନ୍ତୁ।
ଏହାପରେ ଆସନ ପକାଇ ଭଗବାନ ହନୁମାନଙ୍କ ଆଗରେ ଏକ ପାଣି ଗ୍ଲାସ୍ ରଖନ୍ତୁ । ଏହାକୁ ପ୍ରସାଦ ରୂପରେ ଏବଂ କରିବେ । ଏହାପରେ ହନୁମାନ ଚାଳିଶା ୧୦୮ ହେଉ ବା ଗୋଟିଏ ଥର ପାଠ କରନ୍ତୁ। 
ସନ୍ଧ୍ୟା ସମୟରେ ଆଉ ଶୋଇବାକୁ ଯିବା ସମୟରେ ଯେଉଁମାନେ ଭୂତ ପ୍ରେତକୁ ଭୟ କରନ୍ତି ସେମାନେ ହନୁମାନ ଚାଳିଶା ପାଠ କରିବା ଉଚିତ୍ । ଆପଣମାନେ ସବୁଦିନ ହନୁମାନ ଚାଳିଶା ବିଧି ପୂର୍ବକ ପାଠ କରନ୍ତୁ ଶୁଭ ଫଳ ମିଳିବ ।
Uu
ଆପଣମାନେ ହନୁମାନ ଚାଳିଶା ପାଠ କରିବା ପୂର୍ବରୁ ପ୍ରଭୁ ହନୁମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରନ୍ତୁ । ପ୍ରଭୁ ଚରିତ୍ର ଶୁଣିବାକୁ ଯିଏ ଇଚ୍ଛା କରିଥାଏ ତାର ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଯଦି ଆପଣ ହନୁମାନ ଚାଳିଶା ବିଧି ଅନୁସାରେ ପାଠ କରିବେ ଆପଣଙ୍କ ସବୁ ଇଚ୍ଛା ପୂରଣ ହେବ । 
ଆପଣଙ୍କର ଯଦି ସ୍ଵାସ୍ଥ୍ୟଗତ ସମସ୍ୟା ରହିଥାଏ ତାହେଲେ ଆପଣ ମଧ୍ୟ ହନୁମାନ ଚାଳିଶା ପାଠ କରନ୍ତୁ । ଯଦି ଭାଇ ଭାଇ ମଧ୍ୟରେ ପଡୁ ନାହିଁ ତାହେଲେ ଆପଣ ରଘୁପତି କିନହି ବହୁତ ବଡାଇ ମମ ପ୍ରିୟ ଭରତ ହି ସମ ଭାଇ । ଏହି ଚୌପାଇ ପାଠ କରନ୍ତୁ ।
ଆପଣଙ୍କ ଚରିତ୍ରରେ ସୁଧାର ଆଣି ଆପଣମାନେ ପାଠ କରନ୍ତୁ ତାହେଲେ ଆପଣଙ୍କୁ ଶୁଭ ଫଳ ମିଳିବ । ଆପଣମାନେ ଶତ ଥର ହନୁମାନ ଚାଳିଶା ପାଠ କରିଲେ ଆପଣଙ୍କର ଅନେକ ସମସ୍ୟା ଦୂର ହେବ । ଏହି ଭିଡିଓ ଦେଖିଲେ ଆପଣମାନେ ଅନେକ କିଛି ଖବର ଜାଣିପାରିବେ ।