Movie prime

ଚିନ୍ତାରେ ପ୍ରଭୁ ଶ୍ରୀରାମଙ୍କ ମୁଖ୍ୟ ପୂଜକ ଦେଖନ୍ତୁ ପ୍ରତ୍ୟେକଦିନ ବଦଳାଉଛନ୍ତି ନୂଆ ନୂଆ ରୂପ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଲାଗିଲା ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ। ପୁରାଣରେ ବର୍ଣ୍ଣିତ ରାମଲାଲା ଶୈଶବାବସ୍ଥାର ରୂପକୁ ଆଧାର କରି ଏହାକୁ ତିଆରି କରିଛନ୍ତି ଯୋଗୀରାଜ।
Special report
ତେବେ ବନ୍ଧୁଗଣ ୩୭ ବର୍ଷୀୟ ଅରୁଣ ଯୋଗୀରାଜ କର୍ଣ୍ଣାଟକର ପ୍ରସିଦ୍ଧ ଶିଳ୍ପୀ ଯୋଗୀରାଜ ଶିଳ୍ପୀଙ୍କ ପୁତ୍ର। କେବଳ ଏତିକି ନୁହେଁ, ଅରୁଣ ଯୋଗୀରାଜଙ୍କ ପିତା ୱାଡିଆର ପରିବାରର ପ୍ରାସାଦକୁ ସୌନ୍ଦର୍ଯ୍ୟ ଦେବା ପାଇଁ ମଧ୍ୟ ଜଣାଶୁଣା। 
କୁହାଯାଏ ଯେ ଅରୁଣ ଯୋଗୀରାଜ ୨୦୦୮ ମସିହାରେ ମାଇସୋର ବିଶ୍ୱବିଦ୍ୟାଳୟରୁ ଏମବିଏ ଅଧ୍ୟୟନ କରିଛନ୍ତି। ଅରୁଣ ଯୋଗୀରାଜ ସୁଭାଷ ଚନ୍ଦ୍ର ବୋଷଙ୍କ ୩୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ତିଆରି କରିଥିଲେ। ତେବେ ବନ୍ଧୁଗଣ ଚାଲୁଥିଲା ପୂଜାଅର୍ଚ୍ଚନା ବ୍ରାହ୍ମଣର ବେଦ ମନ୍ତ୍ରରେ କମ୍ପୁଥିଲା ଚତୁର୍ଦ୍ଦିଗ।
Special report
ଆଉ ସାରା ଦେଶରେ ଶୁଭୁଥିଲା ରାମ ରାମ ଧ୍ଵନି। ବ୍ରାହ୍ମଣର ବେଦ ପାଠ ସାଙ୍ଗକୁ ସେପଟେ ଦୀର୍ଘ ପାଞ୍ଚଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଥିଲା। ଆଉ ଶେଷରେ ରାମଲାଲାଙ୍କ ମୁଖମଣ୍ଡଳରୁ ପଟି ଖୋଲାଯାଇଥିଲା। 
ହେଲେ ପଟି ଖୋଲିଲା ବେଳକୁ ଶିଳ୍ପୀକାର ଅରୁଣ ଯୋଗୀ ରାଜ୍ ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅରୁଣ ଯୋଗୀ ରାଜ୍ ନିଜେ ତିଆରି କରିଥିବା ମୂର୍ତ୍ତିକୁ ଚିହ୍ନି ପାରିନଥିଲେ।
Special report
ଏକ ଘରୋଇ ଚ୍ୟାନେଲରେ ସାକ୍ଷାତକାର ମୂର୍ତ୍ତିକାରକ ଅରୁଣ ଯୋଗୀ ରାଜ୍ କହିଛନ୍ତି ଯେ, ପ୍ରାଣୀ ପ୍ରତିଷ୍ଠା ପରେ ପ୍ରଭୁ ରାମଲାଲଙ୍କ ମୂର୍ତ୍ତିରେ ପରିବର୍ତ୍ତନ ହୋଇଯାଇଛି। ପ୍ରତିଷ୍ଠା ପରେ ଯେତେବେଳେ ଅରୁଣ ଯୋଗୀ ରାଜ୍ ପ୍ରାଣ ପ୍ରତିଷ୍ଠା ଗର୍ଭ ଗୃହକୁ ଯାଇ ବାଳୁତ ରାମଙ୍କ ପ୍ରତିମୂର୍ତ୍ତିକୁ ଦେଖିଥିଲେ। 
ଅରୁଣ ନିଜେ ତିଆରି କରିଥିବା ପ୍ରତିମୂର୍ତ୍ତିକୁ ଚିହ୍ନି ପାରିନଥିଲେ। କାରଣ ଅରୁଣ ଯୋଗୀ ରାଜ୍ ଯେପରି ଭାବରେ ପ୍ରତିମୂର୍ତ୍ତିର ମୁଖମଣ୍ଡଳ ଆଖି ତିଆରି କରିଥିଲେ ସେଥିରେ ବହୁତ ଫରକ୍ ଦେଖିବାକୁ ମିଳିଥିଲା।
ଏହାପରେ ଅରୁଣ ଯୋଗୀ ରାଜ୍ ପାଖରେ ଥିବା ଲୋକ ମାନଙ୍କୁ ମୂର୍ତ୍ତିରେ ହୋଇଥିବା ପରିବର୍ତ୍ତନ ସଂପର୍କରେ ଜଣାଇଥିଲେ। ମନ୍ଦିରରେ ଥିବା ମୂର୍ତ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ବରଂ ପ୍ରାଣ ପ୍ରତିଷ୍ଠା ପରେ ମୂର୍ତ୍ତିଟି ଅଧିକ ଜୀବନ୍ତ ହୋଇ ଉଠିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.