Movie prime

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ବହି ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଭବିଷ୍ୟତ

 
Yuu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆପଣଙ୍କ ଭବିଷ୍ୟତ କଥା ଚିନ୍ତା କରିପାରିବେ । ଏହି ଭିଡିଓ ମାଧ୍ୟମରେ ଅର୍ଥାତ୍ ଦୁଇଟି ବହି ଦିଆଯାଇଛି ସେହି ଭିତରୁ ଗୋଟିଏ ବାଛି ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ ।
Gg
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଆପଣଙ୍କ ଜୀବନର ପୁରା କାହାଣୀ ଜାଣିପାରିବେ । ଆପଣଙ୍କ ପାଇଁ ଭବିଷ୍ୟତ କିଭଳି ଅଛି ଆଉ ଏହି ନବ ବର୍ଷ ଆପଣଙ୍କ ପାଇଁ କିପରି ରହିବ ଏହିସବୁ କଥା ଆପଣମାନେ ଜାଣିପାରିବେ । ୧ ନମ୍ୱର୍ ଆଉ ୨ ନମ୍ୱର୍ ବହି ଭିତରୁ ଗୋଟିଏ ପୁସ୍ତକ ବାଛନ୍ତୁ ଆଉ ଏହି ପୁସ୍ତକ ବାଛିବା ପରେ ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣନ୍ତୁ । 
ପ୍ରଥମ ବା ୧ ନମ୍ବର ପୁସ୍ତକ - ଯଦି ଆପଣ ଏକ ନମ୍ୱର୍ ପୁସ୍ତକ ବାଛିଛନ୍ତି ତାହେଲେ ଆପଣଙ୍କ କାର୍ଯ୍ୟ ଶୁଭପ୍ରଦ ରହିବ । ମନ୍ଦ ଦୋଷ ଖୁବ୍ କମ୍ ସମୟ ମଧ୍ୟରେ ଦୂର ହେବାକୁ ଯାଉଛି । ଚନ୍ଦ୍ରଙ୍କ ଫଳ ଆପଣଙ୍କ ପାଇଁ ନଗଣ୍ୟ ଅଟେ । ଆପଣ ବୁଦ୍ଧି ଖର୍ଚ୍ଚ କରି ଚନ୍ଦ୍ରକାନ୍ତ ମଣି ମୁଦ୍ରିକାରେ ଧାରଣ କରନ୍ତୁ ।
Gh
ଆପଣଙ୍କୁ ଲାଭ ମିଳିବ । ବ୍ୟସ୍ତତା କରୁଥିବା କାମ ଶୀଘ୍ର ସରିଯିବ । ଗୁପ୍ତ ଧନ ଗୋପନରେ ମିଳିବ । ଆପଣ ରୋଜଗାର କରିଥିବା ଧନ ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ । ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି । ଗୁପ୍ତ ଶତ୍ରୁ ଆପଣଙ୍କର କ୍ଷତି କରୁଛନ୍ତି । ଚିନ୍ତା ଜନକ ସ୍ଥିତି ଦୂର ହେବାକୁ ଯାଉଛି ।
୨ ନମ୍ୱର୍ ପୁସ୍ତକ - ଯଦି ଆପଣ ୨ ନମ୍ବର୍ ପୁସ୍ତକକୁ ବାଛିଛନ୍ତି ତାହେଲେ ଆପଣ ଏବେ କୌଣସି ଚିନ୍ତାରେ ବ୍ୟସ୍ତ ଅଛନ୍ତି । ସନ୍ତାନକୁ ନେଇ କଷ୍ଟ ଅନୁଭବ କରୁଛନ୍ତି । ମନ ଭିତରେ ଅନେକ ଉଦବେଗ ଜାତ ହେଉଛି । ଆପଣ ଚାହୁଁ ଥିବା କର୍ଯ୍ୟ କରି ପାରୁ ନାହାଁନ୍ତି ।
ଆପଣ ଏକ ସୈତାନ୍ ମଣିଷ ହାବୁଡ଼ରେ ପଡିଛନ୍ତି । ଖର୍ଚ୍ଚ କରିଲେ କ୍ଷତି ସହୁଛନ୍ତି । ସ୍ତ୍ରୀଙ୍କ କଥା ଶୁଣନ୍ତି ନାହିଁ । ଆଗାମୀ ଦିନରେ ଶୁଭ ଦିନ ଆସିବାକୁ ଯାଉଛି । କଷ୍ଟ ଭୋଗୁଥିଲେ ତାହା ଅଳ୍ପ ଦିନ ପାଇଁ । ଆପଣଙ୍କ ଶତ୍ରୁ ପଛକୁ ପଳାଇବେ । ଖରାପ ସମୟ ଦୂର ହୋଇଯିବ।