Movie prime

ଭୋକିଲା ରହିଗଲେ ମଧ୍ୟ ଶୁଣନ୍ତୁ ମହାଦେବ ଙ୍କ ସହ ଏହି ଛୋଟ ଚଡେଇ ର ଏହି କାହାଣୀ ଜାଣି ପାରିବେ ପ୍ରକୃତରେ....

 
Special Report
ଜଣେ ଶିବ ଭକ୍ତ ଚିଡିଆଙ୍କ ପ୍ରକୃତ କାହାଣୀ କଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଏହା ପ୍ରେରଣାଦାୟକ ହୃଦୟ ସ୍ପର୍ଶ କରୁଥିବା ପକ୍ଷୀର କାହାଣୀ ଅଟେ। ଚିଡ଼ିଆ ବାଲି ବୁଦ୍ଧି ମାତା ଙ୍କ ମନ୍ଦିର ଗୁଜୁରାଟ ରେ ରହିଛି।ଏହା ଏକ ସତ କାହାଣୀ ଅଟେ।
ଏହି କାହାଣୀ କୁ ଆପଣମାନେ ପୁରା ଶୁଣିବେ ନଚେତ୍ ପାପ ଲାଗିବ।ଦୁଇ ଜଣ ପକ୍ଷୀ ଶିବ ମନ୍ଦିର ପାଖରେ ଏକ ଗଛ ମୂଳେ ରହୁଥିଲେ।ଶିବ ମନ୍ଦିର ରେ ଯେତେବେଳେ ପୂଜା ପାଠ ଆଉ ଆରତୀ କରାଯାଏ ସେତେବେଳେ ଦୁଇ ଜଣ ପକ୍ଷୀ ସେହି ମନ୍ଦିର କୁ ଆସିଥାନ୍ତି।
Special Report
ଭଗବାନ ଶିବ ଙ୍କ ଆରାଧନା କରନ୍ତି।ଏହି ଦୁଇ ପକ୍ଷୀ ସକାଳେ ଆଉ ସନ୍ଧ୍ୟା ବେଳେ ପ୍ରତିଦିନ ଆସିଥାନ୍ତି।ଶିବ ମନ୍ଦିର ର ପାଖରେ ଜଣେ ବୁଢୀ ମା ଙ୍କ ଘର ରହିଥିଲା।ସେହି ବୁଦ୍ଧି ମା ଙ୍କ ର କୌଣସି ସନ୍ତାନ ନଥିଲା।ସେ ଏକା ରହୁଥିଲେ।
ବୁଦ୍ଧି ମା ପକ୍ଷୀ ମାନଙ୍କୁ ବହୁତ ଭଲ ପାଉଥିଲେ। ବୁଦ୍ଧି ମା ଜଣଙ୍କ ପକ୍ଷୀ ମାନଙ୍କ ପାଇଁ ତାଙ୍କ ଛାତ ଉପରେ ପାଣି ଆଉ ଦାନା ଖାଇବାକୁ ରଖିଥାନ୍ତି।ଦୁଇଟି ପକ୍ଷୀ ବୁଦ୍ଧି ମା ଙ୍କ ଛାତ ଉପରକୁ ଆସୁଥିଲେ।ଖାଇସାରି ନିଜ ଛୁଆ ମାନଙ୍କ ପାଇଁ ନେଉଥିଲେ। 
ଦିନେ ସେହି ବୁଦ୍ଧି ମା ଜଣଙ୍କ ଅସୁସ୍ଥ ହୋଇ ଯାଇଥିଲେ।ସେ ତାଙ୍କ ଛାତ ଉପରେ ଆଉ ଦାନା ପାଣି ଦେଇ ପାରୁ ନଥିଲେ।ଦାନା ପାଣି ନଦେଖି ଦୁଇଟି ପକ୍ଷୀ ବୁଦ୍ଧି ମା ଙ୍କ ର କଣ ହେଲା ବୋଲି ଭାବିଥିଲେ।କିଛି ଦିନ ପରେ ସେହି ବୁଦ୍ଧି ମା ଙ୍କ ମୃ-ତ୍ୟୁ ହୋଇଗଲା।ପକ୍ଷୀ ଦୁଇ ଜଣ ଚିନ୍ତାରେ ପଡ଼ି ଯାଇଥିଲେ।
Special Report
ପୁରା ଗାଁ ରେ ସେହି ବୁଦ୍ଧି ମା ଙ୍କୁ ଖୋଜିବାକୁ ଲାଗିଲେ।କିନ୍ତୁ ପାଇଲେ ନାହିଁ।ଏହାପରେ ସେହି ବୁଦ୍ଧି ମା ଙ୍କ ଘରକୁ ଦେଖିବା ପାଇଁ ପକ୍ଷୀ ଦୁଇ ଜଣ ଆସିଲେ।ବୁଦ୍ଧି ମା ଜଣଙ୍କ ବିଛଣାରେ ସୋଇଥିଲେ।
ପକ୍ଷୀ ଦୁଇଜଣ ବୁଦ୍ଧି ମା ଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ।ଏହାପରେ ସେମାନେ ଜାଣିଲେ ବୁଦ୍ଧି ମା ଙ୍କ ମୃ-ତ୍ୟୁ ହୋଇଯାଇଛି।ପକ୍ଷୀ ଦୁଇ ଜଣ ବହୁତ ନିରାଶ ହୋଇଗଲେ।ସନ୍ଧ୍ୟା ବେଳେ ଯେତେବେଳେ ଭଗବାନ ଶିବ ଙ୍କ ଆରତୀ କରାଯାଇଥିଲା।
 ସେତେବେଳେ ପକ୍ଷୀ ଦ୍ବୟ ଗୋଟିଏ ଗୋଡ଼ରେ ଛିଡା ହୋଇ ଆରାଧନା କରିଲେ।ଭଗବାନ ଶିବ ଙ୍କ ଜପ କରିବାକୁ ଲାଗିଲେ।ଏଭଳି କରି ୧ ମାସ ବିତିଗଲା।ମହାଦେବ ଙ୍କ ଭକ୍ତି କରୁଥିଲେ।ଏହା ଦେଖି ଭଗବାନ ଶିବ ପ୍ରସନ୍ନ ହୋଇଥିଲେ।
ଭଗବାନ ଶିବ ପକ୍ଷୀ ଦ୍ୱୟ ଙ୍କୁ ଦର୍ଶନ ଦେଇ ଯାହା ବର ମାଗିବାର ଅଛି ମାଗିବା ପାଇଁ କହିଥିଲେ।ଏହାପରେ ପକ୍ଷୀ ଦୁଇ ଜଣ ବୁଦ୍ଧି ମା ଙ୍କୁ ଜୀବିତ କରିଦେବା ପାଇଁ ଭଗବାନ ଶିବ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଏହା ଶୁଣି ଭଗବାନ ଶିବ ବୁଦ୍ଧି ମା ଙ୍କୁ ବଞ୍ଚାଇ ଦେଇଥିଲେ।ବୁଦ୍ଧି ମା ନିଜ ସାମ୍ନାରେ ଭଗବାନ ଶିବ ଙ୍କୁ ଦେଖି ଭାବ ବିହ୍ୱଳ ହୋଇ ପଡ଼ିଥିଲେ।ଭଗବାନ ଶିବ ଦୁଇ ପକ୍ଷୀ ଙ୍କ ବିଷୟରେ ସବୁ କଥା କହିଲେ।ଏହାପରେ ବୁଦ୍ଧି ମା ଜଣଙ୍କ ପ୍ରତିଦିନ ଦାନା ପାଣି ଛାତ ଉପରେ ଦୁଇ ପକ୍ଷୀଙ୍କ ପାଇଁ ରଖିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.