Movie prime

ବାଛନ୍ତୁ ଗୋଟିଏ ବହି ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଭାଗ୍ୟ

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଜାଣିବା ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି। ଆପଣଙ୍କ ଜୀବନର ପୁରା କାହାଣୀ ଆଉ ଆପଣଙ୍କ ଭବିଷ୍ୟତ କିପରି ରହିବାକୁ ଅଛି, ଏହି ବର୍ଷଟି ଆପଣଙ୍କ ପାଇଁ କିପରି ରହିବ ଏବଂ କେଉଁ ପ୍ରଶ୍ନ ଆପଣଙ୍କ ମନରେ ଚାଲୁଅଛି।
ତେବେ ଆପଣ ଏହି ଯେଉଁ ଦୁଇଟି ବହିର ଫୋଟ ଦେଖୁଛନ୍ତି ସେଥି ମଧ୍ୟରୁ ବାଛନ୍ତୁ ଗୋଟିଏ ପୁସ୍ତକ। ଗୋଟିଏ ଏକ ନମ୍ବର ଏବଂ ଅନ୍ୟଟି ଦୁଇ ନମ୍ବର। ଆପଣ କିଛି ସମୟ ଆଖି ବନ୍ଦ କରି, ଯେକୌଣସି ଗୋଟିଏ ପୁସ୍ତକ ବାଛନ୍ତୁ। ଭଲ ସେ ଚିନ୍ତା ବିଚାର କରି ଭଲ ଭାବରେ କୌଣସି ପୁସ୍ତକ ବାଛନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ଜୀବନରେ କଣ ସବୁ ଘଟିବାକୁ ଯାଉଅଛି ଏବଂ ଆପଣଙ୍କ ଭବିଷ୍ୟତ କିପରି ରହିବ।
Bb
୧- ଆପଣ ଯଦି ଏକ ନମ୍ବର ପୁସ୍ତକଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଶୁଭ ସମୟ ବିଷୟରେ। ଆପଣଙ୍କ କାର୍ଯ୍ୟ ଶୁଭପ୍ରଦ ରହିବ। ମନ୍ଦ ଦଶା ଖୁବ କମ ସମୟ ମଧ୍ୟରେ ଦୂର ହେବାକୁ ଯାଉଛି। ଚନ୍ଦ୍ରଙ୍କ ଫଳ ଆପଣଙ୍କ ଲାଗି ନଗଣ୍ୟ। ଆପଣ ବୁଦ୍ଧି ଖର୍ଚ୍ଚ କରି ଚନ୍ଦ୍ର କାନ୍ତି ମଣି ଗୋଟିଏ ରୌପ୍ୟ ମୁଦ୍ରିକାରେ ସାରା ଜୀବନ ଧାରଣ କରନ୍ତୁ।
ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ। ବର୍ତ୍ତମାନ ଯେଉଁ କଥା ଲାଗି ଆପଣ ବ୍ୟସ୍ତତା ରହୁଛନ୍ତି ତାହାର ଶୀଘ୍ର ହିଁ ସମାଧାନ ହୋଇଯିବ। ଆପଣ ନିଜେ ପରିଶ୍ରମ କରି ଅର୍ଜିତ କରୁଥିବା ଧନକୁ ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ। କାରଣ ଆପଣଙ୍କ ମଧ୍ୟରେ ଏବେ ଏକ ଦୁର୍ଗୁଣ ଅଛି।
Bh
ଯେ ଆପଣ ଅଯଥା ଖର୍ଚ୍ଚ ବହୁତ କରନ୍ତି ଏହି ଗୁଣକୁ ଆପଣ ତ୍ୟାଗ କରନ୍ତୁ। ଆପଣ ଯାହା ଧନ ରୋଜଗାର କରୁଛନ୍ତି ସଞ୍ଚୟ କରିବା ପାଇଁ ଚେଷ୍ଟା କରନ୍ତୁ। ଦେଖିବେ ନିଶ୍ଚୟ ଜୀବନରେ ବଡ଼ ଧରଣର ପରିବର୍ତ୍ତନ ଅନୁଭବ କରିବେ। ଆପଣ ଯେଉଁ କାର୍ଯ୍ୟରେ ଅଛନ୍ତି ସେହି କାର୍ଯ୍ୟ ପ୍ରତି ଅଧିକରୁ ଅଧିକ ଧ୍ୟାନ ଦିଅନ୍ତୁ।
୨- ଆପଣ ଯଦି ଦୁଇ ନମ୍ବର ପୁସ୍ତକକୁ ବାଛିଛନ୍ତି ଜାଣନ୍ତୁ ଏହା କଣ କହୁଛି ଆପଣଙ୍କ ଭାଗ୍ୟ ବିଷୟରେ। ଆପଣ ବର୍ତ୍ତମାନ ବହୁ ଚିନ୍ତାରେ ବ୍ୟତିବ୍ୟସ୍ତ। ସନ୍ତାନ ମାନଙ୍କୁ ନେଇ କଷ୍ଟ ଭୋଗୁଛନ୍ତି। ମନ ମଧ୍ୟରେ ଅନେକ ଉଦବେଗ ଜାତ ହେଉଛି। ଯାହା ଭାବୁଛନ୍ତି ସେହି କାର୍ଯ୍ୟକୁ କରି ପାରୁ ନାହାଁନ୍ତି।
ଅନ୍ୟମାନଙ୍କ ଲାଗି ଆପଣ ବିଶେଷ ଚିନ୍ତା କରୁଛନ୍ତି। ଆପଣ ଏକ ସୈତାନ ମଣିଷ ହାବୁଡ଼ରେ ପଡ଼ି ଯାଇଛନ୍ତି। ମିତ୍ର ପରିଜନ ମାନେ ବର୍ତ୍ତମାନ ଦୁରେଇ ଯାଇଛନ୍ତି। ରାଜ କାର୍ଯ୍ୟରେ ନିଷ୍ପଳତା ମିଳୁଛି। ଆଉ ସମସ୍ତ ଲାଭ କାର୍ଯ୍ୟରେ କ୍ଷତି ମିଳୁଛି।
ଯେତେ ପରିମାଣରେ ଖର୍ଚ୍ଚ କଲେ ସେତେ ପରିମାଣର କ୍ଷତି ସହୁଛନ୍ତି। ପରିବାର ବର୍ଗ ଆପଣଙ୍କୁ ବିଶେଷ କ୍ଷତି କରାଉଛନ୍ତି। ତେବେ ଶୁଭ ସମୟ ଆପଣଙ୍କ ନିକଟରେ ରହିଛି ଯେଉଁ ଦିନ ମଙ୍ଗଳବାର ହୋଇଥିବ ଆପଣଙ୍କ ଶୁଭ ସମୟ ସେହିଦିନ ଠାରୁ ଆରମ୍ଭ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.